Latest Odisha News

BREAKING NEWS

Yearly Archives

2020

[ଭିଡ଼ିଓ] ସରକାରୀ ଖଟକୁ ବେସରକାରୀ କୁକୁର !

ଅନୁଗୁଳ: ମଣ୍ଡାପାଳ ସବ୍‌-ଡିଭିଜିନାଲ ହସ୍ପିଟାଲର ଦୃଶ୍ୟ । ଖାଲି ଅଛି ବେଡ୍ ହେଲେ ରୋଗୀ ନାହିଁ । ବାହ୍ୟରୋଗୀ ବିଭାଗରେ ପଡିଛି ଚିକ୍କଣିଆ ଚୌକି ହେଲେ ଡାକ୍ତରଙ୍କ ଦର୍ଶନ ନାହିଁ । ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ବେଡ୍‌ରେ ଶୋଇଛନ୍ତି ବାରବୁଲା କୁକୁର । ତେବେ ପରିତ୍ୟକ୍ତ ଗୃହ ନୁହେଁ ବରଂ…

ରାଜଧାନୀରେ ଖଣ୍ଡାରେ ହାଣି ଲୁଟିନେଲେ ସୁନା ଚେନ୍‌

ଭୁବନେଶ୍ୱର: ରାଜଧାନୀରେ ମାତିଲେ ଲୁଟେରା । ଖଣ୍ଡାରେ ହାଣିଲେ । ଲୁଟିନେଲେ ସୁନା ଚେନ୍ । ଶୈଳଶ୍ରୀ ବିହାରର ଜଣେ ଇଂଜନିୟରଙ୍କୁ ୨ ଲୁଟେରା ମରାଣାନ୍ତକ ଆକ୍ରମଣ କରି ତାଙ୍କଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯାଇଛି । ସତ୍ୟ ନାରାୟଣ ମିଶ୍ର ତାଙ୍କ…

‘ସେକେଣ୍ଡ ୱେଭ ନେଇ ସତର୍କତା ଜରୁରୀ’

ଭୁବନେଶ୍ୱର: ଗଞ୍ଜାମରେ କରୋନାର ସେକେଣ୍ଡ ୱେଭ ଆସିବା ନେଇ ଅଧିକ ସମ୍ଭାବନା ରହିଛି । କାରଣ ସେଠାରେ ସଂକ୍ରମଣ ସଂଖ୍ୟା ପିକ କରି କମିଯାଇଥିଲା । ତେଣୁ ଯଦି ସେଠାରେ ସଂକ୍ରମଣ ବଢେ, ତେବେ ଆମେ ସେକେଣ୍ଡ ୱେଭ ବୋଲି କହିପାରିବା । ସେହିଭଳି ଭୁବନେଶ୍ୱରରେ ବି ସଂକ୍ରମଣ ସଂଖ୍ୟା କମିଯାଇଛି ଯଦି…

ବାଜି ମାରିଲା ଫ୍ଲିପ୍‌କାର୍ଟ

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ଫେଷ୍ଟିଭାଲ୍ ସିଜିନ୍ ବିକ୍ରିରେ ଫ୍ଲିପ୍‌କାର୍ଟ ବିଶ୍ୱର ସର୍ବବୃହତ୍‌ ଇ-କମର୍ସ କମ୍ପାନୀ ଆମାଜନ୍‌କୁ ପରାସ୍ତ କରିଛି। ଇ-କମର୍ସ କମ୍ପାନୀଗୁଡିକ ଏକ ସପ୍ତାହରେ ପ୍ରାୟ ୩୦ ହଜାର କୋଟି ବିକ୍ରି କରିଛନ୍ତି। ତେବେ ଏହି ‌ସିଜିନ୍‌ରେ ଅଧିକ ସ୍ମାର୍ଟଫୋନ୍‌ ବିକ୍ରି…

ନଭେମ୍ବର ପହିଲାରୁ ଖରିଫ ଧାନ ସଂଗ୍ରହ

ଭୁବନେଶ୍ୱର: ନଭେମ୍ବର ପହିଲାରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ । ନଭେମ୍ବର ୧ରୁ ମାର୍ଚ୍ଚ ୩୧ ଯାଏଁ ୨୦୨୦-୨୧ ଖରିଫ ଧାନ ସଂଗ୍ରହ ହେବ । ଏନେଇ ଆଜି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ସବୁ ଜିଲ୍ଲାର…

ବଡ଼ ପରଦାକୁ ଓହ୍ଲାଇଲେ ପୂର୍ବତନ କ୍ରିକେଟର୍ ଇର୍ଫାନ୍ ପଠାନ୍ !

ହାଇଦ୍ରାବାଦ: ପୂର୍ବତନ ଭାରତୀୟ କ୍ରିକେଟର୍ ଇର୍ଫାନ୍ ପଠାନ୍ ସାଜିଲେ ଅଭିନେତା । କ୍ରିକେଟରୁ ସନ୍ୟାସ ନେବା ପରେ ସେ କମେଣ୍ଟ୍ରିରେ ସଂପୃକ୍ତ ଥିଲେ । ହେଲେ ଏବେ ଟଲିଉଡରେ ସେ ଆରମ୍ଭ କରିଛନ୍ତି ନିଜର ସେକେଣ୍ଡ ଇନିଂସ । ଇର୍ଫାନଙ୍କ ଡେବ୍ୟୁ ଫିଲ୍ମର ଟାଇଟଲ କୋବ୍ରା ଥିବାବେଳେ ଗତକାଲି ତାଙ୍କ…

ଇଚ୍ଛାଧାରୀ ନାଗିନ୍‌ ବନିବେ ଶ୍ରଦ୍ଧା

ନୂଆଦିଲ୍ଲୀ: ଶ୍ରଦ୍ଧା କପୁରଙ୍କୁ ଖୁବ୍ ଶୀଘ୍ର ତାଙ୍କ ଆଗାମୀ ଫିଲ୍ମ 'ନାଗିନ୍'‌ରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ଫୁରିଆ। ଚଳଚ୍ଚିତ୍ର ସମାଲୋଚକ ତାରନ୍ ଆଦର୍ଶ ଏହାକୁ ନେଇ କହିଛନ୍ତି ଯେ ବଡ଼ ପରଦାରେ ଶ୍ରଦ୍ଧାଙ୍କୁ ଇଚ୍ଛାଧାରୀ ନାଗିନ୍‌ ଚରିତ୍ରରେ…

ବ୍ଲୁ ଫ୍ଲାଗ ବିଚ୍‌ରେ ପର୍ଯ୍ୟଟକ ଭାସିବା ଘଟଣା: ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ବ୍ଲୁ ଫ୍ଲାଗ ବିଚରେ ଭାସି ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ପିଙ୍କ ହାଉସ ପଛପଟ ବେଳାଭୂମିରୁ ମିଳିଛି ମୃତଦେହ । ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି । ମଙ୍ଗଳବାର ପୁରୀ ବ୍ଲୁ ଫ୍ଲାଗ ବିଚରେ ଗାଧୋଇବା ବେଳେ ଭାସି ଯାଇଥିଲେ ଝାଡଖଣ୍ଡର ଯୁକ୍ତ ୨ ଛାତ୍ର…

ଉପନିର୍ବାଚନ: କମ୍ପୁଛି ପ୍ରଚାର ମଇଦାନ

ବାଲେଶ୍ୱର: ବାଲେଶ୍ୱର-ତିର୍ତ୍ତୋଲ ବ୍ୟାଟେଲ ଗ୍ରାଉଣ୍ଡରେ ଚାଲିଛି ମହା ମୁକାବିଲ । ଉପନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ କମ୍ପୁଛି ପ୍ରଚାର ମଇଦାନ  । ବିଶେଷ କରି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକର ଦେଖିବା ପାଇଁ ମିଳୁଛି । ଭୋଟରଙ୍କ ମନ ଜିଣିବାକୁ ତିନି…

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି; ଚତୁର୍ଦ୍ଧା ମୂର୍ତ୍ତିଙ୍କର ହେବ ମହାସ୍ନାନ

ପୁରୀ:ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନିତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ  ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନିତି ସମ୍ପର୍ଣ୍ଣ କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ…