Latest Odisha News

BREAKING NEWS

Yearly Archives

2020

ଆଜି ହେଉଛି ପବିତ୍ର ପାପାଙ୍କୁଶ ଏକାଦଶୀ; ଜାଣନ୍ତୁ ଏହାର ମହତ୍ତ୍ୱ

ଭୁବନେଶ୍ୱର: ଆଶ୍ୱିନ ଶୁକ୍ଳପକ୍ଷରେ ପଡୁଥିବା ଏକାଦଶୀ 'ପାପାଙ୍କୁଶା' ଏକାଦଶୀ ନାମରେ ଜଣା। ଏହା ସର୍ବପାପହାରୀ, ସ୍ୱର୍ଗ ଓ ମୋକ୍ଷ ପ୍ରଦାନକାରୀ, ଉତ୍ତମ ସ୍ୱାସ୍ଥ୍ୟ, ସୁନ୍ଦର ସ୍ତ୍ରୀ, ଧନ ତଥା ମିତ୍ର ପ୍ରଦାୟୀ ଅଟେ । ଯଦି ମନୁଷ୍ୟ ଏହି ଏକାଦଶୀ ନିଷ୍ଠାର ସହିତ ପାଳନ କରେ, ତାକୁ କେବେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ତା ୨୭-୧୦-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ୨୦୨୦ ମସିହା ଅକ୍ଟୋବର ତା ୨୭ ମଙ୍ଗଳବାର ତୁଳା ୧୧ ଦିନ ଆଶ୍ବିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି ପୂର୍ବ ଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର: ମକର ରାଶିର ଘାତ ଚନ୍ଦ୍ର: ମିଥୁନ ରାଶି ପୁରୁଷ ଓ ମୀନ ରାଶିର ଆଜି ଶିମ୍ବ…

ନିତ୍ୟାନନ୍ଦ ନାୟକଙ୍କୁ ମିଳିଲା ଶାରଳା ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ଓଡ଼ିଆ କବି ନିତ୍ୟାନନ୍ଦ ନାୟକଙ୍କୁ ମିଳିଲା ଶାରଳା ପୁରସ୍କାର । କବିତା ‘ସେତେ ବେଳକୁ ନଥିବି’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ନିତ୍ୟାନନ୍ଦଙ୍କୁ ପୁରସ୍କାର ସ୍ୱରୁପ ୫ ଲକ୍ଷ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି । କୋଭିଡ କଟକଣା ଭିତରେ…

ଅଷ୍ଟ୍ରେଲିଆ ଟୁର ପାଇଁ ଟିମ୍ ଇଣ୍ଡିଆ ଘୋଷଣା, କେଉଁ ଫର୍ମାଟରେ ଖେଳିବ କିଏ?

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଆଜି ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ତେବେ ବଡ କଥା ହେଉଛି ଯେ, ଏକାସଙ୍ଗେ ଟିଟ୍ୱେଂଟି, ଦିନିକିଆ ଏବଂ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରାଯାଇଛି । ସବୁ ଫର୍ମାଟରେ ବିରାଟ କୋହଲି ଅଧିନାୟକ ଦାୟିତ୍ୱ ତୁଲାଇବେ । ତେବେ ଏହି…

ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କଲେ ଆଉ ଜଣେ ବଧୂ; କାରଣ ଅସ୍ପଷ୍ଟ

ବୁଗୁଡା : ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ମୋଟବାଡ଼ି ଗ୍ରାମରେ ୨୩ ବର୍ଷ ବୟସ୍କା ଜଣେ ବଧୂ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।  ଦୁଇ କନ୍ୟା ସନ୍ତାନଙ୍କ ମାଆ ହୋଇ ଥିବା ଏହି ମହିଳା ଜଣଙ୍କ ଅକ୍ଟୋବର ୨୬ ତାରିଖ ଦିନ ନିଜେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା…

ଶୁଭମନ୍ ଗିଲଙ୍କ ଅର୍ଦ୍ଧଶତକ, ପଞ୍ଜାବ ସମ୍ମୁଖରେ ୧୫୦ ରନର ଲକ୍ଷ୍ୟ

ଶାରଜା: ଚଳିତ ଆଇପିଏଲରେ ସୋମବାର ଅନୁଷ୍ଠିତ ମ୍ୟାଚରେ କିଙ୍ଗସ ଇଲେଭନ ପଞ୍ଜାବ ସମ୍ମୁଖରେ ୧୫୦ ରନର ବିଜୟ ଲକ୍ଷ୍ୟ କୋଲକାତା  ରଖିଛି । ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ୍ ଗିଲ୍ ଓ କ୍ୟାପଟେନ୍ ଇଆନ୍ ମୋର୍ଗାନଙ୍କ ଲଢ଼ୁଆ ବ୍ୟାଟିଂ ବଳରେ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟରେ ୧୪୯ ରନ୍ କରିଛି…

ମାସ୍କ ଓ ସଚେତନତା ବାଂଟିଲେ ପୂର୍ବତନ ହକି ଅଲିମ୍ପିଆନ ଲାଜରୁସ ବାର୍ଲା

ରାଉରକେଲା: ପୂର୍ବତନ ହକି ଅଲିମ୍ପିଆନ ଲାଜରୁସ ବାର୍ଲା ଆଦିବାସୀ ଅଂଚଳର ପ୍ରତିଭାବାନ ଯୁବ ଖେଳାଳିଙ୍କୁ ମାସ୍କ ବାଂଟିବା ସହ କୋଭିଡ-୧୯ ମହାମାରୀଠାରୁ କିପରି ଦୂରେଇ ରହିହେବ ସେ ନେଇ ସେଚତନତାର ବାର୍ତା ଦେଇଛନ୍ତି । ସୁନ୍ଦରଗଡର ରାଜଗାଙ୍ଗପୁର ବ୍ଲକର ଗୋରିୟାମାଲ ଗ୍ରାମରେ ଥିବା ଗ୍ରାମସ୍ତରୀୟ…

ଶ୍ରୀମନ୍ଦିରରେ ଦଶହରା ଓ ଆୟୁଧ ପୂଜା ନୀତି ପାଳିତ

ଭୁବନେଶ୍ୱର: ଆଶ୍ୱିନ ଶୁକ୍ଳ ଦଶମୀ ତିଥିରେ ଶ୍ରୀମନ୍ଦିରରେ ବିଶେଷ ନୀତି ପାଳିତ ହୋଇଛି। ସୋମବାର ସକାଳ ୭.୩୫ରେ ଅବକାଶ ବଢିବା ପରେ ସକାଳ ୭.୫୦ରେ ସର୍ବାଙ୍ଗ ଚନ୍ଦନ ଲାଗି ଏବଂ ନୂଆଲୁଗା ଲାଗି ହୋଇଥିଲା। ଏହା ଛଡ଼ା ୩୨ ମୂର୍ତି ତଡାଉ ଦ୍ୱାରା ଶ୍ରୀଜୀଉ ମାନଙ୍କର ରାଜବେଶ (ସୁନାବେଶ) ସକାଳ…

ସୁସ୍ଥ ହେଲେ ଆଉ ୨୦୦୩ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ଅକ୍ଟୋବର ମାସ ଆରମ୍ଭରୁ ନୂଆ ପଜିଟିଭ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସେହିପିର ସୁସ୍ଥ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ ୨ହଜାରରୁ ଅଧିକ କରୋନା ରୋଗୀ ସୁସ୍ଥ ହେଉଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ୨୦୦୩ କରୋନା ଆକ୍ରାନ୍ତ…

ସୁଶାନ୍ତଙ୍କ ହତ୍ୟା ପଛରେ ଉଦ୍ଧବ, ଆଦିତ୍ୟଙ୍କ ହାତ: ନାରାୟଣ ରାଣେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ କେସ୍ ଥଣ୍ଡା ପଡି ଆସୁଥିବା ବେଳେ ବିଜେପି ନେତା ନାରାୟଣ ରାଣେଙ୍କ ବୟାନ ଏହାକୁ ପୁଣି ଚର୍ଚ୍ଚାର ବିଷୟ କରି ଦେଇଛି । ସୁଶାନ୍ତ କେସର ତଦନ୍ତରେ ଇଡି, ଏନସିବି ଓ ସିବିଆଇ ଜୋରସୋରରେ ଲାଗିଛନ୍ତି । ସୋମବାର ରାଣେ କହିଛନ୍ତି ସୁଶାନ୍ତଙ୍କ ହତ୍ୟା…