Latest Odisha News

BREAKING NEWS

Yearly Archives

2020

ପ୍ରେମଜନିତ କାରଣରୁ ଯୁବକଙ୍କୁ ହତ୍ୟା ଅଭିଯୋଗ, ମୃତଦେହ ଉଦ୍ଧାର

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ଅଭିଯୋଗ । ଗଏନ୍ଦିମୁଣ୍ଡା ଗାଁରୁ ଉଦ୍ଧାର ହୋଇଛି ମୃତଦେହ । ମୃତକଙ୍କ ନାଁ ଦିଲ୍ଲୀପ ମେହେର ଓ ଘର କାଳିଆକାଣି ଗାଁରେ । ପ୍ରେମଜନିତ କାରଣରୁ ଦିଲ୍ଲୀପଙ୍କୁ ପିଟିପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି ।…

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ୪ ଲକ୍ଷ ୨୭ ହଜାରରୁ ଅଧିକ କରୋନା ମାମଲା ଚିହ୍ନଟ

ୱାଶିଂଟନ୍: ସାରା ବିଶ୍ୱରେ କରୋନା ମହାମାରୀର ସଂଖ୍ୟା ୪.୩୭ କୋଟିରୁ ଅଧିକ ହୋଇଥିବାବେଳେ ସଂକ୍ରମଣ ହେତୁ ମୃତ୍ୟୁ ସଂଖ୍ୟା ୧୧ ଲକ୍ଷ ୬୪ ହଜାର ଅତିକ୍ରମ କରିଛି। ୮୯ ଲକ୍ଷ ୬୨ ହଜାର ୭୮୩ ମାମଲା ଏବଂ ୨ ଲକ୍ଷ ୩୭ ହଜାର ୪୫ ମୃତ୍ୟୁ ସହିତ ଆମେରିକା ସଂକ୍ରମଣ ମାମଲାରେ ସବୁଠୁ ଆଗରେ ରହିଛି।…

୪୦ ହଜାର ତଳକୁ ଖସିଲା ଦେଶରେ ଦୈନିକ କରୋନା କେସ୍

ନୂଆଦିଲ୍ଲୀ: କରୋନା ଲଢ଼େଇ ଭିତରେ ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଦୈନିକ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା । ସୁସ୍ତ ହେଉଛନ୍ତି ଅଧିକ । ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୬ ହଜାର ୩୬ ହଜାର ୪୬୯ ନୂଆ…

ଆମେରିକୀୟ ମିଲିଟାରୀ ଏକାଡେମୀର ମୁଖ୍ୟ ବିନ୍‌ଫୋଡ୍‌ ପାଇ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଆଫ୍ରିକୀୟ ଆମେରିକୀୟ ଜର୍ଜ ଫ୍ଲଏଡ୍‌ଙ୍କ ମୃତ୍ୟୁ ପରେ ଏକ ଆମେରିକୀୟ ସାମରିକ ଏକାଡେମୀରେ ବାରମ୍ବାର ଜାତିଭେଦ ମାମଲା ସାମ୍‌ନାକୁ ଆସିଥିଲା। ଏହା ପରେ ଆମେରିକାର ମିଲିଟାରୀ ଏକାଡେମୀରେ ବ୍ୟବସ୍ଥିତ ଜାତିଭେଦ ଅଭିଯୋଗର ଯାଞ୍ଚ ପାଇଁ ଭର୍ଜିନିଆର ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।…

ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ । ଚିକ୍ରକୋଣ୍ଡାର ଧୂଳିପୁଟ ପଞ୍ଚାୟତ ଅନ୍ତର୍ଗତ ଜୁମାଡାଙ୍ଗ ଜଙ୍ଗଲରେ ଗୁଳି ବିନିମୟ ହୋଇଛି । ଏସଓଜି ଓ ଡିଭିଏଫର ମିଳିତ କମ୍ବିଂ ଅପରେସନ ବେଳେ ଗୁଳି ବିନିମୟ ହୋଇଛି । ଧୂଳିପୁଟ ପଞ୍ଚାୟତ ଜୁମଡାଙ୍ଗ ଜଙ୍ଗଲରେ  …

ଆପଣଙ୍କ ଆଖପାଖରେ ଅଛନ୍ତି କି ସ୍କିଜୋଫ୍ରେନିଆ ରୋଗୀ; ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ପ୍ରତିକାର

ଭୁବନେଶ୍ୱର: ସ୍କିଜୋଫ୍ରେନିଆ ଏକ ଗୁରୁତ୍ଵର ମାନସିକ ରୋଗ । ଏହି ରୋଗରେ ମାନସିକ ସାମର୍ଥ୍ୟ ବ୍ୟାହତ ହୋଇପଡ଼େ । ଫଳରେ ରୋଗୀ ଚିନ୍ତାଭାବନା ଅନୁଭବ ଓ କାର୍ଯ୍ୟକଳାପରେ ପ୍ରକାଶ ପାଏ ଅସ୍ଵାଭାବିକତା ।ଏଭଳି ରୋଗୀମାନେ କେଉଁଟା ବାସ୍ତବ ଓ କେଉଁଟା କାଳ୍ପନିକ, ଏହାର ବାଛବିଚାର କରିପାରନ୍ତି ନାହିଁ।…

ଆଜିଠୁ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ପୂର୍ବରୁ ସ୍ଥିର ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪ ଟାରେ ଦ୍ୱାର ଫିଟା ପରେ ମଙ୍ଗଳାଆରତୀ ହୋଇଥିଲା । ଏହାପରେ ଚାଲିଛି ଶ୍ରୀଜିଉଙ୍କ ଅନ୍ୟାନ୍ୟ ନୀତିକାନ୍ତି । ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପ, ବଡ଼ସିଂହାର ବେଶ…

ମଣିଷ ଶରୀର ପାଇଁ କେତେ ଆବଶ୍ୟକ ଧ୍ୟାନ, ଜାଣନ୍ତୁ

ଭୁବନେଶ୍ୱର: ଯୋଗ ର ସପ୍ତମ ଚରଣ ହେଉଛି ଧ୍ୟାନ । ଧ୍ୟାନ ହେଉଛି ଅନାବଶ୍ୟକ କଳ୍ପନା ବା ବିଚାରକୁ ମନରୁ ବାହାର କରି ଶୁଦ୍ଧ ବା ନିର୍ମଲା ଏବଂ ମଉନା ରହିବା । "ଧାରଣାରେ ଚିତ୍ତ ଯେଉଁ ନିର୍ଦ୍ଧିଷ୍ଟ ବିନ୍ଦୁରେ ପହଞ୍ଚେ ଏବଂ ଯଦି ନିଶ୍ଚଳ ଭାବରେ ସେଇଠି ରହିଯାଏ ବା ମଝିରେ ଅନ୍ୟ କୌଣସି ବୃତ୍ତି…

ଚନ୍ଦ୍ର ପୃଷ୍ଠରେ ପ୍ରଥମ ଥର ଜଳର ସନ୍ଧାନ ପାଇଲା ନାସା

ଜହ୍ନ ରାଇଜରେ ଜାଗା କିଣିବା ଓ ଘର କରିବାର ସ୍ୱପ୍ନ ସାକାର ହୋଇପାରେ । ଗବେଷଣା ଭିତରେ ଆମେରିକା ପ୍ରତିରକ୍ଷା ଗବେଷଣା ସଂସ୍ଥା ନାସା ଆଉ ପାଦେ ଆଗେଇଛି । ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ଖୋଜି ପାଇଛି ନାସା । ପ୍ରଥମ ଥର ଜଳ ଆବିଷ୍କାର କରିଥିବା ନେଇ ନାସା ଦାବି କରିଛି । ଗୁରୁତ୍ୱପୂର୍ଣ୍ଣ କଥା…

ରାଜଧାନୀ ଛାତି ଉପରେ ସ୍ୱାମୀ ସମ୍ମୁଖରେ ସ୍ତ୍ରୀକୁ ବଳାତ୍କାର ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ବଢିଚାଲିଛି ଅପରାଧିକ ମାମଲା। ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳର ବସଷ୍ଟାଣ୍ଡ ନିକଟରେ ଥିବା ଏକ ଢାବା ମ୍ୟାନେଜର ଜଣେ ସ୍ୱାମୀଙ୍କ ଉପସ୍ଥିତିରେ ସ୍ତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ରାଜଧାନୀ ଛାତି ଉପରେ ଅକ୍ଟୋବର ୨୫ ତାରିଖ ସନ୍ଧ୍ୟାରେ ଘଟିଛି…