Latest Odisha News
Yearly Archives

2020

ଦଶପଲ୍ଲା ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ବିଜେଡି ନେତା ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ସୂଚନା ଦେଇ କହିଛନ୍ତି ଯେ, ମୋର କରୋନା ରିପୋର୍ଟ ପଜିଟିଭ ବାହାରିଛି । ମୁଁ ଏବେ ହୋମ୍ ଆଇସୋଲେସନରେ ଅଛି ଏବଂ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ ନିକଟ…

ବଲିଉଡରେ ଅଲ୍‌-ରାଉଣ୍ଡର ହେବାକୁ ଚାହୁଁଛନ୍ତି କାର୍ତ୍ତିକ !

ମୁମ୍ବାଇ: ସୋନୁ କେ ଟିଟୁ କି ସ୍ୱିଟି ହେଉ କି ପ୍ୟାର୍ କି ପଂଚନାମା । ବଡ ପରଦାରେ ଲୋକେ କାର୍ତ୍ତିକଙ୍କୁ ପସନ୍ଦ କରିବା ପରଠାରୁ ତାଙ୍କ ଚାହିଦା ଆକାଶଛୁଆଁ । ତାଜା ସ୍ଥିତିରେ ଏହି ଅଭିନେତାଙ୍କ ହାତରେ ଅଧା ଡଜନ ଭଳି ଫିଲ୍ମ ରହିଛି । ଏତିକି ଫିଲ୍ମର ସୁଟିଂ ନସରୁଣୁ ତାଙ୍କ ପାଖକୁ ଏକ ଥ୍ରୀଲର୍…

୧୦୧ ବର୍ଷ ବୟସରେ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ମାର୍ଜ ଚାମ୍ପିଅନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରସିଦ୍ଧ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ମାର୍ଜ ଚାମ୍ପିଅନ୍‌ଙ୍କର ଲସ୍‌ ଏଞ୍ଜେଲସରେ ୧୦୧ ବର୍ଷ ବୟସରେ ପରଲୋକ ହୋଇଛି। ମାର୍ଜ ୱାଲ୍ଟ ଡିଜ୍‌ନି ପ୍ରସିଦ୍ଧ ସ୍ନୋ ହ୍ୱାଇଟ୍‌ ଏବଂ ସେଭେନ୍ ଡ୍ବାର୍ଫସ୍‌ରେ ଜଣେ ମଡେଲ୍ ଥିଲେ। ମାର୍ଜ ଏବଂ ଆମେରିକାନ୍‌ ଆକ୍ଟର ଗୋଭର୍‌ଙ୍କ…

ଗ୍ରୀନ କରିଡରରେ ରାଜଧାନୀ; ୮ ମିନିଟରେ ଏୟାରପୋର୍ଟ ପହଞ୍ଚିଲେ ଗୁରୁତର ରୋଗୀ

ଭୁବନେଶ୍ୱର: ଜଣେ ଗୁରୁତର ରୋଗୀଙ୍କ ପାଇଁ ଭୁବନେଶ୍ୱରର ନୟାପଲ୍ଲୀରୁ ଏୟାରପୋର୍ଟ ଯାଏଁ କରାଯାଇଥିଲା ଗ୍ରୀନ କରିଡର। ଯାହା ଫଳରେ କେବଳ ମାତ୍ର ୮ ମି.ରେ ଏୟାରପୋର୍ଟରେ ପହଞ୍ଚିଥିଲା ଆମ୍ବୁଲାନ୍ସ । ସୂଚନାନୁସାରେ ସମ୍ପୃକ୍ତ ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦ ନିଆଯିବା ନେଇ…

ନୁଡୁଲ୍‌ସ ଖାଇ ଗୋଟିଏ ପରିବାରର ୯ ମୃତ

ନୂଆଦିଲ୍ଲୀ: ଚୀନ୍‌ରେ ବିଷାକ୍ତ ନୁଡୁଲ୍‌ସ ଖାଇ ଗୋଟିଏ ପରିବାରର ୯ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ପ୍ରାୟ ଏକ ବର୍ଷ ଧରି ଫ୍ରିଜ୍‌ରେ ରଖାଯାଇଥିଲା ନୁଡୁଲ୍‌ସ ଖାଇବା ପରେ ପରିବାରର ୯ଜଣ ସଦସ୍ୟ ଅସୁସ୍ଥ ହୋଇପଡିଥିଲେ। ଦୀର୍ଘ ଦିନ ଧରି ଫ୍ରିଜରେ ରଖାଯାଇଥିବା ନୁଡୁଲ୍‌ସରୁ ପରିବାର…

ଗୋ-ଏୟାର ପକ୍ଷରୁ ଭୁବନେଶ୍ୱର-ଚେନ୍ନାଇ ସିଧାସଳଖ ବିମାନ ଉଡାଣ

ଭୁବନେଶ୍ୱର: ଭୁବନେଶ୍ୱରରୁ ଚେନ୍ନାଇକୁ ନଭେମ୍ବର ୧୭ତାରିଖରୁ ସିଧାସଳଖ ବିମାନ ଉଡାଣ ସେବା ଆରମ୍ଭ ନେଇ ଗୋ-ଏୟାର ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ବିମାନ ଚେନ୍ନାଇ ବିମାନ ବନ୍ଦରରୁ ଦିନ ୧୧ଟା ୦୫ମି.ରୁ ବାହାରି ୧୨ଟା ୫୦ମି. ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ । ଏଥିସହିତ…

ଫିଲ୍ମ ଆଦିପୁରୁଷ, ବନ୍ଧୁତାରେ ତିକ୍ତତା ନା ରାବଣ ଚରିତ୍ରକୁ ନାପସନ୍ଦ ?

ମୁମ୍ବାଇ: ଚଳିତବର୍ଷ ଏକମାତ୍ର ଫିଲ୍ମ ତାନାଜୀ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ବନ୍ଧୁ ତଥା ନିର୍ଦ୍ଦେଶ ଓମ୍ ରାଉତଙ୍କ ଫିଲ୍ମରେ ତାନାଜୀ ଭାବେ ନଜର ଆସିଥିଲେ ଅଜୟ ଦେବଗନ୍ । ହେଲେ ଓମ୍‌ଙ୍କ ନିର୍ଦ୍ଦେଶନାରେ ଦ୍ୱିତୀୟ ଫିଲ୍ମ ଆଦିପୁରୁଷରେ ଅଭିନୟ ପାଇଁ କିନ୍ତୁ ଅଜୟ ମନା କରିଥିଲେ । ତେବେ ଏହା…

ବିହାରରେ ମୋଦିଙ୍କ ୪୧ ମିନିଟ ଭାଷଣ: ଲାଲୁ ଓ କଂଗ୍ରେସ ଉପରେ ବର୍ଷିଲେ, ଏଲଜେପି ନେଇ ମୌନ

ପାଟନା: ବିହାରରେ ଏନଡିଏ ମେଣ୍ଟ ପାଇଁ ଭୋଟ ମାଗିଛନ୍ତି ବିଜେପିର ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଚାର ମୈଦାନରୁ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ନିଜ ଅଭିଭାଷଣରେ ଲାଲୁ ପ୍ରସାଦ ଯାଦବ ଓ କଂଗ୍ରେସକୁ ଟାର୍ଗେଟ କରିଥିଲେ ମୋଦି । ଏହାସହ ବିହାରର ବିକାଶ ପାଇଁ ଏନଡିଏ…

ସଫଳ ହେବ କି ଶାହରୁଖ‌ଙ୍କ ୨୦୨୧ ଫର୍ମୁଲା ?

ମୁମ୍ବାଇ: ଦୁଇବର୍ଷର ବ୍ୟବଧାନ ପରେ ବଡ ପରଦାକୁ ଫେରିବା ଲାଗି ସଜବାଜ ହେଉଛନ୍ତି କିଙ୍ଗଖାନ୍ । ହାତରେ ରହିଛି ଦୁଇଦୁଇଟି ପ୍ରୋଜେକ୍ଟ । ଗୋଟିଏ ବଲିଉଡ ତ ଆଉ ଗୋଟିଏ ସାଉଥ୍ ଫିଲ୍ମ । ବେଶ ଭାବିଚିନ୍ତି ସାଇନ୍ କରିଛନ୍ତି ବଲିଉଡର ବାଦଶାହ । ଦୀପିକା ଓ ଜନ୍ ଆବ୍ରାହାମ୍ ଷ୍ଟାରର ଫିଲ୍ମ ପଠାନରେ…

ଜଳବାୟୁ ପରିବର୍ତ୍ତନ ପ୍ରୟାସରେ ଭାରତର ରେକର୍ଡ ଖରାପ; ଟ୍ରମ୍ପ

ନୂଆଦିଲ୍ଲୀ: ଆଜି ଅନ୍ତିମ ରାଷ୍ଟ୍ରପତି ବିତର୍କ ସମୟରେ ଜଳବାୟୁ ପରିବର୍ତ୍ତନ ବିରୋଧ ଲଢେଇରେ ଭାରତର ପ୍ରୟାସକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ପ୍ରଶ୍ନ ଉଠାଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ବିରୋଧ ଲଢେଇରେ ଭାରତ, ଚୀନ୍ ଏବଂ  ରୁଷିଆର ଖରାପ…