Latest Odisha News

BREAKING NEWS

Yearly Archives

2020

ଉପଶମ ବିହୀନ ରୋଗରେ ପୀଡିତ ଶିଶୁଙ୍କୁ ଦିଆଯିବ ମୃତ୍ୟୁ!

ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ରୋଗ ଅଛି କିଛି ରୋଗ ଅଛି ଯାହାର ଏପର୍ଯ୍ୟନ୍ତ କୌଣସି ଉପଶମ ମିଳିପାରି ନାହିଁ। କେତେକ ରୋଗର ଉପଶମ ଥିଲେ ମଧ୍ୟ ଏହା ଏତେ ମହଙ୍ଗା ଯେ ଏହାର ମୂଲ୍ୟ ବହନ କରିବା ସମ୍ଭବ ନୁହେଁ। ସେଥିପାଇଁ ନେଦରଲାଣ୍ଡ୍‌ର ‌ଡଚ୍‌ ସରକାର ୧୨ ବସରୁ କମ୍‌ ବୟସର…

ରାଜ୍ୟବାସୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ; କହିଲେ କରୋନା ସଂକ୍ରମଣକୁ ରୋକିବାରେ ଓଡିଶା ସଫଳ

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପୂଜା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଗତ ସାତ ମାସ ହେଲା ଓଡିଶା କରୋନା ବିରୋଧରେ ଲଢେଇ ଜାରି ରଖିଛି ।…

ଉପ ନିର୍ବାଚନରେ ବିଜେପି ଲାଗି ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ବର ସଦର ଏବଂ ତିର୍ତୋଲ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ ମଙ୍ଗଳବାର ଦିନ ଗଣମାଧ୍ୟମକୁ…

ଆତଙ୍କବାଦୀ ସାଥୀଙ୍କ ସହ ମିଶି ଭାରତ ବିରୋଧରେ ବଡ ଷଡଯନ୍ତ୍ର ରଚୁଛି ପାକିସ୍ତାନ

କରାଚୀ: ଆତଙ୍କବାଦୀ ସାଥୀଙ୍କ ସହ ମିଶି ପାକିସ୍ତାନ ଭାରତ ବିରୋଧରେ ବଡ ଧରଣର ଷଡଯନ୍ତ୍ର ରଚୁଛି । ରିପୋର୍ଟ ମୁତାବକ ପାକିସ୍ତାନୀ ସେନା ବାହିନୀ ମୁଖ୍ୟ କ୍ୱାମର ଜାଭେଦ ବାଜୱା ଆତଙ୍କବାସୀ ସଂଗଠନ ଲଶ୍କର-ଇ-ତୋଇବା ମୁଖ୍ୟ ହାଫିଜ ସଇଦ, ହିଜଜିବୁଲ ମଜାହିଦ୍ଦିନ ପ୍ରମୁଖ ସଲ୍ଲାଉଦ୍ଦିନଙ୍କୁ ଭାରତରେ…

ଉତ୍କଳ ସମ୍ମିଳନୀ ଓ ଭାରତୀୟ ଜାତୀୟତାର ପ୍ରଶ୍ନ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ୩୦ ଡିସେମ୍ବର ୧୯୦୩, ସମୟ ଦିନ ୧୧ ଘଣ୍ଟା, ସ୍ଥାନ - କଟକ ସହରର ଇଦଗା ପଡିଆ । ସମବେତ ଉତ୍କଳର ପ୍ରାୟ ପାଂଚ ଶହ ବିଶିଷ୍ଟ ନାଗରିକଂକ ଆଗରେ ସେଦିନ ଚାରୋଟି ସଂଗୀତ ଗାନ କରାଯାଇଥିଲା। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଆହୂତ ଏହି ପ୍ରଥମ…

ନିଜ ୨୦୦ତମ ଆଇପିଏଲ୍ ମ୍ୟାଚ୍ ଜର୍ସିକୁ ଉପହାରରେ ଦେଲେ କ୍ୟାପଟେନ କୁଲ

ୟୁଏଇ: ଚାଲିଛି ଇଣ୍ଡିଆନ ପ୍ରିମିୟର ଲିଗ । ଗତକାଲିର ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚ ସରିବା ପରେ ଗୋଟିଏ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ତଥା କ୍ୟାପଟେନ କୁଲ ଏମଏସ ଧୋନି ନିଜ ୨୦୦ତମ ଆଇପିଏଲ୍ ମ୍ୟାଚ୍ ଜର୍ସିକୁ…

କପିଲଙ୍କ ସୋ’କୁ କାହିଁକି ଆସିନଥିଲେ ଅମୀର ଖାନ ଓ ଧୋନୀ ?

ମୁମ୍ବାଇ: ଅଭିନେତା ତଥା ହାସ୍ୟ କଳାକାର କପିଲ ଶର୍ମା । ଦ କପିଲ ଶର୍ମା ସୋ'ର ମୁଖ୍ୟ ଚରିତ୍ର । ପ୍ରମୋଶନ କି ଟିଆରପି କେଳେଙ୍କାରୀ ନୁହେଁ । ଖୋଦ କପିଲଙ୍କ ପ୍ରତିଭା ହିଁ ଏହି ସୋ'କୁ ଟିଭି ଜଗତରେ ଆଣିଦେଇଛି ଶୀର୍ଷ ସ୍ଥାନ । କରୋନା ମହାମାରୀରେ ବି ସେ ଦର୍ଶକଙ୍କୁ ହସାଇବାକୁ ଭୁଲିନାହାନ୍ତି ।…

ଭିଡିଓ ଭାଇରାଲ୍‌ ପରେ ବି ବଢୁନି ଗ୍ରାହକଙ୍କ ସଂଖ୍ୟା

ନୂଆଦିଲ୍ଲୀ: କିଛିଦିନ ତଳେ ଆଗ୍ରାର 'ରୋଟି ୱାଲି ଅମ୍ମା'ଙ୍କ ଭିଡିଓ ବେଶ୍‌ ଭାଇରାଲ୍‌ ହୋଇଥିଲା। ହେଲେ ତାଙ୍କ ପେସା ଉପରେ ଏହାର ସେତେଟା ପ୍ରଭାବ ପଡ଼ି ନଥିବାରୁ ଏହାକୁ ନେଇ ସେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି। ରିପୋର୍ଟ ଅନୁଯାୟୀ, 'ରୋଟି ୱାଲି ଅମ୍ମା' ତଥା ଭଗବାନ ଦେବୀ…

ମୁକେଶ ଖାନ୍ନାଙ୍କୁ ଏମିତି ଜବାବ ଦେଲେ କପିଲ ଶର୍ମା

ମୁମ୍ବାଇ: ମୁକେଶ ଖାନ୍ନାଙ୍କ ଦ କପିଲ ଶର୍ମା ସୋ’କୁ ନେଇ ଦେଇଥିବା ମନ୍ତବ୍ୟ କାହାକୁ ଅବା ଅଜଣା । ଏହି ମନ୍ତବ୍ୟର ଉତ୍ତର ରଖିଛନ୍ତି ଖୋଦ କପିଲ ଶର୍ମା । ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କପିଲ ଶର୍ମା କହିଛନ୍ତି ଯେ ବିଶେଷ କରି ଏହି ମହାମାରୀ ସମୟରେ ସେ ଏବଂ ତାଙ୍କ…

୧୦ ଟଙ୍କାରେ ବିରିୟାନୀ ବିକି ହୋଟେଲ ମାଲିକ ଗିରଫ !

ତାମିଲନାଡୁ: ମହଙ୍ଗା ପଡିଛି ଶସ୍ତାରେ ବିରିଆନୀ ବିକ୍ରୟ । ସାରା ଦେଶରେ ବିରିଆନୀର ଏକ ଭିନ୍ନ ଚାହିଦା ଥିବାବେଳେ ଖାସ କରି ତାମିଲନାଡୁର ଲୋକେ ଏହି ବ୍ୟଂଜନ ପାଇଁ ପାଗଳ ପ୍ରାୟ । ଲୋକଙ୍କୁ ଆକୃଷ୍ଟ କରିବାକୁ ଯାଇ ଜଣେ ହୋଟେଲ ମାଲିକ ମାତ୍ର ୧୦ ଟଙ୍କାରେ ପ୍ଲେଟ୍ ପିଛା ବିରିଆନୀ ବିକି ପୋଲିସ…