Latest Odisha News

BREAKING NEWS

Yearly Archives

2020

ଟ୍ଵିନ ସିଟି ସମେତ ଏହିସବୁ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୫ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଭୁବନେଶ୍ୱର, ଯାଜପୁର କଟକ, ଖୋର୍ଦ୍ଧା,…

କର୍ତ୍ତବ୍ୟନିଷ୍ଠତା ପାଇଁ ପ୍ରଶଂସିତ ହେଲେ ହାବିଲଦାର

କଟକ: କଟକର ଟାଉନ୍ ଟ୍ରାଫିକ୍ ଆରକ୍ଷୀ ଥାନାର ହାବିଲଦାର ଲଳିତ୍ ମୋହନ ରାଉତଙ୍କୁ ପ୍ରଶଂସା କରିଛନ୍ତି ପୋଲିସ କମିଶନର। ସୂଚନା ଅନୁଯାୟୀ, ଗତ ୧୭ ତାରିଖ ଦିନ ଶିଖରପୁର ଟ୍ରାଫିକ୍ ଛକରେ କାର୍ଯ୍ୟରତ ଥିବା ସମ୍ପୃକ୍ତ ଅଧିକାରୀ ଜଣକ ରାସ୍ତା ଉପରେ ବଜୁରୀ ଓ ଚିପ୍ସ ଖେଳାଇ ହୋଇଯାଇଥିବା…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଶୁ ଚିକିତ୍ସକ

ଭୁବନେଶ୍ୱର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ସୁବଳୟାର ଭେଟେରିନାରୀ ସର୍ଜନ ପ୍ରିୟବ୍ରତ ବେହେରା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ସୁବଳୟା ଥାନା ଅନ୍ତର୍ଗତ ବଡଖମାର ଗ୍ରାମର ଲକ୍ଷ୍ମଣ ମୋହନକୁଡାଙ୍କ ଅଭିଯୋଗ ପରେ…

କର୍କଟ ମୁକ୍ତ ହେଲେ ସଞ୍ଜୟ ଦତ୍ତ !

ମୁମ୍ବାଇ: ଚଳିତ ବର୍ଷ ଅଗଷ୍ଟ ମାସରେ ସଞ୍ଜୟ ଦତ୍ତ ଫୁସ୍‌ଫୁସ୍‌ କର୍କଟର ଶିକାର ହୋଇଥିବା ଖବର ସାମ୍‌ନାକୁ ଆସିଥିଲା। ଏହା ପରେ ସଞ୍ଜୟ ଦତ୍ତଙ୍କୁ ମୁମ୍ବାଇ ସ୍ଥିତ ଲୀଲାଭତୀ ଏବଂ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅନେକ ଥର ଚିକିତ୍ସା ପାଇଁ ଯାଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ…

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ୩ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ମହାମାରୀର ପ୍ରକୋପ ଥମିବାର ନାଁ ନେଉନାହିଁ। ଏବେ ସ୍ପେନ୍‌ ପରେ ଆର୍ଜେଣ୍ଟିନାରେ ମୋଟ କରୋନା ମାମଲା ୧୦ ଲକ୍ଷ ଅତିକ୍ରମ କରିଛି। ଭାରତ ପରେ କରୋନା ଜନିତ ସର୍ବାଧିକ ମୃତ୍ୟୁ ମାମଲା ଆର୍ଜେଣ୍ଟିନାରେ ଦେଖିବାକୁ ମିଳିଛି। ଏଥି ସହିତ ସମଗ୍ର ବିଶ୍ୱରେ…

ଦେଶବାସୀଙ୍କୁ ଆଜି ସନ୍ଧ୍ୟା ୬ଟାରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ମଙ୍ଗଳବାର ଦିନ ଦେଶବାସୀଙ୍କୁ ସମ୍ବୋଧନ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏନେଇ ସେ ଟ୍ୱିଟ କରି ଜଣାଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଆଜି ସନ୍ଧ୍ୟା ୬ଟାରେ…

ଘରେ ଲାଗିଲା ନିଆଁ, ଦୁଇ ମହିଳା ଗୁରୁତର

ଝାରସୁଗୁଡ଼ା: ବ୍ରଜରାଜଗନରରେ ସକାଳୁ ସକାଳୁ ଅଗ୍ନିକାଣ୍ଡ । ଗୋଟିଏ ଘରେ ନିଆଁ ଲାଗିବାରୁ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି ଦୁଇ ଜଣ ମହିଳା । ସେମାନଙ୍କୁ ଚିକିତ୍ସା ପାଇଁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି । ବ୍ରଜରାଜନଗର ଷ୍ଟେସନପଡ଼ାରେ ଥଏହି ଅଘଟଣ ଘଟିଛି । ଆହତ ଦୁଇ ମହିଳା…

ଉପ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ନାଁକୁ ପରିହାସ କଲେ ଡେଭିଡ୍‌

ଆମେରିକା: ରିପବ୍ଲିକାନ୍ ପାର୍ଟିର ସିନେଟର ଡେଭିଡ ପର୍‌ଡ୍ୟୁ ଜାଣିଶୁଣି ଡେମୋକ୍ରାଟିକ୍ ପାର୍ଟିର ଉପ-ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ନାମକୁ ପରିହାସ କରିଥିବା ସୂଚନା ମିଳିଛି। ଏହା ପରେ ହାରିସ୍‌ଙ୍କ ସମର୍ଥକମାନେ କ୍ରୋଧିତ ହୋଇ ଟ୍ୱିଟର୍‌ରେ 'ମାଏ ନେମ୍‌ ଇଜ୍‌' ଏବଂ 'ଆଇ…

ସ୍ୱାମୀଙ୍କ ଦୋକାନ ଆଗରେ ସ୍ତ୍ରୀ ଓ ପୁଅ ଉପରେ ଚଢ଼ିଗଲା ଟ୍ରକ୍

ସମ୍ୱଲପୁର: ଅଭାବନୀୟ ଓ ଦୁଃଖଦ ଘଟଣା । ମୃତ୍ୟୁର ବାହକ ସାଜିଲା ଟ୍ରକ । ମାଆ ଓ ପୁଅ ଉପରେ ମାଡ଼ିଗଲା । ଘଟଣାସ୍ଥଳରେ ଦୁଇ ଜଣଙ୍କର ପ୍ରାଣ ବାୟୁ ଉଡ଼ିଯାଇଛି । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସମ୍ୱଲପୁର ଜିଲ୍ଲା ପଡ଼ିଆବାହଳରେ । ମୃତକମାନେ ହେଲେ ଆଲ୍ଲାଦିନ ମେହେର ଓ ତାଙ୍କର…

ଯାଜପୁର ପୋଲିସ କବ୍ଜାରେ ଡକାୟତି ଗ୍ୟାଙ୍ଗ 

ଯାଜପୁର: ପୋଲିସ କବ୍ଜାରେ ଡକାୟତି ଗ୍ୟାଙ୍ଗ। ଯାଜପୁର ଜିଲ୍ଲା କୋରାଇ ଥାନା ରଗଡି ଲକ୍ଷ୍ମୀନଗର ଅଞ୍ଚଳରେ ହୋଇଥିବା ଡକାୟତି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ ୫ ହଜାର ଟଙ୍କା ଓ ୫ ଟି ମୋବାଇଲ ଫୋନ ଜବତ…