Latest Odisha News

BREAKING NEWS

Yearly Archives

2020

ଦଶହରା ପାଇଁ କଟକରେ ମୁତୟନ ରହିବେ ୩୦ ପ୍ଲାଟୁନ୍ ଫୋର୍ସ

କଟକ: ଏବର୍ଷ କରୋନା କଟକଣା ଭିତରେ ଦଶହରା ଅନୁଷ୍ଠିତ ହେଉଛି । କଟକ ସହରରେ ଦଶହରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ମୁତୟନ ରହିବେ ୩୦ ପ୍ଲାଟୁନ୍ ଫୋର୍ସ । ଶହେ ଜଣ ପୋଲିସ ଅଫସର ନିୟୋଜିତ ରହିବେ । ଏହି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ଦଶହରା ପାଇଁ ସୁରକ୍ଷା…

ଯାଜପୁରରେ ଦୁଇ ବାଇକ ମୁଁହାମୁହିଁ ଧକ୍କା: ଜଣେ ମୃତ

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା କନ୍ତିରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ସୁକିନ୍ଦା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା…

ଭୁବନେଶ୍ୱରରେ ବୃଦ୍ଧାଙ୍କ ଠାରୁ ଲୁଟ୍ କଲେ ଦୁବୃର୍ତ୍ତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଶୈଳଶ୍ରୀ ବିହାର ନିକଟ ଅଞ୍ଚଳରୁ ମଙ୍ଗଳବାର ଦିନ କେହି ଦୁବୃର୍ତ୍ତ ଜଣେ ବୟସ୍କା ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟ୍ କରିଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ମହିଳାଙ୍କ ନାମ ଶାନ୍ତିଲତା ବେହେରା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଉକ୍ତ ମହିଳା ଜଣକ…

ପରଲୋକରେ ପୂର୍ବତନ ବିଧାୟକ ଗୁରୁପଦ ନନ୍ଦ

ଭୁବନେଶ୍ୱର: ପରପାରିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଗୁରୁପଦ ନନ୍ଦ । କଟକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଗୁରୁପଦ ନନ୍ଦଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଶୋକର ଛାୟା…

‘ଡିଡିଏଲ୍‌ଜେ’ କୁ ୨୫ ବର୍ଷ ପୂର୍ତ୍ତି ଅବସରରେ ନିଜ ଟ୍ୱିଟର୍‌ ନାମ ବଦଳାଇଲେ ଶାହାରୁଖ୍‌ ଓ କାଜୋଲ୍‌

ନୂଆଦିଲ୍ଲୀ: ଭାରତୀୟ ସିନେମା ଇତିହାସରେ ଏମିତି କିଛି ଚଳଚ୍ଚିତ୍ର ଅଛି ଯାହା ବର୍ଷ ବର୍ଷ ଧରି ପ୍ରଶଂସକଙ୍କ ହୃଦୟରେ ସ୍ଥାନ ପାଇପାରିଛି। ସେମିତି ଏକ ଚଳଚ୍ଚିତ୍ର ହେଉଛି 'ଦିଲ୍‌ୱାଲେ ଦୁଲ୍‌ହନିଆ ଲେ ଜାୟେଙ୍ଗେ'। ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନ୍‌ ଏବଂ କାଜୋଲଙ୍କ କେମିଷ୍ଟ୍ରି ଦର୍ଶକଙ୍କ ହୃଦୟ…

କୁମାର ବିଶ୍ୱାସଙ୍କ ଚୋରି କାର ମିଳିଲା

ନୂଆଦିଲ୍ଲୀ: ଜଣାଶୁଣା କବି ତଥା ପୂର୍ବତନ ଆପ୍ ନେତା କୁମାର ବିଶ୍ୱାସଙ୍କ ଚୋରି କାର ଶେଷରେ ମିଳିଲା । ୮ ମାସ ତଳେ ଗାଜିଆବାଦ ଘରୁ ବିଶ୍ୱାସଙ୍କ ଫର୍ଚୁନର କାର ଚୋରି ହୋଇ ଯାଇଥିଲା । ଉତରପ୍ରଦେଶ ପୋଲିସ ଏକ ଗାଡି ଚୋର ଗ୍ୟାଙ୍ଗକୁ ଧରିବା ପରେ ବିଶ୍ୱାସ କାର ମିଳିଥିଲା । ଏଥିନେଇ ସେ ପୋଲିସକୁ…

ଶବ ସତ୍କାର ଅନୁମତି ପରେ ସ୍ୱର୍ଗଦ୍ୱାରକୁ କରାଗଲା ସାନିଟାଇଜ୍

ପୁରୀ: ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କ ଶବଦା ସତ୍କାର ଉପରୁ କଟକଣା ହଟିଛି । ଏହାପରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇଛି । ସ୍ୱର୍ଗଦ୍ୱାର ପରିସର, ଚାରିପାଖ ଓ ଅଫିସକୁ ବିଶୋଧନୀକରଣ କରାଯାଇଛି । ଗତକାଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର…

୬୭ ବର୍ଷ ପରେ ମହିଳାଙ୍କୁ ମିଳିଲା ମୃତ୍ୟୁ ଦଣ୍ଡ; ଆମେରିକା

ନୂଆଦିଲ୍ଲୀ: ଆମେରିକାରେ ୬୭ ବର୍ଷ ପରେ ଜଣେ ମହିଳାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ସୂଚନା ମୁତାବକ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ମହିଳା ଜଣେ ଗର୍ଭବତୀଙ୍କୁ ହତ୍ୟା କରିବା ଏବଂ ପେଟକୁ କାଟି ଶିଶୁକୁ ଅପହରଣ କରିବା ଆରୋପରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆସନ୍ତା ଡିସେମ୍ବର ୮ରେ, ଆମେରିକା…

ମଇଁଷି ପିଠିରେ ବସି ନାମାଙ୍କନ ଭରିବାକୁ ଆସିଲେ ପ୍ରାର୍ଥୀ

ପାଟନା: ପାଖରେ ଚାରି ଚକିଆ ଗାଡ଼ି ନାହିଁ । ମଇଁଷି ଉପରେ ବସି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାକୁ ଆସିଲେ ପ୍ରାର୍ଥୀ । ବିହାରରୁ ଏମିତି ଘଟଣା ସାମନାକୁ ଆସିଛି । ବାହାଦୂରପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ନଚାରୀ ମଣ୍ଡଳ ସମର୍ଥକଙ୍କ ଗହଣରେ ମଇଁଷି ଉପରେ ବସି ପ୍ରାର୍ଥିପତ୍ର…

ଫେବୃଆରୀ ସୁଦ୍ଧା ଅଧା ଭାରତୀୟଙ୍କୁ ହେବ କରୋନା!

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ସୁଦ୍ଧା ୫୦ ପ୍ରତିଶତ ଭାରତୀୟ କରୋନାରେ ଆକ୍ରାନ୍ତ ହେବେ ବୋଲି ଆକଳନ କରାଯାଇଛି । କରୋନା ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟିର ଜଣେ ସଦସ୍ୟ ଏହି ମନ୍ତବ୍ୟ ଦେଇଛନ୍ତି । ଅର୍ଥାତ ଫେବୃଆରୀ ବେଳକୁ ଦେଶର ୫୦% ଲୋକ କରୋନାରେ ଆକ୍ରାନ୍ତ ହୋଇ…