ଭଦ୍ରକରେ ନକଲି ତମାଖୁ ମାନୁଫାକଚରିଂ ୟୁନିଟ୍ ଠାବ
ଭଦ୍ରକ: ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ବଡ ଶଙ୍କରପୁର ନିକଟ ଏକ ଘରୁ ଗୁରୁବାର ଦିନ ପୋଲିସ ପକ୍ଷରୁ ଏକ ନକଲି ତମାଖୁ ମାନୁଫାକଚରିଂ ୟୁନିଟ୍ ଠାବ କରାଯାଇଛି।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପୁରୁଣା ବଜାର ପୋଲିସ ଆଜି ସକାଳେ ଉକ୍ତ ଘରେ ଚଢାଉ କରିବା ପରେ ସେଠାରୁ…