Latest Odisha News

BREAKING NEWS

Yearly Archives

2020

ଯବାନ ପୁଅର ଭୁଜାଲି ଚୋଟରେ ବାପା ମୃତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଚାଂଚଲ୍ୟ । ଯବାନ ପୁଅର ଭୁଜାଲି ଚୋଟରେ ବାପା ମୃତ ।  ଆନନ୍ଦପୁର ଉପଖଣ୍ଡ ମଦନପୁର ଗାଁରେ ଜଣେ ଆଇଟିବିପି ଯବାନ ପୁଅର ଆକ୍ରମଣରେ ବାପାର ମୃତ୍ୟୁ ହୋଇଛି। ଅଭିଯୁକ୍ତ ଯବାନ ହେଉଛନ୍ତି ଆଇଟିବିପିରେ ଚାକିରି କରିଥିବା ରଞ୍ଜନ ଓଝା। ସେ ଅରୁଣାଚଳ…

ହାଇକୋର୍ଟରେ ହାଥରସ ମାମଲା ଶୁଣାଣି, ଲକ୍ଷ୍ନୌ ଯାଉଛନ୍ତି ପୀଡ଼ିତାଙ୍କ ପରିବାର

ଲକ୍ଷ୍ନୌ: ଆଜି ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚରେ ହେବ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାର ଶୁଣାଣି । ଜଷ୍ଟିସ ପଙ୍କଜ ମିତ୍ତଲ ଓ ଜଷ୍ଟିସ ରାଜନ ରାୟଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଆଜିର ଶୁଣାଣି ବେଳେ କୋର୍ଟରେ ହାଜର ହେବ ପୀଡ଼ିତାଙ୍କ ପରିବାର ଲୋକ । ସେମାନଙ୍କୁ…

ପୁଣି ଚର୍ଚ୍ଚାରେ ଅପସରା, ଭିଡିଓ ଭାଇରାଲ

ମୁମ୍ବାଇ: ପୁଣି ଥରେ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ତଥା ଓଡ଼ିଆ ଝିଅ ଅପସରା ରାଣୀ । ଏଥର କିନ୍ତୁ କୌଣସି ଫିଲ୍ମକୁ ନେଇ ନୁହେଁ ତାଙ୍କ ଡ୍ୟାନ୍ସକୁ ନେଇ ସେ ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ଅପସରାଙ୍କ ଏକ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ…

ଜୋକୋଭିଚଙ୍କୁ ହରାଇ ଫ୍ରେଞ୍ଚ ଓପନ୍ ଜିତିଲେ ନାଡାଲ୍

ଫ୍ରେଞ୍ଚ ଓଫନ୍ ଜିତିଲେ ସ୍ପେନ୍ ଟେନିସ୍ ତାରକା ରାଫେଲ୍ ନାଡାଲ । ୨୦ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାତେଇଛନ୍ତି । ରବିବାର ରୋଲାଣ୍ଡ ଗାରୋସରେ ଖେଳା ଯାଇଥିବା ଫ୍ରେଞ୍ଚ ଓପନ ପୁରୁଷ ବିଭାଗ ଫାଇନାଲରେ ସର୍ବିଆର ନୋଭାକ୍‌ ଜୋକୋଭିଚଙ୍କୁ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି । ଏକତରଫା ମୁକାବିଲାରେ…

ମିଠା ଦୋକାନୀଙ୍କୁ ହତ୍ୟା ଘଟଣା, ଆଉ ୨ ଗିରଫ

ଭୁବନେଶ୍ୱର: ସାମନ୍ତରାପୁରରେ ମିଠା ଦୋକାନୀ ଜମ୍ବୁ ସାହୁଙ୍କ ହତ୍ୟା ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଶ୍ରୀତିକ ବିଶ୍ୱାଳ ଓ ଆଶୁତୋଷ ମହାନ୍ତି । ଏମାନେ ବ୍ୟବହାର କରିଥିବା ବାଇକ ଓ ଖଣ୍ଡାକୁ ମଧ୍ୟ ଜବତ କରିଛି କମିଶନରେଟ ପୋଲିସ । ଏହି…

ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ଏକକ ପ୍ରବେଶିକା

ଭୁବନେଶ୍ୱର: ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ଏକକ ପ୍ରବେଶିକା ପରୀକ୍ଷା । ପ୍ରଥମ ଥର ପାଇଁ ଏଭଳି ପ୍ରବେଶିକା କରାଯାଉଛି । ସକାଳ ୧୦ଟାରୁ ୩ଟି ସିଫ୍ଟରେ ପରୀକ୍ଷା ହେବ । ଏଥିପାଇଁ ରାଜ୍ୟରେ ୨୬ଟି ସେଣ୍ଟର କରାଯାଛି । ଆସନ୍ତା ୨୧ ତାରିଖ…

ଆଜିଠୁ OJEE, ୩ଟି ସିଟିଂରେ ହେବ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) । ଏହା ସୋମବାରଠାରୁ ଆରମ୍ଭ ହୋଇ ଅକ୍ଟୋବର ୧୯ ଯାଏଁ ଚାଲିବ ।  ରାଜ୍ୟର ୨୧ଟି ସହରରେ ୫୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ସେହିପରି ରାଜ୍ୟ ବାହାରେ କୋଲକାତା, ରାଂଚି ଓ ପାଟଣା ସହରରେ ୫ଟି…

ଅବପାତର ରୂପ ନେଲା ଲଘୁଚାପ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଅବପାତର ରୂପ ନେଲା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ । ଏହାପରେ ଏହାର ଗତି ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ରହିବ । ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଓ ବିଶାଖାପାଟଣା ଦେଇ ଅବପାତ…

ନବରାତ୍ରୀରେ ମା’ଙ୍କ ନଅ ରୂପ, ଜାଣନ୍ତୁ କେଉଁ ଦିନ ରହିଛି କେଉଁ ବେଶ

ଭୁୁବନେଶ୍ୱର: ଆସନ୍ତା ୨୫ ତାରିଖରେ ଜଗତ ଜନନୀଙ୍କ ବିଜୟା ଦଶମୀ । ପୂଜା ପେଣ୍ଡାଲ ଓ ଦେବୀ ପୀଠରେ ପୂଜା ପାଇବେ ମା ଦୁର୍ଗା । ଏହା ପୂର୍ବରୁ ୧୭ ତାରିଖରୁ ଆରମ୍ଭ ହେଉଛି ମା’ଙ୍କ ନବଦିନାତ୍ମକ ପୂଜା । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଏହି ନବରାତ୍ରୀ ପୂଜାର ମହାତ୍ମ୍ୟ ଅଧିକ ରହିଛି । ବିଶେଷ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୧୨-୧୦-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା୧୨ ରିଖ ସୋମବାର କନ୍ୟା ୨୭ ଦିନ ଆଶ୍ବିନ ମଳ ମାସ କୃଷ୍ଣ ପକ୍ଷ ଦଶମୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର    ଘାତ ବାର-: ମିଥୁନ ରାଶିର        ଆଜି: କଳମ୍ବୀ ଶାଗ ଖାଇବା ନିଷେଧ…