Latest Odisha News

BREAKING NEWS

Yearly Archives

2020

ବିଜୟାରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୨ ରେ ଆୟୋଜିତ ଏକ ଭର୍ଚୁଆଲ ସମାରୋହରେ ଶ୍ରୀମତୀ ବିଜୟାରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ । ବିଜୟାରାଜେ ସିନ୍ଧିଆ ଗ୍ୱାଲିଅର ରାଜମାତା ଭାବରେ ଜଣାଶୁଣା ।ବିଜୟାରାଜ ସିନ୍ଧିଆଙ୍କ ଜନ୍ମ…

ସମ କୋଭିଡ ହସ୍ପିଟାଲ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ସମ କୋଭିଡ ହସ୍ପିଟାଲ ର ଚିକିତ୍ସା ତଥା ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଏହି ହସ୍ପିଟାଲର ଦାୟିତ୍ବରେ ଥିବା ଡାକ୍ତରମାନେ ଯେଉଁଭଳି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ସଂପାଦନ କରୁଛନ୍ତି ଏଥିରେ ସେ…

ଦଶହରାରେ କାହିଁକି କରାଯାଏ କୁମାରୀ ପୂଜା ? ଜାଣନ୍ତୁ ବିଶେଷତ୍ୱ

ଆସନ୍ତା ୧୭ ତାରିଖରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରୀ । ୨୫ ତାରିଖ ଯାଏ ଚାଲିବ । ନବରାତ୍ରୀର ଅଷ୍ଟମୀ ଓ ନବମୀ ତିଥିରେ ଘରେ ଓ ମନ୍ଦିରରେ କୁମାରୀ ପୂଜା କରାଯାଏ । କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସିଛି । ନବରାତ୍ରୀର ଅଷ୍ଟମୀ ଓ ନବମୀ ତିଥିରେ ମାଆ ମହାଗୋରୀ ଓ ସିଦ୍ଧିଦାତ୍ରୀଙ୍କ…

ପୂର୍ବରୁ ୧୫ ଟି ପିଲା ଜନ୍ମ କରିଥିଲେ ମହିଳା, ୧୬ ତମ ଶିଶୁ ଜନ୍ମ କରିବାକୁ ଯାଇ କଣ ହେଲା ଜାଣନ୍ତୁ

ଭୋପାଳ: ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଜଣେ ମହିଳା ନିଜର ୧୬ ତମ ସନ୍ତାନକୁ ଜନ୍ମ ଦେଇଥିଲେ ଏବଂ କିଛି ସମୟ ପରେ ନବଜାତ ଶିଶୁଙ୍କ ସହ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ପଦଝିର ଗାଁର ୪୫ ବର୍ଷୀୟା ମହିଳା ସୁଖରାଣୀ ଅହିରୱାର ଶନିବାର ଦିନ ଏକ ଶିଶୁପୁତ୍ରକୁ ଘରେ ପ୍ରସବ…

କାହିଁକି ପାଳନ ହୁଏ ବିଜୟାଦଶମୀ ବା ଦଶହରା? କଣ ରହିଛି ଏହାର ମହତ୍ୱ

ଦଶହରା ପର୍ବ ହେଉଛି ହିନ୍ଦୁ ଧର୍ମର ପ୍ରମୁଖ ପର୍ବ। ଏହା ବିଜୟା ଦଶମୀ ନାମରେ ମଧ୍ୟ ଜଣାଶୁଣା। ଚଳିତ ବର୍ଷ ୨୫ ଅକ୍ଟୋବରରେ ଏହି ପର୍ବ ପାଳନ କରାଯିବ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ପର୍ବ ଅସତ୍ୟ ଉପରେ ସତ୍ୟର ବିଜୟ ଦିବସ ଭାବରେ ପାଳନ କରାଯାଏ। ଏହି ଦିନ ଅସ୍ତ୍ରଶସ୍ତ୍ର ପୂଜା ପାଇଁ ମଧ୍ୟ…

ଧାୱନଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ, ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୬୩ ରନର ଲକ୍ଷ୍ୟ

ଆବୁଧାବି: ଆଇପିଏଲ୍ ୨୭ ତମ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶିଖର ଧଓ୍ଵନ ଅପରାଜିତ ୬୯ ରନ୍ ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ  ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସକୁ  ଦେଇଛି । ଧଓ୍ଵନ ୫୨ଟି ବଲ ଖେଳି ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଆବୁଧାବିର ଶେଖ ଜୟେଦ୍…

ରାଜ୍ୟ ପାଇଁ ଗର୍ବର ମୁହୂର୍ତ୍ତ; ପୁରୀର ସ୍ବର୍ଣ୍ଣିମ ବେଳାଭୂମିକୁ ଆନ୍ତର୍ଜାତିକ ବ୍ଲୁ ଫ୍ଲାଗ ପ୍ରମାଣପତ୍ର 

ଭୁବନେଶ୍ୱର: ଦେଶର ୫ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ୮ ଟି ବେଳାଭୂମିକୁ ୟୁଏନଇପି, ୟୁଏନଡବ୍ଲୁଟିଓ, ଏଫଇଇ, ଆଇୟୁସିଏନର ସଦସ୍ୟମାନଙ୍କୁ ନେଇ ଗଠିତ ଆନ୍ତର୍ଜାତିକ ବିଚାରକମଣ୍ଡଳୀ ବ୍ଲୁ ଫ୍ଲାଗ ସମ୍ମାନ ପ୍ରଦାନ କରିଛନ୍ତି । ଦେଶପାଇଁ ଏହା ଏକ ଗର୍ବର ମୂହୁର୍ତ୍ତ …

କଟକଣାରେ ଖୋଲିଲା ବିଶ୍ୱପ୍ରସିଦ୍ଧ କାମାକ୍ଷା ମନ୍ଦିର !

ଆସାମ: କରୋନା ମାହାମାରୀ ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିଲା ଆସାମର ବିଶ୍ୱପ୍ରସିଦ୍ଧ କାମାକ୍ଷା ମନ୍ଦିର । ତେବେ ବହୁଦିନର ବ୍ୟବଧାନ ପରେ ଶେଷରେ କୋଭିଡ୍ କଟକଣା ମଧ୍ୟରେ ରବିବାର ମନ୍ଦିର ଖୋଲାଯାଇଛି । ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲିଥିଲେ ବି ଏକାଧିକ କଟକଣା ଶ୍ରଦ୍ଧାଳୁଙ୍କୁ ସାମାନ୍ୟ…

ନବରାତ୍ରୀ ଅବସରରେ ଆସନ୍ତୁ ଜାଣିବା କେଉଁ ଦିନ କଣ ଭୋଗ କଲେ ମାଆ ପ୍ରସନ୍ନ ହେବେ

ପୁରୀ: ଦୁର୍ଗାପୂଜା ଅବସରରେ ମାଆଙ୍କ ପ୍ରତି ସମସ୍ତଙ୍କ ଭକ୍ତି ଭାବ ରହିଥାଏ । ହର୍ଷ ଉଲ୍ଲାସରେ ସମସ୍ତେ ଏହି ପର୍ବକୁ ପାଳନ କରିଥାନ୍ତିି । ତେବେ ଆସନ୍ତୁ ଜାଣିବା କେଉଁ ଦିନ ମାଆଙ୍କୁ କେଉଁ ଭୋଗ କଲେ ସବୁ ଦୁଃଖ ଦୂର ହୋଇଥାଏ । ପ୍ରଥମ ଦିନ : ନବରାତ୍ରୀର ପ୍ରଥମ ଦିନ ମାଆ ଶୈଳପୁତ୍ରୀଙ୍କୁ…

ଗର୍ଭବତୀ ମହିଳା ଓ ଶିଶୁଙ୍କ ବିକାଶ ପାଇଁ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମର ହେଲା ଶୁଭାରମ୍ଭ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଏକାଧିକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନଠାରେ ରବିବାର ଦିନ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମହିଳା ଓ ଶିଶୁ ବିକାଶ ପାଇଁ ପ୍ରମୁଖ କାର୍ଯ୍ୟକ୍ରମ ‘ମାତୃଜ୍ୟୋତି’ ଉଦଘାଟନ କରାଯାଇଛି। ଏହା ସହିତ…