Latest Odisha News

BREAKING NEWS

Yearly Archives

2020

ଓଡିଶାରୁ ସୁସ୍ଥ ହେଲେ ଆଉ ୩୩୪୨ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୩୪୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ୫୧୧, କଟକରୁ ୩୬୬ ଜଣ, ମୟୂରଭଂଜରୁ ୩୬୨ ଜଣ, ଅନୁଗୁଳରୁ ୨୮୮ ଜଣ, ଯାଜପୁରରୁ ୧୫୫ ଜଣ,…

କରାଚୀରେ ମୌଲାନାଙ୍କୁ ହତ୍ୟା, ଭାରତ ଉପରେ ଦୋଷ ଲଦିଲେ ଇମ୍ରାନ

କରାଚୀ:ପାକିସ୍ତାନରେ ଜଣେ ପ୍ରଭାବଶାଳୀ ସୁନ୍ନି ମୌଲାନା ଆଦିଲ ଖାଁଙ୍କୁ କେତେକ ଦୁବୃତ ଗୁଳିକରି ହତ୍ୟା କରିଛନ୍ତି । ପାକିସ୍ତାନ ତାର ଅପରାଗତ ଲୁଚାଇବା ପାଇଁ ଏହାର ଦୋଷ ଭାରତ ଉପରେ ଲଦିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତକୁ ଦାୟୀ କରିବା ପରେ ବିଭିନ୍ନ ମହଲରେ ଏହାକୁ ସମାଲୋଚନା…

ଆସନ୍ତୁ ଜାଣିବା ସଂସ୍କୃତି ଓ ପରିବେଶ ସହ କିପରି ଭାବେ ଦୁର୍ଗାପୂଜା ଜଡିତ

ପୁରୀ: ଆମ ପୁରାତନ ସଂସ୍କୃତି ଅନୁଯାୟୀ ପଂଚଭୂତକୁ ଆଧାର କରି ଦୁର୍ଗାପୂଜା ଆୟୋଜିତ ହୋଇଥାଏ । ଶରତକାଳୀନ ଦୁର୍ଗା ହେଉ ଅଥବା ବାସନ୍ତି ଦୁର୍ଗାପୂଜା, ଏଥିରେ ମୂର୍ତ୍ତି ସ୍ଥାପନ କରାଯାଇ ଜୀବନ୍ୟାସ କର୍ମ ସହ ପୂଜା ନିୟମ ପ୍ରଣୟନ ହେଉଥିଲେ ମଧ୍ୟ ଘଟସ୍ଥାପନ ଜନିତ ପୂଜା ଆବହମାନ କାଳରୁ ପ୍ରଚଳିତ ।…

ଆସନ୍ତାକାଲିଠୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ତଥା ଅକ୍ଟୋବର ୧୨ରୁ ୧୯ ଯାଏଁ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଓଜେଇଇ ପରୀକ୍ଷା। ଏପରିକି ଚଳିତ ଥର ୩ଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ । କମ୍ପ୍ୟୁଟର ବେସଡ୍ ପରୀକ୍ଷା ହେବାକୁ ଥିବା ବେଳେ ପ୍ରାୟ ୨ ଘଣ୍ଟା ଧରି ପରୀକ୍ଷା କରାଯିବ । ସକାଳ ପ୍ରାୟ ୯ରୁ…

ରିୟାନ,ଟେୱାଟିଆଙ୍କ ଲଢ଼ୁଆ ବ୍ୟାଟିଂ, ରାଜସ୍ଥାନ ୫ ଉଇକେଟରେ ବିଜୟୀ

ଦୁବାଇ: ରିୟାନ ପରାଗ(୪୨ରନ) ଓ ରାହୁଲ ଟେୱାଟିଆ(୪୫)ଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଚଳିତ ଆଇପିଏଲ ରବିବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୫ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଡେଭିଡ ୱାର୍ଣ୍ଣର (୪୮) ଓ ମନୀଷ ପାଣ୍ଡେଙ୍କ ୫୪ ରନ…

ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା, ସଂକ୍ଷେପରେ…

ଭୁବେନଶ୍ୱର: ଦୁର୍ଗା ପୂଜା । ଭାରତରେ ସବୁଠୁ ଅଧିକ ଦିନ ଧରି ଏହି ପୂଜା ଉତ୍ସବକୁ ପାଳନ କରାଯାଇଥାଏ । ତେବେ ଦେଶର ବିଭିନ୍ନ ପ୍ରାନ୍ତରେ ପୂଜାର ନାମକରଣ ବି ଭିନ୍ନ ରହିଥାଏ । ୯ଟି ରୂପରେ ୯ଦିନ ପର୍ଯ୍ୟନ୍ତ ପୂଜା ପାଇଥାନ୍ତି ମା' ଦୁର୍ଗା । ଉତ୍ତର ଦିଗରେ ଥିବା ରାଜ୍ୟଗୁଡିକ ଯେଉଁଠି ନବରାତ୍ରୀ…

ଆସୁଛି ଦୁର୍ଗାପୂଜା; କେଉଁ ଦିନ କେଉଁ ଦୀପ ଜାଳି କରିବେ ମାଆଙ୍କ ଆରାଧନା, ଜାଣନ୍ତୁ

ଭୁବନେଶ୍ୱର: ଆସୁଛି ମାଆ ଜଗତଜନିନୀ ଦୁର୍ଗାଙ୍କ ଶାରଦୀୟ ଦୁର୍ଗାପୂଜା। ତେବେ ମାଆଙ୍କର ଏହି ପୂଜାର ଶେଷ ତିନିଦିନ ମାଆଙ୍କୁ ଉପାସନା କରିବାର ଉତ୍କୃଷ୍ଟ ସମୟ ବୋଲି କୁହାଯାଏ। ନବରାତ୍ରର ଉପବାସ ଯେଉଁମାନେ କରିପାରନ୍ତି ନାହିଁ , ସେମାନେ ଏହି ତିନି ଦିନ( ଅଷ୍ଟମୀ, ନବମୀ, ଦଶମୀ) ଉପବାସ ରହି…

ସମ୍ କୋଭିଡ ହସ୍ପିଟାଲରେ ସୁସ୍ଥ ହେଲେ କରୋନା ସଂକ୍ରମିତ ୯୩ ବର୍ଷୀୟା ମହିଳା

ଭୁବନେଶ୍ୱର: କରୋନା ମହାମାରୀ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଜଣେ ୯୩ ବର୍ଷୀୟା ମହିଳା । ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଦ୍ୱାରା ବରିଷ୍ଠ ନାଗରିକ ମାନେ କରୋନାରୁ ସୁସ୍ଥ ହୋଇପାରିବେ । ଏହା ପୁଣି ଥରେ ସାବ୍ୟସ୍ତ ହୋଇଛି ସମ୍ କୋଭିଡ ହସ୍ପିଟାଲରେ । କରୋନା ସଂକ୍ରମିତ ହୋଇଥିବା ୯୩ ବର୍ଷୀୟା…

ମହିଳା ଟି୨୦ ଚ୍ୟାଲେଞ୍ଜ: ଭେଲୋସିଟି ଦଳରେ ସ୍ଥାନ ପାଇଲେ ଓଡିଆ ଝିଅ ସୁଶ୍ରୀ

ଭୁବନେଶ୍ୱର: ଓଡିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶନୀ ମହିଳା ଟି୨୦ ଚ୍ୟାଲେଞ୍ଜ ଖେଳିବା ପାଇଁ ମନୋନୀତ ହୋଇଛନ୍ତି । ଏହି ଟୁର୍ଣ୍ଣାମେଂଟ ନଭେମ୍ବର ୪ରୁ ୯ ପର୍ଯ୍ୟନ୍ତ ଆୟୋଜିତ ହେବ । ସୁପରନୋଭାସ, ଟ୍ରେଲବ୍ଲେଜର ଓ ଭେଲୋସିଟି ୩ଟି ଦଳ ପାଇର୍ ଖେଳାଳି ଚୟନ କରାଯାଇଛି । ଢ଼େଙ୍କାନାଳର ସୁଶ୍ରୀ ଭେଲୋସିଟି…

ଫ୍ରେଂଚ ଓପନ ଟେନିସ : ଇତିହାସ ରଚିଲେ ପୋଲାଣ୍ଡର ଇଗା ସ୍ୱିଟେକ୍‌

ପ୍ୟାରିସ: ପୋଲାଣ୍ଡର ୧୯ ବର୍ଷୀୟ ଇଗା ସ୍ୱିଟେକ୍ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରି ଇତିହାସ ରଚିଛନ୍ତି । ସେ ଫାଇନାଲରେ ଆମେରିକାର ସୋଫିଆ କେନିନଙ୍କୁ ୬-୪, ୬-୧ ସିଧାସଳଖ ସେଟରେ ପରାସ୍ତ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପୋଲାଣ୍ଡର…