Latest Odisha News

BREAKING NEWS

Yearly Archives

2020

ତିର୍ତ୍ତୋଲ୍ ଓ ବାଲେଶ୍ୱର ଉପନିର୍ବାଚନ; ପୋଷ୍ଟାଲ୍ ବାଲାଟରେ ଭୋଟ ଦେବେ କୋଭିଡ ଭୋଟର

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ୍ ବିଧାନସଭା ନିର୍ବାଚନ ମଣ୍ଡଳୀ ଉପନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଶୁକ୍ରବାର ଦିନ ଏହି ଉପନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ପରିପ୍ରେକ୍ଷୀରେ ଯେଉଁ ଭୋଟର ମାନେ କୋଭିଡ ସଂକ୍ରମିତ ଓ ବୟସ୍କ ହୋଇଥିବେ, ସେମାନେ…

ଖୋର୍ଦ୍ଧା ମଳିପଡା ନିକଟରେ ପଡିଛି ମାଈହାତୀର ମୃତଦେହ

ଖୋର୍ଦ୍ଧା: ପୁଣି ଏକ ହାତୀତ ମୃତ୍ୟୁ । ଖୋର୍ଦ୍ଧା ବନଖଣ୍ଡର ମଳିପଡ଼ା-ଦଲକ ରାସ୍ତା ମଝିରୁ ଏକ ମାଈହାତୀର ମୃତଦେହ ଉଦ୍ଧାର ହୋଇଛି । ତେବେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଖୋର୍ଦ୍ଧା ବନ ବିଭାଗ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ହାତୀର…

ମନ୍ଦିର ଖୋଲିବା ପ୍ରସଙ୍ଗ: ଆଜିଠୁ ପର୍ଯ୍ୟାୟ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ବୈଠକ

ପୁରୀ: ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାର ଆକ୍ସନ ପ୍ଲାନ ମାଗିଛନ୍ତି । ଏହାପରେ ଆଜିଠୁ ବସୁଛି ଶ୍ରୀମନ୍ଦିର ପ୍ରଶାସନର ବୈଠକ । ବିଭିନ୍ନ ପର୍ଯ୍ୟାୟରେ ବୈଠକ ବସିବ । ବିଭିନ୍ନ ନିଯୋଗ ଓ ସେବାୟତଙ୍କ ସହ ବିଚାରବିମର୍ଶ କରିବ ଶ୍ରୀମନ୍ଦିର ପ୍ରଶାସନ ।…

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ; ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି…

ଭୁବନେଶ୍ୱର: ଓଡ଼ିଆ ଜାତିର ଯୁଗପୁରୁଷ ଭାବେ ପରିଚିତ ଉତ୍କଳମଣି ଗୋପବନ୍ଧୁ ଦାସ । ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ଏକାଧାରରେ ସେ ଥିଲେ ଜଣେ ସମାଜସେବୀ, ଦେଶପ୍ରେମୀ, ରାଷ୍ଟ୍ରନୀତିଜ୍ଞ, ସଂସ୍କାରକ, ସାମ୍ବାଦିକ, ସୁଲେଖକ, କବି, ଶିକ୍ଷାବିତ୍‍ ଏବଂ ଆଇନଜ୍ଞ…

ସାହିତ୍ୟରେ ଲୁଇସ୍‌ ଗ୍ଲକ୍‌ଙ୍କୁ ନୋବେଲ୍

ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ କବୟିତ୍ରୀ ଲୁଇସ୍‌ ଗ୍ଲକ୍‌ଙ୍କୁ ଚଳିତ ବର୍ଷ ସାହିତ୍ୟରେ ସମ୍ମାନଜନକ ନୋବେଲ୍‌ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ତାଙ୍କର ନିଭୁର୍ଲ କାବିକ୍ୟ ଉଚ୍ଚାରଣ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ବୋଲି ନୋବେଲ୍‌ କମିଟି ପକ୍ଷରୁ କୁହାଯାଇଛି।…

ଯୌତୁକ ନିର୍ଯାତନା ଅଭିଯୋଗରେ ଆର୍ମି ଅଫିସର ଗିରଫ

ଭୁବନେଶ୍ୱର: ସେନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଯୌତୁକ ନିର୍ଯାତନା। ସ୍ତ୍ରୀଙ୍କ ଅଭିଯୋଗ ପରେ ଜଣେ ଆର୍ମି ଅଫିସରଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୋଲିସ । ତାଙ୍କ ନାଁ ସୌମ୍ୟରଞ୍ଜନ ପତି । ସେ ଜଣେ ମେଜର ବୋଲି ଜଣାପଡ଼ିଛି । ଫରିଦାବାଦରେ କାର୍ଯ୍ୟରତ ଥିଲେ ସୌମ୍ୟରଞ୍ଜନ ।…

ଆଜି ବିଶ୍ୱ ଡାକ ଦିବସ

୧୯୭୦ରୁ ପ୍ରତିବର୍ଷ ଅକ୍‌ଟୋବର ୯ ତାରିଖରେ ପାଳିତ ହେଉଛି ବିଶ୍ୱ ଡାକ ଦିବସ। ୧୮୭୪ରେ ଏହି ଦିନରେ ସ୍ୱିଜରଲାଣ୍ଡର ବର୍ନରେ ୟୁନିଭର୍ସାଲ୍‌ ପୋଷ୍ଟାଲ୍‌ ୟୁନିୟନ୍‌ ସ୍ଥାପିତ ହୋଇଥିଲା। ଏହାସହ ବିଶ୍ୱରେ ଡାକ ମାଧ୍ୟମରେ ପତ୍ର ଯୋଗାଯୋଗ ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆସିଥିଲା।…

ଆସନ୍ତୁ ଜାଣିବା ଭାରତୀୟ ରାଜନୀତିର ମୌସୁମୀ ବିଶେଷଜ୍ଞ ଭାବେ ପରିଚିତ ରାମବିଳାସଙ୍କ ସମ୍ପର୍କରେ

ପାଟନା:ଭାରତୀୟ ରାଜନୀତିର ମୌସୁମୀ ବିଶେଷଜ୍ଞ ଭାବେ ପରିଚିତ ରାମବିଲାସ ପାସୱାନ ଆଉ ନାହାନ୍ତି । ଏହି ୨ ଦଶନ୍ଧିରେ ସେ କେନ୍ଦ୍ରର ପ୍ରତ୍ୟେକ ସରକାରର ଅଂଶବିଶେଷ ଥିଲେ । ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଆଇ କିଛି କଥା । ୧.୫ ଜୁଲାଇ ୧୯୪୬ରେ ଜନ୍ମ ଗ୍ରହଣ କରିଥିବା ରାମବିଳାସ । ରାଜନୀତିକୁ…

ଅନାଲୋଚିତ ଯୋଦ୍ଧା; ଓଡିଶା ଅଗ୍ନିଶମ ବାହିନୀ ଓ କମିଶନରେଟ ପୋଲିସ !

ଭୁବନେଶ୍ୱର: ରାଜଭାବନ ନିକଟସ୍ଥ ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ଗୋଟିଏ ଦିନ ବିତିଗଲାଣି । ବିସ୍ଫୋରଣରେ ମୃତାହତଙ୍କ ସଂଖ୍ୟା ଅଜଣା ନୁହେଁ । କୋକୁଆ ଭୟରେ ରହିଥିଲେ ସ୍ଥାନୀୟ ଲୋକେ । ଆଖପାଖ ଅଂଚଳର ଲୋକେ କେବେ ବି ଏହି ଘଟଣାକୁ ସହଜରେ ଭୁଲିପାରିବେନି । ବିସ୍ଫୋରଣକୁ ବାଦ୍ ଦେଲେ ଏହି ଦୁର୍ଘଟଣା…

ବେୟାରଷ୍ଟୋ, ୱାର୍ଣ୍ଣରଙ୍କ ଚମତ୍କାର ଇନିଂସ, ପଞ୍ଜାବ ସମ୍ମୁଖରେ ୨୦୨ ରନର ଲକ୍ଷ୍ୟ

ଦୁବାଇ: ଜନୀ ବେୟାରଷ୍ଟୋଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ସନରାଇଜର୍ସ ହାଇଦ୍ରାବାଦ ୨୦୨ ରନର ବିଜୟ ଲକ୍ଷ୍ୟ କିଙ୍ଗ୍‌ସ ଏକାଦଶ ପଞ୍ଜାବ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୬ ଉଇକେଟ ବିନିମୟରେ ୨୦୧ ରନ କରିଥିଲା । ବେୟାରଷ୍ଟୋ ୫୫ ବଲରୁ ୭ ଚୌକା ଓ ୬ ଛକା…