Latest Odisha News

BREAKING NEWS

Yearly Archives

2020

ଜିମେଲ୍‌ ଏନ୍‌ଭଲପ୍‌ ଲୋଗୋରେ ପରିବର୍ତ୍ତନ ଆଣିଲା ଗୁଗୁଲ୍

ମୁମ୍ବାଇ: ଆଇକନିକ୍‌ ଜିମେଲ୍‌ ଆପ୍ ଏନଭଲପ୍‌‌ ଲୋଗୋକୁ ପରିବର୍ତ୍ତନ କଲା ଗୁଗୁଲ୍‌। ଗୁଗୁଲ୍‌ ଆଇକନିକ୍‌ ଜିମେଲ୍‌ ଏନଭଲପ୍ ଲୋଗୋକୁ ଏକ ନୂଆ ଡିଜାଇନ୍‌ ସହିତ ବଦଳାଇଛି। ପୂର୍ବରୁ ଜିମେଲ୍‌ ଲୋଗୋରେ ଧଳା ଓ ନାଲି ରଙ୍ଗର ବ୍ୟବହୃତ ହୋଇଥିବା ବେଳେ ଏଥିରେ ପରିବର୍ତ୍ତନ ଅଣାଯାଇ…

ବାୟୁସେନା ଦିବସ: ତେଜସ, ଜାଗୁଆର ସହ ଦମ୍ ଦେଖାଇଲା ରାଫେଲ୍

ନୂଆଦିଲ୍ଲୀ: ୮୮ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା । ଗାଜିଆବାଦ ସ୍ଥିତ ହିଣ୍ଡେନ ଏୟାରବେସରେ ଶକ୍ତି ପ୍ରଦର୍ଶନ କରିଛି । ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର କାର୍ୟ୍ୟକ୍ରମ । ରଙ୍ଗାରଙ୍ଗ ପରେଡରେ ଅଂଶଗ୍ରହଣ କରିଥିଲେ ବାୟୁସେନାର ଯବାନ । ହିଣ୍ଡେନ ଆକାଶରେ ଗର୍ଜିଲା ଲଢୁଆ ରାଫେଲ୍…

ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ୧ ଲକ୍ଷ ଟଙ୍କିଆ ନୋଟ୍!

କାରାକାଶ: ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ୧ ଲକ୍ଷ ଟଙ୍କିଆ ନୋଟ୍। ତେବେ ଏହା ଭାରତରେ ନୁହେଁ ବରଂ ଭେନେଜୁଏଲାରେ ଏହି ନୋଟ୍‌ ଆସିବାକୁ ଯାଉଛି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଏକ ଲକ୍ଷ ଟଙ୍କିଆ ନୋଟ୍‌ ନେଇ ବଜାର‌କୁ ଗଲେ ଆପଣ କେବଳ ୨ କିଲୋ ଆଳୁ କିଣିପାରିବେ।…

ଏଣିକି ଏସ୍‌ବିଆଇ ଏଟିଏମ୍‌ କାର୍ଡରେ ବି ପାଇପାରିବେ ଇଏମ୍‌ଆଇ ସୁବିଧା

ମୁମ୍ବାଇ: ଯଦି ଆପଣ ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆକାଉଣ୍ଟଧାରୀ ଅଛନ୍ତି ତେବେ ଆପଣ ନିଜର ଏଟିଏମ୍‌ କାର୍ଡ ବା ଡେବିଟ୍‌ କାର୍ଡରେ ଇଏମ୍‌ଆଇ ସୁବିଧା ପାଇପାରିବେ। ବ୍ୟାଙ୍କ ପକ୍ଷରୁ ଆକାଉଣ୍ଟଧାରୀମାନଙ୍କୁ ଦିଆଯାଇଥିବା ଡେବିଟ୍‌ କାର୍ଡ ଏସ୍‌ବିଆଇ ଏକ ସ୍ବତନ୍ତ୍ର ସୁବିଧା…

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତକୁ ଗଲା ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ ଦାୟିତ୍ୱ । ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ନିର୍ଦ୍ଦେଶ ପାଇବା ପରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ମହିଳା ଥାନାରୁ ମାମଲା ସମ୍ପର୍କିତ କାଗଜପତ୍ର ନେଇଛି…

୬୮ ଲକ୍ଷ ପଜିଟିଭ୍, ଲକ୍ଷେ ମୃତ, ସୁସ୍ଥ ହେଲେଣି ୫୮ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ୬୮ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୭୮ ହଜାର ୫୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୮ ଲକ୍ଷ ୩୫ ହଜାର ୬୫୬କୁ ବୃଦ୍ଧି ପାଇଛି । ସଂକ୍ରମଣ ସହ ବଢୁଛି ମୃତ୍ୟୁସଂଖ୍ୟା । ତେବେ…

ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣେ ମୃତ

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ମେଡିକାଲରେ ଜଣେ ଆହତ ପ୍ରାଣ ହରାଇଛନ୍ତି । ଏହି ସୂଚନା ଦେଇଛନ୍ତି ଏସସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା । ମୃତକଙ୍କ ନାଁ ସତ୍ୟ ନାୟକ ଓ ଘର…

ଗପ: ଭିଜା ମାଟିର ବାସ୍ନା

ସନ୍ତୋଷ କୁମାର ରଣା ମେ ମାସର ଉଦୁଉଦିଆ ଖାରବେଳ । ଗ୍ରୀଷ୍ମ ରବି ସତେ କି ଅଗ୍ନିବର୍ଷା କରୁଥିଲେ । ଡମଣା ଛକ ଆଡୁ ମାଡି ଆସୁଥିବା ଖଣ୍ଡିଆଭୂତଠୁ ରକ୍ଷା ପାଇବା ପାଇଁ ପଟିଆ ହାଟର ବିକ୍ରେତା ସବୁ ଆଶ୍ରୟ ନେବା ପାଇଁ ଦୌଡୁଥିଲେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଅସରାଏ…

ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍ ୧୭ରୁ ଆରମ୍ଭ!

ନୂଆଦିଲ୍ଲୀ: ଅକ୍ଟୋବର ୧୭ରେ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ବିକ୍ରି ଆରମ୍ଭ ହେବାକୁ ଯାଉଛି। ଏ ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ତେବେ ବିକ୍ରିର ୨୪ ଘଣ୍ଟା ପୂର୍ବରୁ ଆମାଜନ୍‌ର ପ୍ରାଇମ୍‌ ସଦସ୍ୟମାନେ ପ୍ରବେଶ କରିପାରିବେ। ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌…

ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଅଞ୍ଚଳ ବିପଦମୁକ୍ତ, ଖାଲି କରାଗଲା ଗ୍ୟାସ ଟାଙ୍କି

ଭୁବନେଶ୍ୱର: ରାଜଭବନ ଅଞ୍ଚଳ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ବିପଦ ଟଳିଛି । ବିଳମ୍ବିତ ରାତିରେ IOCL ଅଧିକାରୀ ଫାଟିଥିବା ଗ୍ୟାସ ଟାଙ୍କିକୁ ଖାଲି କରିଦେଇଛନ୍ତି । ସେଥିରୁ ବାହାର କରାଯାଇଛି ବାକିଥିବା ଗ୍ୟାସ । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ।…