Latest Odisha News

BREAKING NEWS

Yearly Archives

2020

ନିର୍ମାଣ ହେବ ମୁଥୈୟା ମୁରଲିଧରନଙ୍କ ବାୟୋପିକ !

ତେଲେଙ୍ଗାନା: ଶ୍ରୀଲଙ୍କାର ବହୁଚର୍ଚ୍ଚିତ ଅଫ୍ ସ୍ପିନର ମୁଥୈୟା ମୁରଲିଧରନଙ୍କ ଉପରେ ନିର୍ମାଣ ହେବ ବାୟୋପିକ । ତେବେ ଶ୍ରୀଲଙ୍କା ଫିଲ୍ମ ଇଣ୍ଡଷ୍ଟ୍ରୀ ନୁହେଁ ଭାରତୀୟ ଫିଲ୍ମ ମେକରଙ୍କ ଦ୍ୱାରା ନିର୍ମାଣ ହେବ ବାୟୋପିକ । ଏନେଇ ପୋଷ୍ଟର ରିଲିଜ ହୋଇସାରିଥିଲାବେଳେ ମୁଥୈୟାଙ୍କ କିର୍ଦାରରେ ନଜର…

ଯାଜପୁର ବିରଜା ମନ୍ଦିର ରଥଯାତ୍ରା ପାଇଁ ଅନୁମତି ଦେଲେ ହାଇକୋର୍ଟ

କଟକ: ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିରରେ ଚଳିବର୍ଷ ରଥଯାତ୍ରା ପାଇଁ ମିଳିଲା ଗ୍ରୀନ ସିଗନାଲ୍ । ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । କୋଭିଡ ନିୟମ ଓ କଟକଣା ମାନି ରଥଯାତ୍ରା କରାଯାଉ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୭ରୁ ୨୪…

ଜେଲରୁ ହାଥରସ ଏସପିଙ୍କୁ ଅଭିଯୁକ୍ତଙ୍କ ଚିଠି, ଚାଞ୍ଚଲ୍ୟକର କଥା ଲେଖିଛନ୍ତି

ଉତ୍ତରପ୍ରଦେଶ: ହାଥରସ ଗଣଦୁଷ୍କର୍ମ ଘଟଣାରେ ନୂଆ ମୋଡ଼ । ଘଟଣାର ଗିରଫ ଅଭିଯୁକ୍ତଙ୍କ ଏକ ଚିଠିକୁ ନେଇ ଏବେ ଚର୍ଚ୍ଚା । ଜେଲରୁ ହାଥରସ ଏସପିଙ୍କ ଚିଠି ଲେଖିଛନ୍ତି ଚାରି ଜଣ ଅଭିଯୁକ୍ତ । ଚିଠିରେ ସାଂଘାତିକ ଓ ଚାଞ୍ଚଲ୍ୟକର କଥା ଲେଖିଛନ୍ତି । ଆମେ ନିର୍ଦ୍ଦୋଷ, ଫସାଇ ଦିଆଯାଇଛି ଜଣେ ଗିରଫ…

ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ବଏକଟ୍ ବିଗ୍‌ବସ୍ ୧୪

ମୁମ୍ବାଇ: ୟୁଜର୍ସମାନେ ‘ବିଗ୍‌ବସ୍‌ ସୋ ୧୪’ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ବାସ୍ତବରେ ଆଗାମୀ ଏପିସୋଡ୍‌ର ଏକ ପ୍ରମୋ ପ୍ରକାଶ ପାଇଥିଲା। ସେଥିରେ ପ୍ରତିଯୋଗୀମାନଙ୍କୁ ଏକ ଭିନ୍ନ ଧରଣର ଟାସ୍କ ଦିଆଯାଇଥିଲା। ଟାସ୍କରେ ଦର୍ଶାଯାଇଥିଲା ଯେ ସିଦ୍ଧାର୍ଥ ଶୁକ୍ଲାଙ୍କୁ…

ଆଇପିଏଲ୍ ମ୍ୟାଚ୍ ଦେଖୁଦେଖୁ ଉଡିଗଲା ପ୍ରାଣବାୟୁ !

ରାୟଗଡା: କାଳ ସାଜିଲା ମୋବାଇଲରେ ଆଇପିଏଲ୍ ମ୍ୟାଚ ଦେଖିବା । ମ୍ୟାଚ ଦେଖୁଦେଖୁ ଅକାଳରେ ଚାଲିଗଲା ଜୀବନ । ଏମିତି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଓଡିଶାର ରାୟଗଡା ଜିଲ୍ଲା । ଯେଉଁଠି ଖେଳ ନିଶା ପାଇଁ ଚାଲିଯାଇଛି ଜଣେ ପୋଲିସ କର୍ମଚାରୀଙ୍କ ଜୀବନ । ତିନି ମହଲା ଉପରୁ ଖସିପଡିଥିଲେ…

ଓଡ଼ିଶାର ୭ ଜିଲ୍ଲାରୁ ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୭ଟି ଜିଲ୍ଲାର ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୮୭୪କୁ ବୃଦ୍ଧି ପାଇଛି । Regret to inform the demise…

କାହିଁକି ହୋଇଥିଲା ଶାହାରୁଖ୍‌ ଖାନ୍‌ ଏବଂ ଗୌରୀଙ୍କ ବ୍ରେକ୍‌ଅପ୍‌; ଆଉ କେମିତି ହେଲା ପ୍ୟାଚ୍‌ଅପ୍‌…

ମୁମ୍ବାଇ: କିଙ୍ଗ୍ ଖାନ୍‌ ଶାହାରୁଖ୍‌ ଖାନ ଏବଂ ଗୌରୀ ଖାନ୍‌ଙ୍କ ପ୍ରେମ କାହାଣୀ ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ପ୍ରେମ କାହାଣୀ ମଧ୍ୟରୁ ଗୋଟିଏ। ତେବେ ଆଜି ହେଉଛି ଗୌରୀଙ୍କ ୫୦ତମ ଜନ୍ମ ଦିନ। ୧୯୮୪ରେ ଗୌରୀ ଏବଂ ଶାହାରୁଖଙ୍କର ପ୍ରଥମ ଭେଟ ହୋଇଥିଲା। ଦୁହିଁଙ୍କ ସାକ୍ଷାତ ସମୟରେ…

ଜସ୍‌ସୀ ପାଇଁ ପପୁଲାର ଥିଲେ, ହେଲେ ଗୋଟିଏ ଏମ୍‌ଏମ୍‌ଏସ୍ ପାଇଁ…

ମୁମ୍ବାଇ: ଛୋଟ ପରଦାର ପପୁଲାର ଅଭିନେତ୍ରୀ ମୋନା ସିଂ । ଆଜି ତାଙ୍କ ଜନ୍ମଦିନ । ଅନେକ ଟିଭି ସିରିଜ, ରିୟାଲିଟି ସୋ' ଓ ଫିଲ୍ମରେ ନଜର ଆସିଥିବା ମୋନା ପଂଜାବର ଚଣ୍ଡିଗଡରେ ଜନ୍ମ ହୋଇଥିଲେ । ତେବେ ମୋନାଙ୍କ ଜନ୍ମଦିନ ଅବସରରରେ ଆସନ୍ତୁ ଜାଣିବା କିଛି ଅଜଣା କଥା । ପପୁଲାର ଟିଭି ସିରିଜ…

୩ଦିନ ପରେ ବଢ଼ିଲା: ରାଜ୍ୟରେ ଦୈନିକ ପଜିଟିଭ୍ କେସ୍ ପୁଣି ୩୦୦୦ ଡେଇଁଲା

ଭୁବନେଶ୍ୱର: ଲଗାତାର ତିନି ଦିନ ରାଜ୍ୟରୁ ଚିହ୍ନଟ ହୋଇଥିଲେ ଦୈନିକ ୩ ହଜାରରୁ କମ୍ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ପୁଣି ସଂଖ୍ୟା ତିନି ହଜାର ଟପିଛି । ଚିହ୍ନଟ ହୋଇଛନ୍ତି ୩ ହଜାର ୧୪୪ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୮ ଶହ ୨୫ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୩…

ଖୋଲିପାରେ ରାଜ୍ୟର ପ୍ରମୁଖ ମନ୍ଦିର, ଆକ୍ସନ ପ୍ଲାନ ମାଗିଲେ ସରକାର

ଭୁବନେଶ୍ୱର: ଓଡ଼ିଶାରେ କିଛି ପ୍ରମୁଖ ମନ୍ଦିର ଖୋଲିବା ନେଇ ସଙ୍କେତ ମିଳିଛି । କରୋନା କଟକଣା ଭିତରେ ଭକ୍ତଙ୍କ ପାଇଁ ରାଜ୍ୟର କିଛି ମନ୍ଦିର ଖୋଲିବା ନେଇ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଏନେଇ ପୁରୀ ଶ୍ରୀମନ୍ଦିର ଓ ଅନ୍ୟ ପ୍ରମୁଖ ମନ୍ଦିରର ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି…