୪ ଦିନ ଭିତରେ ଅଟଳ ଟନେଲରେ ୩ ଦୁର୍ଘଟଣା
ମନାଲି: ଗତ ଅକ୍ଟୋବର ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳରେ ବିଶ୍ୱର ଦୀର୍ଘତମ ରାଜପଥ ଟନେଲ ଅଟଳ ରୋହତଙ୍ଗ ଟନେଲର ଉଦଘାଟନ କରିଥିଲେ।
ହେଲେ ଉଦଘାଟନ ପରଠାରୁ ଏଠାରେ ପାଖାପାଖି ୩ଟି ଦୁର୍ଘଟଣା ହୋଇଥିବା ଜଣାପଡିଛି। ଏନେଇ ସିସିଟିଭି କ୍ୟାମେରାରେ ଭିଡିଓ କଏଦ ହୋଇଥିଲା।…