Latest Odisha News

BREAKING NEWS

Yearly Archives

2020

‘ଜରୁରତ’ରେ ଏକାଠି ନଜର ଆସିବେ ବାପା-ଝିଅ

ମୁମ୍ବାଇ: ପ୍ରଥମ ଥର ପାଇଁ ପରଦାରେ ଏକାଠି ନଜର ଆସିବେ ବଲିଉଡର ସଟ୍‌ଗନ୍ ଶତ୍ରୁଘ୍ନ ସିହ୍ନା ଓ ସୋନାକ୍ଷୀ । ମ୍ୟୁଜିକ ଭିଡିଓ ଆଲବମ ‘ଜରୁରତ’ରେ ବାପା-ଝିଅଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ଗୀତରେ ଶତ୍ରୁଘ୍ନ ସିହ୍ନାଙ୍କ ଦମଦାର ଭଏସ୍ ମଧ୍ୟ ଶୁଣିବାକୁ ମିଳିବ । ଏହି ଗୀତରେ ଡଃ.କିରନ…

ପୁଣି ବଢ଼ିଲା: ୨୪ ଘଣ୍ଟାରେ ଦେଶରେ ୮୦ ହଜାର କରୋନା ଆକ୍ରାନ୍ତ, ୧୧୭୯ ମୃତ

ନୂଆଦିଲ୍ଲୀ: ଦେଶରେ ୬୨ ଲକ୍ଷ ପାର କରିଛି କରୋନା କେସ୍ । ଦୁଇ ଦିନ କମିବା ପରେ ଆଜି ପୁଣି ଥରେ ଦେଶରେ ବଢ଼ିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୮୦ ହଜାର ୪୭୨ ଜଣ । ଏହାକୁ ମିଶାଇ ଦେଶରେ କରୋନା କେସ୍ ୬୨ ଲକ୍ଷ ୨୫ ହଜାର ୭୬୪କୁ ବୃଦ୍ଧି…

ଶ୍ରୀମନ୍ଦିର ଭିତରକୁ ପାନ, ଗୁଟଖା ମନା, ଧରାପଡିଲେ ୫୦୦୦ ଟଙ୍କା ଯାଏଁ ଫାଇନ୍

ପୁରୀ: ଏଣିକି ଶ୍ରୀମନ୍ଦିର ଭିତରକୁ ପାନ, ଗୁଟଖା ମନା । ମନ୍ଦିର ଭିତରକୁ ପାନ, ଗୁଟଖା ଖାଇ ପ୍ରବେଶ ଉପରେ କଟକଣା ଲଗାଯାଇଛି । କେବଳ ସେତିକି ନୁହେଁ ଶ୍ରୀମନ୍ଦିର ପରିସରରେ କୌଣସି ସେବାୟତ ଯଦି ପାନ ଛେପ ପକାନ୍ତି ତେବେ ତାଙ୍କଠାରୁ ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ କରାଯିବ । ପ୍ରଥମ ଏବଂ…

[ଦେଖନ୍ତୁ ଭିଡ଼ିଓ] ବିଗ୍ ବସ୍-୧୪ ରେ ଚର୍ଚ୍ଚିତ ରାଧେ ମା’

ମୁମ୍ବାଇ: ‘ବିଗ୍ ବସ୍ ୧୪’ ରେ ଚର୍ଚ୍ଚିତ ରାଧେ ମା'। ନିର୍ମାତାମାନେ ଏହି ଶୋ ’ପାଇଁ ବିବାଦୀୟ ଗଡୱମ୍ୟାନ୍ ରାଧେ ମା ଆକା ସୁଖଭିନ୍ଦର କୌର। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ପ୍ରଥମ ସେଲିବ୍ରେଟି ଅନୁସାରେ ରାଧେ ମା' ବିଗ୍ ବସ୍ ଘରେ ପ୍ରବେଶ କରିବେ । ଆହୁରି ମଧ୍ୟ ସେ ସବୁ…

ପରଲୋକରେ ‘ଜହ୍ନମାମୁଁ’ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ଭୁବନେଶ୍ୱର: ଆଖି ବୁଜିଲେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର । ମଙ୍ଗଳବାର ଦିନ ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା । ୧୯୨୪ରେ କେ.ସି ଶିବଶଙ୍କର ଜନ୍ମଗ୍ରହଣ କରିଥିଲେ। ୧୯୪୭ ମସିହାରେ ‘ଜହ୍ନମାମୁଁ’…

ଟ୍ରମ୍ପ କହିଲେ କରୋନା ମୃତ୍ୟୁର ସଠିକ ତଥ୍ୟ ଦେଉନି ଭାରତ

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆୟୋଜିତ ଡିବେଟରେ ଡୋନାଲ୍ଡ ଟ୍ରମ୍ପ କରୋନା ମୃତ୍ୟୁସଂଖ୍ୟା ନେଇ ଭାରତ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି । ପ୍ରତିଦ୍ୱନ୍ଦୀ ଜୋ ବିଡେନ୍ ଉଠାଇଥିବା ପ୍ରଶ୍ନର ଜବାବରେ ଏମିତି କିଛି ଗମ୍ଭୀର କଥା କହିଛନ୍ତି । ୟାହାକି ଭାରତ, ରୁଷିଆ ଓ ଚୀନ…

ରାଜଧାନୀରେ ନକଲି ଇଂଜିନ ଅଏଲ୍ କାରଖାନା ଠାବ, ୩ ଗିରଫ

ଭୁବନେଶ୍ୱର: ରାଜଧାନୀ ଚାଲିଛି ନକଲି କାରବାର । ଅସଲି ଦରରେ ବିକ୍ରି ହେଉଛି ନକଲି ମାଲ୍ । ପୁଣି ଠାବ ହେଲା ଆଉ ଏକ ନକଲି କାରଖାନା । ନକଲି ଇଂଜିନ୍ ଅଏଲ୍ କାରଖାନା ଠାବ କରିଛି ପୋଲିସ । ଏହି କାରବାରରେ ସମ୍ପୃକ୍ତ ଥିବା ମାଷ୍ଟାର ମାଇଣ୍ଡ ବାବାଜୀ ସାହୁଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି…

ଓଡ଼ିଶାର କଳା ଓ ସଂସ୍କୃତିର ପରିଚୟ ପାରମ୍ପରିକ ସଖୀ କଣ୍ଢେଇ ନାଚ…

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର,…

ନକଲି ପାନମସଲା କାରଖାନା ଠାବ

ଭୁବନେଶ୍ୱର: ପୁଣି ଅସଲି ବ୍ରାଣ୍ଡରେ ବ୍ରିକ୍ରି ହେଉଥିଲା ନକଲି ମାଲ । ଧରିଲା ପୋଲିସ । ଠାବ ହେଲା ନକଲି ପାନ ମସଲା କାରଖାନା ।ବାଲିପାଟଣା ଅନ୍ତର୍ଗତ ଜାହାଙ୍ଗୀରପାଟଣା ଗାଁରେ ନକଲି ପାନ ମସଲାର ଏକ କାରଖାନାକୁ ଠାବ କରାଯାଇଛି। ସ୍ପେସାଲ୍‌ ଟାକ୍ସ ଫୋର୍ସ, ଲକ୍ଷ୍ମୀଧର ସାହୁଙ୍କ ଘରେ…

୨୨୫ ଟଙ୍କାରେ କରୋନା ଟିକା !

ନୂଆଦିଲ୍ଲୀ: ଭାରତୀୟଙ୍କୁ ୨୨୫ ଟଙ୍କାରେ କରୋନା ଟିକା ଯୋଗାଇବ ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଏହାସହ ବିଶ୍ୱର ଅନ୍ୟ ପଛୁଆ ଦେଶରେ ସସ୍ତା ଦରରେ ଏହି ଟିକା ବିତରଣ କରାଯିବ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ପ୍ରାୟ ୨୦ କୋଟି ଟିକା ଉତ୍ପାଦନ…