Latest Odisha News

BREAKING NEWS

Yearly Archives

2020

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୩୦-୯-୨୦୨୦ ବୁଧବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ୨୦୨୦ ମସିହା ସେପ୍ଟେମ୍ବର ତା ୩୦ ରିଖ ବୁଧବାର କନ୍ୟା ୧୫ ଦିନ ଆଶ୍ବିନ ମଳ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର    ଘାତ ବାର-: କର୍କଟ ରାଶିର…

ଆଜି ଆସିବ ବାବ୍ରି ମସଜିଦ ଭଙ୍ଗା ଘଟଣାର ରାୟ, ହାଇଅଲର୍ଟରେ ଅଯୋଧ୍ୟା

ନୂଆଦିଲ୍ଲୀ: ଆଜି ଆସିବ ବାବ୍ରି ମସଜିଦ ଭଙ୍ଗା ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ । ସିବିଆଇର ସ୍ଵତନ୍ତ୍ର ଅଦାଲତ ୧୯୯୨ ଡିସେମ୍ଵର ୬ରେ ଭଙ୍ଗା ଯାଇଥିବା ବିବାଦୀୟ ଢାଞ୍ଚାକୁ ନେଇ ନିଜର ନିଷ୍ପତ୍ତି ଶୁଣାଇବେ। ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ, ବରିଷ୍ଠ ନେତା ମୁରଲୀ…

ଉପରାଷ୍ଟ୍ରପତି ଭେଙ୍କୟାନାଇଡୁଙ୍କୁ କରୋନା

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏନ୍ ଭେଙ୍କୟାନାଇଡୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ଉପରାଷ୍ଟ୍ରପତିଙ୍କର କାର୍ଯ୍ୟାଳୟରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । The Vice President of India who underwent a routine COVID-19 test today morning has been tested…

ଆଇପିଏଲ୍ ମହାସମର: ବିଜୟ ସହ ଆଇପିଏଲରେ ଖାତା ଖୋଲିଲା ହାଇଦ୍ରାବାଦ

ଆବୁଧାବି: ଆଇପିଏଲରେ ଆଜି ଖେଳାଯାଇଥିବା ୧୧ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସକୁ ୧୫ ରନ୍‌ରେ ପରାସ୍ତ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ । ବିଜୟ ସହ ଆଇପିଏଲରେ ନିଜ ଖାତା ଖଲିଛି ହାଇଦ୍ରାବାଦ ଦଳ । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୧୬୨ ରନ୍ କରିଥିଲା । ଦିଲ୍ଲୀ…

ସାଉଦି ଆରବରୁ ଜାପାନ ପଠାଗଲା ବ୍ଳୁ ଆମୋନିଆ, ଆସନ୍ତୁ ଜାଣିବା ଏହାର ଉପକାରୀତା ବିଷୟରେ

ଟୋକିଓ: ବ୍ଳୁ ଆମୋନିଆର ଆନ୍ତର୍ଜାତୀୟ କାରୋବାର ଆରମ୍ଭ ହୋଇଛି । ରିପୋର୍ଟ ମୁତାବକ ସାଉଦି ଆରବରୁ ଏହା ପ୍ରଥମ ପର୍ଯ୍ୟାୟରେ ଜାପାନକୁ ପଠାଯିବ । ଆସନ୍ତୁ ଜାଣିବା ଏହି ବ୍ଳୁ ଆମୋନିଆର ବ୍ୟବହାର ସମ୍ପର୍କରେ । ବିଶ୍ୱରେ କାର୍ବନ ଡାଇଅକ୍ସାଇଡର ମାତ୍ରାକୁ ଏହା କମାଇ ପାରିବ । ବିନା ପ୍ରଦୂଷଣରେ…

ରାଜ୍ୟରୁ ସୁସ୍ଥ ହେଲେ ୩୮୯୬ କରୋନା ଆକ୍ରାନ୍ତ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୯୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ୬୫୭, କଟକରୁ ୪୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୨୨୬ ଜଣ, ଅନୁଗୁଳରୁ ୨୧୭ ଜଣ,…

ଟାଟା ଓ ୱାଲ୍‌ମାର୍ଟର ମିଳିତ ଉଦ୍ୟମରେ ଲଞ୍ଚ ହେବ ସୁପର୍ ଆପ୍‌: ୨୫ ବିଲିୟନ୍ ଡଲାର ବିନିଯୋଗ ପାଇଁ ଚାଲିଛି ଆଲୋଚନା

ଭୁବନେଶ୍ୱର : ଖୁଚୁରା ବ୍ୟବସାୟରେ ଇ କମର୍ସ କ୍ଷେତ୍ରକୁ ଓହ୍ଲାଇବ ଟାଟା ଗ୍ରୁପ୍ । ଡିଜିଟାଲ୍ ପ୍ଲାଟ୍‌ଫର୍ମର ବିକାଶ ପାଇଁ ଦେଶରେ ଖୁଚୁରା ବ୍ୟବସାୟରେ ଜିଓମାର୍ଟ, ଆମାଜନ ଏବଂ ଫ୍ଲିପ୍‌କାର୍ଟ ଭଳି ପ୍ରତିଯୋଗୀମାନଙ୍କ ସହ ପ୍ରତିଦ୍ୱନ୍ଦିତା କରିବା ପାଇଁ ଏକ ସୁପର୍ ଆପ୍ ଲଞ୍ଚ କରିବାକୁ…

ଆର୍ମେନିଆ-ଆଜରବୈଜାନ ମଧ୍ୟରେ ସଂଘର୍ଷ, ମଧ୍ୟପ୍ରାଚ୍ୟରେ ଅଶାନ୍ତ ପରିବେଶ

ଲଣ୍ଡନ: ଆର୍ମେନିଆ ଓ ଆଜରବୈଜାନ ମଧ୍ୟରେ ସଂଘର୍ଷ ଘଟିବା ଫଳରେ ମଧ୍ୟରେ ମଧ୍ୟ ପ୍ରାଚ୍ୟରେ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବା ସତ୍ୱେ ତୁର୍କୀ ଓ ରୁଷିଆ ଏହାକୁ ରୋକିବା ବଦଳରେ ଅଶାନ୍ତି ବଢ଼ାଇବାରେ ଲାଗିଛନ୍ତି । ଆଜରବୈଜାନକୁ ତୁର୍କୀ…

ରାସ୍ତାକଡରେ ଜଗିଛି ମୃତ୍ୟୁ !  

ଯାଜପୁର: ରାସ୍ତା କଡ ଓ ଛକ ବଜାରରେ ଜଗି ରହିଛି ମୃତ୍ୟୁ । ପ୍ରତି ମୁହୂର୍ତରେ ସାଧାରଣ ଲୋକଙ୍କ ଜୀବନ ପ୍ରତି ରହିଛି ବିପଦ ଆଶଙ୍କା । ଡେଥ୍ ପଏଂଟ ପାଲଟିଛି ସହରର ବିଭିନ୍ନ ସ୍ଥାନରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫରମର୍ । ଆମେ କହୁଛି ଯାଜପୁର ଜିଲ୍ଲା ଯାଜପୁର ରୋଡ ସହରର ଦୃଶ୍ୟ । ବିପଦସଙ୍କୁଳ…

ହ୍ରାସ ପାଇପାରେ ସ୍କୁଲ ଫି୍‌

କଟକ: ଓଡିଶା ହାଇକୋର୍ଟରେ ସ୍କୁଲ୍ ଫି ହ୍ରାସ ସମ୍ପର୍କିତ ମାମଲାରେ ସରକାରଙ୍କ ପକ୍ଷରୁ ମିଳିତ କମିଟି ରିପୋର୍ଟ ଦାଖଲ କରାଯାଇଛି । ସୂଚନାନୁଯାୟୀ ୭ଟି ସ୍ଲାବରେ ସ୍କୁଲ ଫି କମାଇବାକୁ ସୁପାରିଶ କରାଯାଇଥିବା ଜଣାପଡିଛି । ଏପରିକି ରେସିଡେନସିଆଲ୍ ସ୍କୁଲ ଫି ୩୦% କମିବାର ସମ୍ଭାବନା ରହିଛି ।…