Latest Odisha News

BREAKING NEWS

Yearly Archives

2020

୧୫୦ ବର୍ଷ ପରେ ବ୍ରିଟେନରେ ଦେଖାଗଲା ବିରଳ ନୀଳ ପ୍ରଜାପତି

ଲଣ୍ଡନ:ଦୀର୍ଘ ୧୫୦ ବର୍ଷ ପରେ ବ୍ରିଟେନରେ ବିରଳ ନୀଳ ପ୍ରଜାପତି ଦେଖିବାକୁ ମିଳିଛି । ୧୯୭୯ ପରଠାରୁ ଏହା ଆଉ ଦେଖା ଯାଉ ନ ଥିଲା । କରୋନା ଯୋଗୁ ବିଶ୍ୱରେ ପ୍ରଦୂଷଣ ହାର କମିଛି । କଟସୋଲ୍ଡ ପାହଡରେ ଏହି ପ୍ରଜାପତି ଦେଖିବାକୁ ମିଳିଛି । ଗତବର୍ଷ ରୋଡବୋରୋ କମନ ଏଥିପାଇଁ ୮୬୭ ଏକର ଜମି ପ୍ରଦାନ…

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାର ହସ୍ତକଳା ଶିଳ୍ପୀ ପରିବାର ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ମିସନ ଅନ୍ନ ସେବା…

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ମିସନ ଅନ୍ନ ସେବାର ଅଂଶ ସ୍ୱରୂପ କୋଭିଡ୍‌-୧୯ ଲକ୍‌ଡାଉନ୍ ସମୟରେ ସାରା ଦେଶରେ ପ୍ରବାସୀ ଶ୍ରମିକ ଓ ଅଭାବୀ ବର୍ଗର ଲୋକମାନଙ୍କୁ ପାଞ୍ଚ କୋଟିରୁ ଉର୍ଦ୍ଧ୍ୱ ଭୋଜନ ବଣ୍ଟନ ଓ ସହାୟତା ପ୍ରଦାନ କରିଥିବା ରିଲାଏନ୍ସ ଫାଉଣ୍ଡେସନ ଏବେ ଏହି ସହାୟତାକୁ ସଂପ୍ରସାରିତ…

ରାଜ୍ୟରେ ଆଉ ୯ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୯ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୩୩୩ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, କଟକରୁ ୨, ଗଞ୍ଜାମରୁ ୧, କେନ୍ଦୁଝରରୁ ୧, ନୟାଗଡରୁ ୧ ଏବଂ ସମ୍ବଲପୁର ଜିଲ୍ଲାରୁ…

ରେକର୍ଡ ଭାଙ୍ଗିଲା କରୋନା; ଗୋଟିଏ ଦିନରେ ଓଡିଶାରେ ସର୍ବାଧିକ ୨୪୯୬ ଆକ୍ରାନ୍ତ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ସର୍ବାଧିକ ୨୪୯୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ୧୨୬ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ ୪୭ ହଜାର କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ମିଶନ ୫୦ ହଜାର କୋଭିଡ୍ ଟେଷ୍ଟିଂ ଲକ୍ଷ୍ୟରେ ବଢୁଛି ଓଡ଼ିଶା । ଏବେ ଦୈନିକ ୪୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଉଛି । ଗତ ୨୪ ଘଣ୍ଟାରେ ରେକର୍ଡ ୪୭ ହଜାର ୮୮୭ ଟେଷ୍ଟ କରାଯାଇଛି । ଗତ ୨୪ ଘଣ୍ଟାରେ ୪୦ ହଜାର ୭୬୧ ଆଣ୍ଟିଜେନ୍ ଓ ୭ ହଜାର ଆରଟିପିସିଆର ପରୀକ୍ଷା ହୋଇଛି । ଏହି…

ପାଞ୍ଚ ମାସ ପରେ ସର୍ବସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୭୪ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ମହାମାରୀ ଓ ପରବର୍ତ୍ତୀ ଲକଡାଉନ ଯୋଗୁ ପାଞ୍ଚ ମାସ ପରେ କୌଣସି ସର୍ବସାଧାରଣ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଛନ୍ତି । ମାର୍ଚ୍ଚ ମାସ ପରେ ଏହା ଥିଲା…

ନିଲମ୍ବିତ ହେଲେ ଜଳେଶ୍ୱର ଥାନା ଆଇଆଇସି

କଟକ: ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁଙ୍କୁ ନିଲମ୍ବିତ କରାଯାଇଛି । କ୍ଷମତାର ଦୂରୁପଯୋଗ କରିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଶନିବାର ଦିନ ଓଡିଶା ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଅଭୟ ସୂଚନା ଦେଇଛନ୍ତି । ଏନେଇ ସେ ଟ୍ୱିଟ୍ ମଧ୍ୟ କରିଛନ୍ତି…

ପ୍ରଧାନମନ୍ତ୍ରୀ କହିଲେ ଦେଶରେ କେବେ ଆସିବ କରୋନା ଟିକା ?

ନୂଆଦିଲ୍ଲୀ: କରୋନା ସହ ଲଢୁଛି ସାରା ଦେଶ । ଏବେ ଭ୍ୟାକିସିନ ବିକଶିତ କରିବାରେ ଲାଗିଛନ୍ତି ବିଶ୍ୱର ବିଭିନ୍ନ ଦେଶ । ଭାରତରେ କେବେ ଆସିବ କରୋନା ଟିକା, ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଭ୍ୟାକସିନ୍ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଐତିହାସିକ ଲାଲକିଲ୍ଲାରୁ…

ଭାରତରେ ୨୪ ଘଣ୍ଟାରେ ୬୫ ହଜାରରୁ ଉର୍ଦ୍ଧ୍ୱ ପଜିଟିଭ, ୯୯୬ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୨୫,୨୬,୧୯୩କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ସୀମାରେ ଯବାନ ପାଳିଲେ ସ୍ୱାଧୀନତା ଦିବସ

ନୂଆଦିଲ୍ଲୀ: ସୀମାରେ ଯବାନ ପାଳିଲେ ୭୪ତମ ସ୍ୱାଧୀନତା ଦିବସ । ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାବାହିନୀ । ଲଦାଖରେ ସମୁଦ୍ର ପତ୍ତନରୁ ୧୭ ହଜାର ଫୁଟ୍ ଉପରେ ତ୍ରିରଙ୍ଗା ଉଡ଼ାଇଛନ୍ତି ଆଇଟିବିପି ଯବାନ । Indo-Tibetan Border Police (ITBP)…