Latest Odisha News

BREAKING NEWS

Yearly Archives

2020

ରିୟା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଗୁଡେଇ ତୁଡେଇ ଜେରା କରୁଛି ଇଡି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ରାଜପୁଜ ମୃତ୍ୟୁ ମାମଲାରେ ଦିନକୁ ଦିନ ବଢ଼ୁଛି ସସ୍‌ପେନ୍ସ । ଏହି ମାମଲାରେ ଆଜି ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଇଡି ପୁଣି ଥରେ ମାରାଥନ ଜେରା କରିଛି । ଦ୍ୱିତୀୟଥର ରିୟାଙ୍କୁ ଇଡି ପଚରାଉଚରା କରୁଛି । କେବଳ ରିୟା ତାଙ୍କ ବାପା ଓ ଭାଇଙ୍କୁ…

ବିଗ୍ ବସ୍ ୧୪ରେ ସଲମାନ୍ ଖାନ୍‌; ପ୍ରୋମୋ ଭିଡିଓ ରିଲିଜ

ମୁମ୍ବାଇ: ବହୁ ପ୍ରତିକ୍ଷିତ ରିୟାଲିଟି ଶୋ ‘ବିଗ୍ ବସ୍‌’ର ନୂଆ ସିଜିନ୍ ଆସିବାକୁ ଯାଉଛି। ଯେଉଁଥିରେ ସଲମାନ୍ ଖାନ୍ ହୋଷ୍ଟିଂ କରିବେ । ଏନେଇ ମେକର୍ସଙ୍କ ପକ୍ଷରୁ ଶୋ’ର ପ୍ରୋମୋ ଭିଡିଓ ରିଲିଜ କରାଯାଇଛି ।…

ରିୟାଙ୍କ ହ୍ୱାଟ୍ସଅପ୍ ମେସେଜ ଶେୟାରର ଜବାବ ଦେଲେ ସୁଶାନ୍ତଙ୍କ ଭଉଣୀ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ସନ୍ଦେହ ଘେରରେ ରହୁଛନ୍ତି । ଯେଉଁଥିରୁ ସୁଶାନ୍ତ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ଉପରେ ଖୁସିନଥିବା ଜଣାପଡୁଥିଲା । ରିୟା ଶେୟାର କରିଥିବା ମେସେଜରେ ସୁଶାନ୍ତ ରିୟାଙ୍କ ପରିବାର ବର୍ଗଙ୍କ ପ୍ରଶଂସା କରିଥିବା ନଜର ଆସିଥିଲା ।…

ଅନୁଗୁଳରେ ପୁଣି ଏଟିଏମ୍ ଲୁଟ୍‌, ୨ଲକ୍ଷରୁ ଅଧିକ ଟଙ୍କା ଚୋରି

ଅନୁଗୁଳ: ଅନୁଗୁଳରେ ମାତିଛନ୍ତି ଏଟିଏମ୍ ଲୁଟେରା । ଲଗାତର ଦୁଇ ଦିନରେ ଦୁଇଟି ଏଟିଏମ୍ ଲୁଟ୍ କରିଛନ୍ତି ଲୁଟେରା । ଆଜି ଦ୍ୱିତୀୟ ଦିନରେ ଅମଲାପଡା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ ଭାଙ୍ଗି ଲୁଟେରାମାନେ ୨ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି । ଆଜି ସକାଳେ ବ୍ୟାଙ୍କ କର୍ମଚାରୀ…

ରାଜ୍ୟରେ ମନ୍ଦିର ଖୋଲିବା ନେଇ ବିଚାର ଚାଲିଛି

ଭୁବନେଶ୍ୱର: ରାଜ୍ୟରେ ମନ୍ଦିର ଖୋଲିବା ନେଇ ହାଇକୋର୍ଟଙ୍କ ପକ୍ଷରୁ ଗ୍ରୀନ୍ ସିଗ୍‌ନାଲ ମିଳି ସାରିଛି । ତେବେ ମହାମାରୀ କରୋନା ଭିତରେ ମନ୍ଦିର ଖୋଲିବ ନା ନାହିଁ ସେ ନେଇ ବିଚାର ବିମର୍ଷ ଚାଲିଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । କୋଭିଡ ନିୟମ ନେଇ ଆଲୋଚନା ଜାରି ରହିଛି ବୋଲି…

ସୁନ୍ଦରଗଡରେ ୨୩ ଶହ ଡେଇଁଲା କରୋନା ସଂକ୍ରମଣ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୨୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ…

ରାଜ୍ୟରେ ମନ୍ଦିର ଖୋଲିବା ନେଇ ହାଇକୋର୍ଟଙ୍କ ଗ୍ରୀନ୍ ସିଗ୍‌ନାଲ

କଟକ: ରାଜ୍ୟରେ ଖୁବ୍‌ଶୀଘ୍ର ଖୋଲିବ ମନ୍ଦିର । ଏନେଇ ହାଇକୋର୍ଟଙ୍କ ପକ୍ଷରୁ ମିିଳିଛି ଗ୍ରୀନ୍ ସିଗ୍‌ନାଲ । କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟସ୍ଥାନରେ ମନ୍ଦିର ଖୋଲିପାରିବ  । ହାଇକୋର୍ଟରେ ପୁରୀ ଶ୍ରୀମନ୍ଦିର ସହିତ ଅନ୍ୟ ମନ୍ଦିର ଖୋଲିବା ସମ୍ପର୍କିତ ମାମଲାର ଶୁଣାଣି କରି ଏଭଳି ନିଷ୍ପତ୍ତି…

ଭିଜିଲାନ୍ସ ଜାଲରେ ଫସିଲେ ଚିଲିକା ଡିଏଫଓ

ଚିଲିକା: ବାଲୁଗାଁ ସ୍ଥିତ ଚିଲିକା ୱାଇଲ୍ଡ ଲାଇଫ୍ ଡିଭିଜନ୍ ଡିଏଫଓ ଆଲୋକ ରଞ୍ଜନ ହୋତାଙ୍କ ବିରୋଧରେ ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଡିଏଫଓଙ୍କ ବାଲୁଙ୍ଗା ସ୍ଥିତ କାର୍ଯ୍ୟାଳୟ ଓ ବାସଭବନ ସମେତ ଅନେକ ସ୍ଥାନରେ…

ଭାଇରାଲ୍ ଅଡିଓ ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ହସ୍ପିଟାଲରେ କୋଭିଡ ରୋଗୀଙ୍କ ଚିକିତ୍ସା ସମ୍ବନ୍ଧୀୟ ଏକ ଅଡିଓ ଭାଇରାଲ୍ ହେବା ଘଟଣାରେ ପୋଲିସ ସୋମବାର ଦିନ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ବ୍ୟକ୍ତି ହେଉଛନ୍ତି ବିଶ୍ୱଜିତ ମହାନ୍ତି ଓ ଲକ୍ଷ୍ମୀକାନ୍ତ ବେହେରା ଏବଂ ଦୁହେଁ ମଞ୍ଚେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି।…

ଆଣ୍ଡାମାନରେ ଅପ୍ଟିକାଲ୍ ଫାଇବର କେବୁଲର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ହାଇସ୍ପିଡ୍ ଅପ୍ଟିକାଲ୍ ଫାଇବର କେବୁଲ ପ୍ରକଳ୍ପର ଉଦଘାଟନ୍ କରିଛନ୍ତି । ଏହି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରୁ ଚେନ୍ନାଇ ଯାଏଁ ପାଣି ତଳେ ଅତ୍ୟାଧୁନିକ୍ ଟେଲିକମ୍ କେବୁଲ୍ କୁ ପ୍ରାୟ ୮ଟି…