Latest Odisha News

BREAKING NEWS

Yearly Archives

2020

ବିଦେଶିନୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ହୋଟେଲ ମାଲିକ ଗିରଫ

ଚଣ୍ଡୀଗଡ଼: ହରିୟାଣାରେ ଲଜ୍ଜା । ଦିବେଶିନୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ହୋଟେଲର ଥାଇଲ୍ୟାଣ୍ଡର ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି । ହିସାରର ଏକ ହୋଟେଲରେ ଗତ ୭ ତାରିଖ…

୨ ଦିନ ପାଇଁ ସଟଡାଉନ ଘୋଷଣା ହେଲା କଳାହାଣ୍ଡିର ଏହି ସହର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବଢୁଛି ସଂକ୍ରମଣ । ସଂକ୍ରମଣର ବିସ୍ତାରରେ ସାମାନ୍ୟ ଅଙ୍କୁଶ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେସିଙ୍ଗା ସହରରେ ଦୁଇ ଦିନିଆ ସଟ ଡାଉନ ଘୋଷଣା କରାଯାଇଛି । ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଓ ମଙ୍ଗଳବାର ଦୁଇଦିନ…

କାର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା

ବେଙ୍ଗାଳୁରୁ: କରୋନା ପଜିଟିଭ ଚିହ୍ନଟ ହେଲେ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି ସି ଶିରାମୁଲୁ । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ତାଙ୍କୁ ଜ୍ବର ହେବାରୁ ସେ କରୋନା ସ୍ବାବ ପରୀକ୍ଷା କରାଇଥିଲେ ଯାହାର ନମୁନା ପଜିଟିଭ ଆସିଥିବା ଶିରାମୁଲୁ କହିଛନ୍ତି ।…

ଗୋପ ଅଞ୍ଚଳରେ ପୋଲିସକୁ ଅଟକ ରଖି ୨୨ ଜଣ ଗିରଫ

ପୁରୀ: ଗୋପ ଥାନା ରେଢୁଆ ଗାଁରେ ପୋଲିସକୁ ଅଟକ ରଖିବା ଘଟଣାରେ ଗିରଫଦାରୀ । ୧୫ ଜଣ ମହିଳାଙ୍କ ସମେତ ୨୨ ଜଣଙ୍କୁ ଗିରଫ କରାଯାଇଛି । ଗତ ୬ ତାରିଖରେ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ରେଢୁଆ ଗାଁକୁ ଯାଇଥିବା ଗୋପ ଥାନା ପୋଲିସ । ସେତେବେଳେ ଗାଁ ଲୋକ ପୋଲିସ ଟିମକୁ ଘଣ୍ଟା ଘଣ୍ଟା ଅଟକ ରଖିଥିଲେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ତା ୧୦-୮-୨୦୨୦  ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୧୦ ରିଖ ସୋମବାର କର୍କଟ ୨୬ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-:  ମିଥୁନ ରାଶିର ଘାତ ଚନ୍ଦ୍ର: ମେଷ ରାଶିର ଆଜି: ତାଳ …

ଭଦ୍ରକରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ସ୍ୱର୍ଣ୍ଣ କଇଁଛ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତିର ସ୍ୱର୍ଣ୍ଣ କଇଁଛ । ଏହାକୁ ଭଗବାନ ଭାବେ ପୂଜା କଲେ ଉଦ୍ଧାରକାରୀ ଚାଷୀ । ମିଳିଥିବା ସୂଚନା ଅନୁସାରେ, ଏହି ଅଞ୍ଚଳର ଜଣେ ଚାଷୀ ନିଜ ବିଲରେ ହଳ କରୁଥିଲେ। ହଠାତ ସୁନା ରଙ୍ଗର ଏହି ବିରାଟ କଇଁଛକୁ ଦେଖି ସେ…

କୋଭିଡ ଗାଇଡ଼ଲାଇନ ସହ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ସବୁଠି କରୋନାର କରାଳ ଛାୟା। ଉଭୟ ଦେଶରେ ଓ ରାଜ୍ୟରେ ମହାମାରୀ କରୋନାର ସଂକ୍ରମଣ ବଢି ବଢି ଚାଲିଛି । ଏହାରି ମଧ୍ୟରର ଆଗକୁ ଆସୁଛି ସ୍ୱାଧୀନତା ଦିବସ । ଚଳିତ ଥର କୋଭିଡ ଗାଇଡ଼ଲାଇନ ସହ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି…

ଆଶ୍ୱସ୍ତି: ଆକ୍ରାନ୍ତଙ୍କ ଅନୁପାତରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ୍

ନୂଆଦିଲ୍ଲୀ: ଭାରତରେ ଶିଖର ଛୁଉଁଛି ସଂକ୍ରମଣ । ପ୍ରତିଦିନ ନୂଆ ରେକର୍ଡ। ପ୍ରତି ୨ ଦିନରେ ଥରେ ଲକ୍ଷେ ପାର ହେଉଛି ସଂକ୍ରମିଟଙ୍କ ସଂଖ୍ୟା । ଅନ୍ୟ ଦେଶ ତୁଳନାରେ ଭାରତରେ ଆକ୍ରାନ୍ତଙ୍କ ଅନୁପାତରେ ମୃତଙ୍କ ପରିମାଣ ଯଥେଷ୍ଟ କମ୍ ରହିଛି। ଦେଶର ଦୁର୍ବଳ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗୁଁ ଭାରତ…

ଗୁଣି ସନ୍ଦେହରର ବୃଦ୍ଧଙ୍କ ଗଳା କାଟି ହତ୍ୟା ଅଭିଯୋଗ

ମାଲକାନଗିରି: ଥମୁନି ଅନ୍ଧ ବିଶ୍ୱାସର ବର୍ବରତା । ଏଇ ଅନ୍ଧାରରେ ଆଜିବି ଜଳୁଛି ମଣିଷ । ମାଲକାନଗିରି ଜିଲ୍ଲାରେ ଗୁଣିଗାରେଡ଼ି ସନ୍ଦେହରେ ପୁଣି ହତ୍ୟା ଅଭିଯୋଗ । ମିଳିଥିବା ସୂଚନା ଅନୁସାରେ, ମାଲକନଗିରି ଥାନା ଅନ୍ତର୍ଗତ ତୁମସାପାଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି ଅନ୍ଧ ବିଶ୍ୱାସର ଆଉ ଏକ…

ତିନିଦିନ ପାଇଁ କାମାକ୍ଷାନଗର NAC ସଟଡାଉନ୍

ଢେଙ୍କାନାଳ: କରୋନା କବଳକୁ ଆସୁଛି ଢେଙ୍କାନାଳ ଜିଲ୍ଲା । ଅନ୍ୟ ଜିଲ୍ଲା ଗୁଡିକ ଭଳି ଢେଙ୍କାନାଳ ଜିଲ୍ଲାରେ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ଦିନ ଏଠାରୁ ୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରେ କେବଳ କାମାକ୍ଷାନଗର ଏନଏସିରୁ ଅଛନ୍ତି ୧୯ ଜଣ ଆକ୍ରାନ୍ତ…