‘ପୂରଣ ହେଲା ୧୩୫ କୋଟି ଭାରତୀୟଙ୍କ ସଂକଳ୍ପ’
ଅଯୋଧ୍ୟା: ସବୁୁ ପ୍ରତିକ୍ଷାର ଘଟିଛି ଅନ୍ତ । ରାମ ଜନ୍ମଭୂମିରେ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହିଛନ୍ତି, ପାଞ୍ଚ ଶତାବ୍ଦୀ ପରେ ୧୩୫ କୋଟି ଭାରତୀୟଙ୍କ ସଂକଳ୍ପ…