Latest Odisha News

BREAKING NEWS

Yearly Archives

2021

ହାରିଗଲେ କରୋନା ଯୋଦ୍ଧା ‘ପ୍ରଦୀପ ଘିୱାଲା’…

ଅନୁଗୁଳ: ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା ‘ପ୍ରଦୀପ ଘିୱାଲା’ । ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ ହୋଇଛି । ‘ବଡ଼ ଖବର’ ଅନୁଗୁଳ ବଇଣ୍ଡାର ପ୍ରତିନିଧି ପ୍ରଦୀପ ଘିୱାଲାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଆଠମଲ୍ଲିକରେ ଜୁନ୍ ୧ରେ ସେ କରୋନା ଟିକା ନେଇଥିଲେ । ତା…

ପୂର୍ବତଟ ରେଳପଥ ଓ ଦକ୍ଷିଣ ରେଳପଥ ପରିସୀମା ମଧ୍ୟରେ ପରିବର୍ତ୍ତିତ ସମୟରେ ଚଳାଚଳ କରିବ ଟ୍ରେନ୍

ଭୁବନେଶ୍ବର : ଦକ୍ଷିଣ ରେଳ ପରିସୀମା ମଧ୍ୟରେ କିଛି ସ୍ୱତନ୍ତ୍ର ଟ୍ରେନର ସମୟ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଯାତାୟାତ କରୁଥିବା ୪ ଯୋଡ଼ା ବିଶେଷ ଟ୍ରେନ ସହିତ ପୁରୀରୁ ଛାଡୁଥିବା ଗୋଟିଏ ଟ୍ରେନ ନୂଆ ସମୟ ଅନୁସାରେ ଚଳାଚଳ କରିବ ।…

ଦିଶାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ଆଳରେ ସଲମାନଙ୍କୁ ପୁନର୍ବାର ବୁଢ଼ା କହିଲେ କେଆରକେ

ମୁମ୍ବାଇ:ସଲମାନ ଖାଁ ଏବଂ କମାଲ ଖାଁଙ୍କ ମଧ୍ୟରେ ଉପୁଜିଥିବା ବିବାଦ କମିବାର ନାମ ନେଉ ନାହିଁ । ଆଜି ଦିଶା ପାଟ ପାଟନୀଙ୍କୁ ତାଙ୍କ ୨୯ତମ ଜନ୍ମ ଦିବସ ଶୁଭେଚ୍ଛା ଜଣାଇବା ଆଳରେ କେଆରକେ ପୁନର୍ବାର ସଲମାନଙ୍କୁ କଟାକ୍ଷ କରିଛନ୍ତି । ସେ ଦିଶାଙ୍କୁ ଟୁଇଟ କରିଛନ୍ତି, ପ୍ରିୟ ଦିଶା ପାଟନୀ ତୁମକୁ…

ରାଜ୍ୟ ସରକାରଙ୍କୁ ୫ ହଜାର ଅକ୍ସିଜେନ୍ ସିଲିଣ୍ଡର ଦେଲା ଆର୍ସେଲର ମିତ୍ତଲ ନିପନ ଷ୍ଟିଲ

ଭୁବନେଶ୍ବର : ରାଜ୍ୟ ସରକାରଙ୍କୁ ମିଳିଲା ଅକ୍ସିଜେନ୍ ସିଲିଣ୍ଡର । ଆଜି ଆଉ ୫ ହଜାର ଅକ୍ସିଜେନ୍ ସିଲିଣ୍ଡର ପ୍ରଦାନ କରିଛି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ । ରାଜ୍ୟ ଔଷଧ ନିଗମ ପରିସରରେ ଇପିକଲ ଏମଡି ନୀତିନ ଭାନୁଦାସ ଜାୱଲେଙ୍କୁ ନିପନ ଷ୍ଟିଲ କର୍ତ୍ତୃପକ୍ଷ ଏହି ଅକ୍ସିଜେନ୍ ସିଲିଣ୍ଡର ପ୍ରଦାନ…

୨୨ ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଏଜବେଷ୍ଟନ: ଇଂଲଣ୍ଡକୁ ବିପକ୍ଷରେ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ୧-୦ରେ ସିରିଜ ବିଜୟୀ ହାସଲ କରିଛି । ୨୨ ବର୍ଷ ପରେ ଇଂଲଣ୍ଡ ମାଟିରେ କିୱି ଦଳ ଏହି ସଫଳତା ହାସଲ କରିଛନ୍ତି । ୧୯୯୯ରେ ଦଳ ଷ୍ଟିଫେନ ଫ୍ଲେମିଂଙ୍କ ନେତୃତ୍ୱରେ ଦଳ ୨-୧ରେ ସିରିଜ ଜିତିଥିଲା । ତେବେ ନ୍ୟୁଜିଲାଣ୍ଡ ଏହି ସଫଳତା ଟିମ୍…

ମହଙ୍ଗା ପଡିଲା ମାଛଧରା, ଝାମ୍ପିନେଲା କୁମ୍ଭୀର

କେନ୍ଦ୍ରାପଡା: ରାଜନଗରର ଭିତରକନିକା ଜାତୀୟ ଉଦ୍ୟାନ ନଦୀରେ କୁମ୍ଭୀର ଆତଙ୍କ । ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନଦୀରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣିନେଇଥିବା ସୂଚନା ମିଳିଛି । ମାଛ ଧରିବାକୁ ଯାଇଥିବା ମହିଳାଙ୍କ ଖଣ୍ଡବିଖଣ୍ଡିତ ଶରୀର ଉଦ୍ଧାର ହୋଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ…

ଅଳ୍ପ ବର୍ଷାରେ ବେହାଲ୍ ସ୍ଥିତି,୧୫ ଦିନ ମଧ୍ୟରେ ସମାଧାନ ନିର୍ଦ୍ଦେଶ

କଟକ:  ଅଳ୍ପ ବର୍ଷାରେ ବେହାଲ୍ ସ୍ଥିତି । କଟକରେ ଉପୁଜୁଛି ଜଳବନ୍ଦୀ ସ୍ଥିତି । ବିଶେଷ କରି ମହାନଦୀବିହାର ଅଞ୍ଚଳରେ ଅଳ୍ପ ବର୍ଷାରେ ବି ସମସ୍ୟା ଉପୁଜୁଛି । ଏନେଇ ଖୁବଶିଘ୍ର ସମସ୍ୟାର ସମାଧାନ କରିବାକୁ ତତ୍ପର ହୋଇଛି ପ୍ରଶାସନ । ରାସ୍ତା ମରାମତି ସହିତ ଜଳ ନିସ୍କାସନ କିଭଳି ସୁରୁଖୁରୁରେ…

ପେଷ୍ଟ୍ରିରେ ଡ୍ରଗ୍ସ ମିଶାଇ ବିକ୍ରି

ମୁମ୍ବାଇ : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ବେକେରୀ ଉପରେ ଚଢ଼ଉ । ମୁମ୍ବାଇର ମାଲାଡ ଅଞ୍ଚଳରେ ଅବସ୍ଥିତ ଏକ ବ୍ୟାକେରି ଉପରେ ଚଢ଼ଉ ହୋଇଛି । ଏଠାରେ କେକ୍ ଏବଂ ପେଷ୍ଟ୍ରିରେ ଡ୍ରଗ୍ସ ମିଶାଇ ବିକ୍ରି ହେଉଥିଲା । ପ୍ରଥମ ଥର ପାଇଁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଏକ…

ବନବିଭାଗର ଚଢାଉ, ୩ ଲକ୍ଷ ଟଙ୍କାର ଶାଗୁଆନ କାଠ ଜବତ

ଢେଙ୍କାନାଳ : ଢେଙ୍କାନାଳ ବନବିଭାଗର ଚଢାଉ, ୩ ଲକ୍ଷ ଟଙ୍କାର ଚୋରା ଶାଗୁଆନ କାଠ ଜବତ । କାମାକ୍ଷାନଗର ଅଁଳାବେରେଣୀ ଫରେଷ୍ଟ ସେକ୍ସନ ତୁମୁସିଙ୍ଗା ଗାଁରୁ ବନ ବିଭାଗ ୧୮୦ ସିଫଟ ଶାଗୁଆନ କାଠ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ।  ଖବର ପାଇ କାମାକ୍ଷାନଗର…

ମା’ ଉଗ୍ରତାରା ପୀଠରେ ୧୪୪ ଧାରା

ଭୂଷଣ୍ଢପୁର : ମା’ ଉଗ୍ରତାରା ପୀଠରେ ଲାଗୁ ହେଲା ୧୪୪ ଧାରା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି । ଭୂଷଣ୍ଢପୁର ମୂଳିଝର ଗଡ଼ ସ୍ଥିତ ମା’ ଉଗ୍ରତାର ପୀଠ । ମା’ଙ୍କର ମୂଖ୍ୟ ପର୍ବ ଦୁଇଟି ଦଶହରା ଓ ରଜ ପର୍ବ । କରୋନା ପାଇଁ ରଜଯାତ୍ରା ପର୍ବ ପାଳନ ଉପରେ ମନ୍ଦିରରେ…