ମର୍ମନ୍ତୁଦ ସଡକ ଦୁର୍ଘଟଣା,ଜଣେ ଶ୍ରମିକ ମୃତ
ପରଜଙ୍ଗ: ପରଜଙ୍ଗରେ ମର୍ମନ୍ତୁଦ ଦୁର୍ଘଟଣା । ଜଣେ ଶ୍ରମିକ ମୃତ । ଶ୍ରମିକଙ୍କୁ ଟାଟା ଏସି ଗାଡିରୁ ଘୋଷାଡି ନେଲା ଟ୍ରକ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ କେନାଲ ବ୍ରିଜ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୃତ ଶ୍ରମିକ ଜଣଙ୍କ…