ଏହି ରାଜ୍ୟରେ ଜୁନ୍ ୧୪ ଯାଏ ବଢିଲା ଲକଡାଉନ୍
ବେଙ୍ଗାଲୁରୁ: କର୍ଣ୍ଣାଟକରେ ପୁଣି ବଢିଲା ଲକ୍ଡାଉନ୍। ପୂର୍ବରୁ ଜାରି ରହିଥିବା ଲକ୍ଡାଉନ୍ ଅବଧିକୁ କର୍ଣ୍ଣାଟକ ସରକାର ଜୁନ୍ ୧୪ ଯାଏ ବୃଦ୍ଧି କରିଥିବା ସୂତ୍ରରୁ ପ୍ରକାଶ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଡିୟୁରପ୍ପା କହିଛନ୍ତି ଯେ ରାଜ୍ୟରେ କରୋନାଭାଇରସ୍ ସମ୍ପୂର୍ଣ୍ଣ…