Latest Odisha News

BREAKING NEWS

Yearly Archives

2021

ଓଡ଼ିଶାରୁ ସୁସ୍ଥ ହେଲେ ୧୦ ହଜାରରୁ ଅଧିକ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୧୦ ହଜାର ୪୩୪ ଜଣ। ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। https://twitter.com/HFWOdisha/status/1400443486382346241?s=19 ଆଜିର…

ଭୁବନେଶ୍ବରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଲେ ଅମ୍ରିତ

ଭୁବନେଶ୍ବର : ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଲେ ଅମ୍ରିତ ପ୍ରଧାନ । ଏମସରେ ଚିକିତ୍ସିତ ହେଉଥିବା ଅମ୍ରିତଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋ ହସପିଟାଲକୁ ସ୍ଥାନାନ୍ତରଣ କରାଯାଇଛି । ଇକ୍ମୋ ସଂଯୁକ୍ତ ସ୍ବତନ୍ତ୍ର ବିମାନରେ ଅମ୍ରିତଙ୍କୁ ଚେନ୍ନାଇ ନିଆଯାଇଛି । କରୋନାରେ ସଂକ୍ରମିତ ହେବା…

ବାବା ରାମଦେବଙ୍କୁ ହାଜର ହେବାକୁ ସମନ ଜାରୀ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଦିଲ୍ଲୀ ମେଡିକାଲ ଆସୋସିଏଶନ କରୋଲିନ କିଟ କରୋନା ଭଲ କରୁଥିବା ନେଇ ରାମଦେବ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏ ନେଇ କୋର୍ଟ ତାଙ୍କୁ ସମନ ଜାରୀ କରିଛି । ମାମଲାର ପରବର୍ତୀ ଶୁଣାଣୀ ଜୁଲାଇ…

ମାତିଛନ୍ତି ଧଳା ଜହର ମାଫିଆ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ : ସାରା ରାଜ୍ୟରେ ମାତିଛନ୍ତି ଧଳା ଜହର ମାଫିଆ । ବ୍ରାଉନ ସୁଗାର ଚାଲାଣ ବେଳେ କଟକରୁ ୩ ଜଣଙ୍କୁ ବାନ୍ଧିଛି ପୋଲିସ । ବ୍ରାଉନସୁଗାର ଚାଲାଣ କରୁଥିବା ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କଟକ ମଧୁପାଟଣା ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧ କେଜିରୁ ଅଧିକ ବ୍ରାଉନସୁଗାର…

ବୁଲା ପ୍ରାଣୀଙ୍କ ପାଇଁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର

ଭୁବନେଶ୍ୱର : ବୁଲା ପ୍ରାଣୀଙ୍କ ପାଇଁ ମଞ୍ଜୁର ହୋଇଛି ୬୭ ଲକ୍ଷ ୫୨ ହଜାର ଟଙ୍କା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତୃତୀୟ ପର୍ଯ୍ୟାୟରେ ଏହି ଟଙ୍କା ମଞ୍ଜୁର ହୋଇଛି । ଅସହାୟ ଭାବେ ବୁଲୁଥିବା ଗାଈ ଗୋରୁ ଓ କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ଏହି ଟଙ୍କା ଖର୍ଚ୍ଚ ହେବ । ଭୁବନେଶ୍ବର ମହାନଗର…

ଜୁନ୍ ୨୦ ଯାଏଁ ୬ ଯୋଡା ମେମୁ ଟ୍ରେନ୍ ବାତିଲ

ଭୁବନେଶ୍ୱର: କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ଦିଗରୁ ଜୁନ୍ ୨୦ ଯାଏଁ ଟ୍ରେନ୍ ଚଳାଚଳ ବାତିଲ, ଆଂଶିକ ବାତିଲ ଏବଂ ନିର୍ଦ୍ଧିଷ୍ଟ ଦିନ ମାନଙ୍କରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜୁନ ୧୧ ତାରିଖ ଠାରୁ ୨୦ ତାରିଖ ମଧ୍ୟରେ ବାତିଲ ହେଉଥିବା ଟ୍ରେନ୍ ୦୧. ୦୮୪୯୩/୦୮୪୯୪…

ଇଂଲଣ୍ଡରେ ପଂହଚିଲା ଟିମ୍ ଇଣ୍ଡିଆ

ଲଣ୍ଡନ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତୀୟ କ୍ରିକେଟ ଦଳ ଗୁରୁବାର ସାଉଥାମ୍ପଟନରେ ପଂହଚିଛନ୍ତି । ଉଭୟ ପୁରୁଷ ଏବଂ ମହିଳା ଦଳ ଇଂଲଣ୍ଡ ଗସ୍ତରେ ଆସିଛନ୍ତି । ରୋହିତ ଶର୍ମା ଏ ନେଇ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ମହିଳା ଟିମ୍…

ବାରିପଦାରେ ନକଲି ମଦ କାରଖାନା ଠାବ

ବାରିପଦା: କବାଡିଖାନା ଆଳରେ ଦୀର୍ଘ ଦିନ ହେବ ଚାଲିଥିଲା ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା। ଯାହା ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଶହେ ମିଟର ଦୂରରେ ରହିଛି। ବିଶେଷସୂତ୍ରରୁ ଖବର ପାଇ ପୋଲିସ୍ ଗତକାଲି ରାତିରେ ଚଢାଉ କରିଥିଲା ବେଳେ ଜବତ ହୋଇଛି ବିପୁଳ ନକଲି ବିଦେଶୀ ମଦ।…

କୋରାପୁଟ ସାଂସଦଙ୍କୁ ମିଳିଲା କଂଗ୍ରେସର ନୂଆ ଦାୟିତ୍ବ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗୁରୁବାର ଦିନ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲକାଙ୍କୁ ଦଳର ଜାତୀୟ ସେକ୍ରେଟାରୀ ଭାବେ ନିଯୁକ୍ତ କରିଛନ୍ତି। ଏଥିସହିତ ତାଙ୍କୁ ଛତିଶଗଡର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ନିକଟରେ ପାଞ୍ଚଟି ରାଜ୍ୟରେ ଶେଷ ହୋଇଥିବା…

ସୁସ୍ଥ ନବଜାତ ଶିଶୁକୁ ଜନ୍ମ ଦେଇଛନ୍ତି ୨୨୫ କରୋନା ଆକ୍ରାନ୍ତ ମହିଳା

ଅଗରତାଲା: କରୋନାଭାଇରସର ଦୁଇଟି ତରଙ୍ଗ ସମୟରେ ଅତିକମରେ ୨୨୫ କରୋନା ପଜିଟିଭ ଗର୍ଭବତୀ ମହିଳା ଅଗରତାଲା ସରକାରୀ ହସ୍ପିଟାଲ୍‌ରେ ସୁସ୍ଥ ନବଜାତ ଶିଶୁକୁ ଜନ୍ମ ଦେଇଛନ୍ତି। ନବଜାତ ଶିଶୁମାନେ ପରବର୍ତ୍ତୀ ସମୟରେ ଭୂତାଣୁରେ ସଂକ୍ରମିତ ହୋଇନଥିବା ଜଣାପଡିଛି। ପ୍ରଥମ ତରଙ୍ଗ ସମୟରେ, ୧୯୮…