ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୯୮୭୦ ସଂକ୍ରମିତ
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୯୮୭୦ ଜଣ। ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।
https://twitter.com/HFWOdisha/status/1395354678527881216?s=19
ଆଜିର ସଂଖ୍ୟାକୁ…