Latest Odisha News

BREAKING NEWS

Yearly Archives

2021

ନିଆରା ନବୀନ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜନୀତି ରଣକ୍ଷେତ୍ରରେ ଦୀର୍ଘ ୨୦ବର୍ଷ ଧରି କରୁଛନ୍ତି ରାଜ୍ । ୫ ମାର୍ଚ୍ଚ ୨୦୦୦ରୁ ନବୀନ ବିଜୁ ଜନତା ଦଳର ଅପ୍ରତିଦ୍ୱନ୍ଦୀ ନେତା ହେଉଛନ୍ତି ନବୀନ । କରୋନା କାଳରେ ମୁକାବିଲା ନେଇ ଆଗକୁ ବାହାରିଛନ୍ତି । ଏନେଇ ଜାତୀୟ ସ୍ତରରେ ମଧ୍ୟ ନବୀନଙ୍କୁ ଭୁରି…

ଭୁବନେଶ୍ୱରର ୪୩ଟି ସ୍ଥାନରେ ଓ କଟକର ୨୫ଟି ସ୍ଥାନରେ ପୋଲିସର ନାକାବନ୍ଦୀ

ଭୁବନେଶ୍ୱର: ଟ୍ୱିନ୍ ସିଟିରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଛି । ଶନିବାର ସକାଳୁ ସପ୍ତାହନ୍ତ ସଟଡାଉନ୍ ଆରମ୍ଭ ହୋଇ ସୋମବାର ସକାଳ ଯାଏ ବଳବତ୍ତର ରହିବ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଟ୍ୱିନସିଟିରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି…

ବ୍ରିଟେନ ରାଜପରିବାରର ପ୍ରସିଦ୍ଧ କଂଟ୍ରି କ୍ଲବ ଷ୍ଟୋକ ପାର୍କ କିଣିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ମୁକେଶ ଅମ୍ବାନୀ ଶୁକ୍ରବାର ବ୍ରିଟେନ ରାଜପରିବାରର ଖ୍ୟାତନାମା କଂଟ୍ରି କ୍ଲବ ଷ୍ଟୋର୍କ ପାର୍କକୁ କିଣିଛନ୍ତି । ୩୦୦ ଏକର ପରିବ୍ୟାପ୍ତ ଏହି କ୍ଲବକୁ କିଣିବା ପାଇଁ ମୁକେଶଙ୍କୁ ୫୯୨ କୋଟି ଟଙ୍କା ଦେବାକୁ ପଡିଥିଲା । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ…

ଖୁସି ଖବର : ଖୁବ୍ ଶୀଘ୍ର ଜର୍ମାନୀରୁ ଆସିବ ୨୩ ଅକ୍ସିଜେନ ଉତ୍ପାଦନ କ୍ଷମତା ପ୍ଲାଂଟ

ନୂଆଦିଲ୍ଲୀ: କରୋନା ମହାମାରୀ ଏବେ ଭାରତକୁ ଅସ୍ତବ୍ୟସ୍ତ କରି ଦେଲାଣି । ଏହି ସଙ୍କଟ ବେଳେ ମୂଖ୍ୟ ସମସ୍ୟା ଭାବେ ଉଭା ହୋଇଛି ଅକ୍ସିଜେନ । ଶୁକ୍ରବାର ଜର୍ମାନୀରୁ ୨୩ଟି ଅକ୍ସିଜେନ କ୍ଷମତା ରଖିଥିବା ପ୍ଳାଂଟ ଆଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତି ନେଇଛି । ଜର୍ମାନୀରୁ ବିମାନ ଯୋଗେ…

ପଶ୍ଚିମବଙ୍ଗକୁ ଲାଗିଥିବା ବାଲେଶ୍ୱରର ସମସ୍ତ ସୀମା ସିଲ୍, ଯାଞ୍ଚ କଡ଼ାକଡ଼ି

ବାଲେଶ୍ୱର: ପଶ୍ଚିମବଙ୍ଗରେ କରୋନାର ତ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ପରେ ଓଡ଼ିଶା ସରକାର ଜାରି କରିଛନ୍ତି କଡ଼ା କଟାକଣା । ପଶ୍ଚିମବଙ୍ଗର ଆସୁଥିବା ସମସ୍ତଙ୍କ ଲାଗି ୧୪ ଦିନିଆ କ୍ୱାରେଣ୍ଟାଇନକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରଶାସନ ପକ୍ଷରୁ ପଶ୍ଚିମବଙ୍ଗ…

ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି । ଟସ୍ ଜିତି ପଞ୍ଜାବ କିଙ୍ଗସ ଅଧିନାୟକ କେଏଲ ରାହୁଲ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ । ଉଭୟ ଟିମ୍ ଏହି…

କୋଭିଡ୍ ଯୁଦ୍ଧରେ ପ୍ରବାସୀ ଓଡ଼ିଆଙ୍କୁ ସାହାଯ୍ୟ କରୁଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର

ଭୁବନେଶ୍ୱର: ଦେଶବ୍ୟାପୀ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ବିଭିନ୍ନ ରାଜ୍ୟରେ ବେଡ୍ ଓ ଅକ୍ସିଜେନ୍ ସମସ୍ୟା ଆତଙ୍କ ସୃଷ୍ଟି କରିଛି । ଭୂତାଣୁ ସଂକ୍ରମଣର ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତେ ସାହାଯ୍ୟ ଚାହୁଁଛନ୍ତି । ଏଭଳି ଅସାଧାରଣ ସ୍ଥିତିରେ ପର ରାଇଜରେ କାମ କରୁଥିବା ଅସହାୟ ଓଡ଼ିଆଙ୍କ…

ବିଏମସି ଅଞ୍ଚଳରୁ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ୫୪୮ଟି ଲୋକାଲ୍ କେସ୍

ଭୁବନେଶ୍ୱର: ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ଦିନକୁ ଦିନ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିଛି । ଅନ୍ୟପଟେ ଦୈନିକ ସଂକ୍ରମଣ ମାମଲା ଭିତରୁ ୭୦ ପ୍ରତିଶତ ଲୋକାଲ୍ କେସ୍ ରହୁଛି । ଗତ ୨୪ ଘଣ୍ଟାରେ ରାଜଧାନୀରେ ୬୯୮ ଜଣ କରୋନା ସଂକ୍ରମିତ…

ଡିଜିସିଆଇ ପକ୍ଷରୁ ଭିରାଫିନ ଔଷଧ ବ୍ୟବହାର ନେଇ ସବୁଜ ସଙ୍କେତ

ନୂଆଦିଲ୍ଲୀ: ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିଜିସିଆଇ) ଶୁକ୍ରବାର ଜାଏଡସ କାଡିଲାର ଔଷଧ ଭିରାଫିନକୁ ବ୍ୟବହାର ପାଇଁ ସବୁଜ ସଙ୍କେତ ପ୍ରଦାନ କରିଛି । ତେବେ ଏହି ଔଷଧକୁ କେବଳ ଡାକ୍ତରଙ୍କ ପରାମର୍ଶକ୍ରମେ ବ୍ୟବହାର କରାଯାଇ ପାରିବ । ମଧ୍ୟମ ଧରଣର ଆକ୍ରାନ୍ତ କରୋନା ରୋଗୀଙ୍କୁ ଏହି…

ଓଡ଼ିଶାର ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ମାଗଣା ଭ୍ୟାକ୍ସିନ୍ ଦେବାକୁ ଅପରାଜିତାଙ୍କ ଦାବି

ଭୁବନେଶ୍ୱର: ମେ’ ପହିଲାରୁ ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେବ । ଦେଶର ସମସ୍ତ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ CoWIN ପୋର୍ଟାଲରେ ପଞ୍ଜିକରଣ କରି ଟିକା ନେଇ ପାରିବେ । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଟିକା ନେଇପାରିବେ ଇଚ୍ଛୁକ ବ୍ୟକ୍ତି । ୪୫ ବର୍ଷରୁ ଅଧିକ ବୟସ୍କ ଗରିବ…