Latest Odisha News

BREAKING NEWS

Yearly Archives

2021

ଖଣି କ୍ଷେତ୍ରରେ ସୃଷ୍ଟି ହେବ ୫୫ ଲକ୍ଷ ନିଯୁକ୍ତି, ସଂସଦରେ ପାରିତ ହେଲା ବିଧେୟକ

ନୂଆଦିଲ୍ଲୀ: ସୋମବାର ରାଜ୍ୟସଭାରେ ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ବିଲ୍-୨୦୨୧ ପାରିତ ହୋଇଛି । ବିଲ୍ ଉପରେ ଆଲୋଚନା କରି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଏହି ବିଧେୟକ ଦ୍ୱାରା ଖଣି କ୍ଷେତ୍ରରେ ୫୫ ଲକ୍ଷ ରୋଜଗାର ସୃଷ୍ଟି ହେବ । ଆସନ୍ତୁ ଜାଣିବା କଣ ପରିବର୍ତ୍ତନ…

ମହାତ୍ମାଗାନ୍ଧିଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂରଣ, କାଲି ବିଧାନସଭାରେ ହେବ ସ୍ବତନ୍ତ୍ର ଆଲୋଚନା

ଭୁବନେଶ୍ବର : ଆସନ୍ତାକାଲି ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂରଣ ହେବ । ଏହି ଅବସରରେ ଆସନ୍ତାକାଲି ବିଧାନସଭାରେ ହେବ ସ୍ବତନ୍ତ୍ର ଆଲୋଚନା । ଏଥିପାଇଁ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଆଲୋଚନାକୁ ବାତିଲ କରି ଗୃହରେ ସ୍ବତନ୍ତ୍ର ଆଲୋଚନା ହେବ । ଏନେଇ ବାଚସ୍ପତି…

ଏଥର ଦିଲ୍ଲୀରେ ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା, ପାରିତ ହେଲା ବିଧେୟକ

ନୂଆଦିଲ୍ଲୀ: ଦିଲ୍ଲୀରେ ଉପରାଜ୍ୟପାଳଙ୍କୁ ଏଥର ମିଳିବ ପୂର୍ବାପେକ୍ଷା ଅଧିକ କ୍ଷମତା । ଏ ନେଇ ଲୋକସଭାବେ ବିଧେୟକ ପାରିତ ହୋଇଛି । ଆମ ଆଦମୀ ପାର୍ଟି ଏହାକୁ ବିରୋଧ କରିଥିଲେ ମଧ୍ୟ କିଛି ପ୍ରଭାବ ପଡି ନ ଥିଲା । ଲୋକସଭାରେ ଗୃହ ରାଜ୍ୟ ମନ୍ତ୍ରୀ କିଶନ ରେଡ୍ଡୀ କହିଛନ୍ତି, ଦିଲ୍ଲୀ ଏକ ସୀମିତ…

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଫରେଷ୍ଟ ଗାର୍ଡଙ୍କ ଠାରୁ ନେଉଥିଲେ ଲାଞ୍ଚ

ନୟାଗଡ଼: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର । ନୟାଗଡ଼ ଛେମୁଣ୍ଡିଆ ସେକ୍ସନରେ ବନ୍ୟପ୍ରାଣୀ ଫରେଷ୍ଟର ବାବେ କାର୍ଯ୍ୟ କରୁଥିବା ଗୋଲେଖ ବିହାରୀ ବେହାରଙ୍କୁ ଭିଜିଲାନ୍ସ ଧରିଛି । ଗୋଲେଖ ୩୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭୁବନେଶ୍ୱର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଛେମୁଣ୍ଡିଆ ଫରେଷ୍ଟ…

ଟ୍ରକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ, ୨ ମୃତ

ଯାଜପୁର : ଯାଜପୁର କୁଆଖିଆ ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଫଳରେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଆମ୍ବୁଲାନ୍ସ ଡ୍ରାଇଭର ମାନସ ରଞ୍ଜନ ସିଂ ହୋଇଥିବା ବେଳେ, ଅନ୍ୟ ଜଣଙ୍କ ପରିଚୟ…

ଭାଙ୍ଗିଲା ଜାତୀୟ କବାଡି ପ୍ରତିଯୋଗିତା ଦର୍ଶକ ଗ୍ୟାଲେରୀ, ୧୦୦ରୁ ଅଧିକ ଆହତ

ହାଇଦ୍ରାବାଦ : ଜାତୀୟ ଜୁନିୟର କବାଡ଼ି ପ୍ରତିଯୋଗିତାରେ ଅଘଟଣ । ତେଲେଙ୍ଗାନାର ସୁରିୟାପେଟରେ ୪୭ତମ ଜାତୀୟ ଜୁନିୟର କବାଡ଼ି ପ୍ରତିଯୋଗିତା ଚାଲିଥିବା ବେଳେ ଭୁଷୁଡ଼ି ପଡ଼ିଲା ଷ୍ଟାଡିୟମର ଗ୍ୟାଲେରୀ । ଦର୍ଶକ ଗ୍ୟାଲେରି ଭୁଷୁଡ଼ି ପଡ଼ିବାରୁ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ…

ଜାତୀୟ ଫିଲ୍ମ ପୁରସ୍କାର: ଶାବନା ୫, କଙ୍ଗନା ୪

ମୁମ୍ବାଇ: କଙ୍ଗନା ରାନାୱତ ତାଙ୍କ ଫିଲ୍ମ କ୍ୟାରିୟରରେ ୪ର୍ଥ ଥର ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ହାତେଇଛନ୍ତି । ମଣିକର୍ଣ୍ଣିକା ଓ ପଙ୍ଗା ପାଇଁ ସେ ଚଳିତ ବର୍ଷ ଏହି ପୁରସ୍କାର ପାଇଛନ୍ତି । ଏଥିସହ କଙ୍ଗନା ଅଭିନେତ୍ରୀ ଭାବେ ସର୍ବାଧିକ ଥର ଜାତୀୟ ପୁରସ୍କାର ହାସଲ…

ପୁରୁଣା ବସ୍ କିଣେଇ ଦେବେ କହି ଠକି ନେଇଥିଲେ ସାଢ଼େ ୫ ଲକ୍ଷ ଟଙ୍କା

କଟକ: ବେଙ୍ଗଳୁରୁରେ ବିକ୍ରି ହେଉଛି ପୁରୁଣା ବସ୍ । ଦାମ୍ ମାତ୍ର ସାଢ଼େ ୫ ଲକ୍ଷ ଟଙ୍କା । ଏମିତି ବିଶ୍ୱାସ ଜନ୍ମାଇ ଠକ ଜଣଙ୍କ କଟକର ପ୍ରକାଶ ଚନ୍ଦ୍ର ନାୟକଙ୍କ ଠାରୁ ସାଢ଼େ ୫ ଲକ୍ଷ ଟଙ୍କା ନେଇ ଯାଇଥିଲେ । ବସ୍ ତ ବସ୍ ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲା ଅଭିଯୁକ୍ତ । ୨୦୧୮ ମସିହାରେ…

ତାମିଲନାଡୁ ନିର୍ବାଚନ ପାଇଁ ବିଜେପି ଜାରି କଲା ଇସ୍ତାହାର

ଚେନ୍ନାଇ : ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା ବିଜେପି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ଭି.କେ ସିଂଙ୍କ ଏହି ଇସ୍ତାହାର ଜାରି କରିଛନ୍ତି । ତେବେ ଏହି ଇସ୍ତାହାରରେ କୃଷକଙ୍କ ସହ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଇଛି । ବିଜେପିର ଘୋଷଣା ଅନୁସାରେ,…

ବିଷାକ୍ତ ମଦ ନେଲା ୪ ଜଣଙ୍କ ଜୀବନ, ASIଙ୍କ ସମେତ ୩ ଜଣ ପୋଲିସ କର୍ମଚାରୀ ନିଲମ୍ବିତ

ଉତ୍ତରପ୍ରଦେଶ: ଚିତ୍ରକୁଟରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ହୋଇଛି । ରାଜାପୁର ଅଞ୍ଚଳର ଖୋପା ଗାଁର କିଛି ଲୋକ ଏକ ଦୋକାନରୁ ମଦ କିଣି ପିଇଥିଲେ । ମଦ ପିଇବା ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ । ଶନିବାର ରାତି ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କର ବି…