Latest Odisha News

BREAKING NEWS

Yearly Archives

2021

ପୃଥିବୀର ଅତି ପାଖ ଦେଇ ଅତିକ୍ରମ କରିବ ଏକ ବିରାଟ ଉଲକାପିଣ୍ଡ

ନୂଆଦିଲ୍ଲୀ: ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି ବିରାଟ ଉଲକା ପିଣ୍ଡ । ମାର୍ଚ୍ଚ ୨୧ ତାରିଖରେ ପୃଥିବୀର ଅତି ପାଖ ଦେଇ ଏକ ଉଲକାପିଣ୍ଡ ଅତିକ୍ରମ କରିବ । ଏହା ହେଉଛି ଏବେସୁଦ୍ଧା ଅତିକ୍ରମ କରିଥିବା ସବୁଠାରୁ ବଡ ଉଲକା ପିଣ୍ଡ । ଏହା ବୁର୍ଜ ଖଲିଫା ଆକାରର ଦ୍ୱିଗୁଣ ହେବ ବୋଲି ସୂଚନା…

ଗୃହରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ବିଧାନସଭାରେ ବିଧାୟକ ସୁବାଷ ପାଣିଗ୍ରାହି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମଣ୍ଡି ସମସ୍ୟାକୁ ନେଇ ସାନିଟାଇଜର ପିଇବାକୁ ଉଦ୍ୟମ କରିଛନ୍ତି ବିଧାୟକ । ସାନିଟାଇଜର ପିଇବା ବେଳେ ବିଧାୟକଙ୍କ ହାତରୁ ଛଡେଇ ନେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିଧାୟକଙ୍କର ଏହି…

ସୂର୍ଯ୍ୟମୁଖୀ ଚାଷ କରିଛି ସ୍ବାବଲମ୍ବୀ, ଉଦାହରଣ ପାଲଟିଛନ୍ତି ତାଡମେରୁ ଗାଁ ଚାଷୀ

କନ୍ଧମାଳ:ଚାଷୀ ମୁହଁରେ ହସ ଦେଇଛି ସୂର୍ଯ୍ୟମୁଖୀ । ସୂର୍ଯ୍ୟମୁଖୀ ଚାଷ ପ୍ରତି ଏବେ କନ୍ଧମାଳରେ ଅଧିକାଂଶ ଚାଷୀ ଆଗ୍ରହ ପ୍ରକାଶ କରୁଛନ୍ତି । ବିଶେଷ କରି ଖଜୁରୀପଡା ବ୍ଳକ୍ ତାଡମେରୁ ଗାଁର କନ୍ଧ ସମ୍ପ୍ରଦାୟର ଚାଷୀ ସୂର୍ଯ୍ୟମୁଖୀ ଚାଷ କରି ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ହୋଇପାରିଛନ୍ତି ।…

କୋଏମ୍ବାଟୁର ଦକ୍ଷିଣ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢିବେ କମଲ ହାସନ

ଚେନ୍ନାଇ: ଅଭିନେତା ତଥା ରାଜନେତା କମଲ ହାସନ ଏପ୍ରିଲ ୬ ରେ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ ​​କୋଏମ୍ବାଟୁର ଦକ୍ଷିଣ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ତାଙ୍କ ଦଳର ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରି ଶୁକ୍ରବାର ଦିନ ଏମଏନଏମର ସଭାପତି…

ମନୋଜ ବାଜପେୟୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଟାଇମ୍ସ ଅଫ୍ ଇଣ୍ଡିଆ ଖବର ଅନୁଯାୟୀ ଅଭିନେତା ମନୋଜ ଭାଜପେୟୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିବାରେ ସେ ଏବେ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି। ମନୋଜ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଡେସପ୍ୟାଚ୍ ସୁଟିଂରେ ବ୍ୟସ୍ତ ଅଛନ୍ତି।…

ଟିକାକରଣ ପ୍ରମାଣପତ୍ରରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟର ନିର୍ଦ୍ଦେଶ…

ନୂଆଦିଲ୍ଲୀ: ଟିକାକରଣ ପ୍ରମାଣପତ୍ରରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଟିକାକରଣ ପ୍ରମାଣପତ୍ରରୁ ହଟେଇ ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ଘୋଷଣା କରିଛି । ନିର୍ବାଚନ କମିଶନଙ୍କ ନିକଟରୁ ନୋଟିସ ପାଇବା ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ରଣବୀରଙ୍କୁ ମିସ୍‌ କରୁଛନ୍ତି ଆଲିଆ

ନୂଆଦିଲ୍ଲୀ: ରଣବୀର କପୁର କରୋନା ସଂକ୍ରମିତ ହେବା ପରେ ସେ ଏବେ ସଙ୍ଗରୋଧରେ ରହୁଛନ୍ତି। ଏହି ସମୟରେ ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟ ତାଙ୍କୁ ଅତିଶୟ ମିସ୍‌ କରୁଥିବା ଜାଣିବାକୁ ମିଳିଛି। ଆଲିଆ ତାଙ୍କ ଇନଷ୍ଟାଗ୍ରାମରେ ନିଜର ଭାବନା ପ୍ରକାଶ କରିବାକୁ ଯାଇ ଉଭୟ ହାତ ଧରିଥିବା ଏକ ରୋମାଣ୍ଟିକ ଫଟୋ…

ବଜେଟରେ ନାହିଁ ଅର୍ଥ ବ୍ୟବସ୍ଥା, ବନ୍ଦ ହେଲା ବିଜୁ ଯୁବ ବାହିନୀ

ଭୁବନେଶ୍ୱର: ରାଜ୍ୟରେ ଏବେ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ଷମ ନାହିଁ । ବିଧାୟକ ଭବାନୀ ଭୋଇଙ୍କ ପ୍ରଶ୍ନର ଉତ୍ତର ଦେଇ ଏଭଳି ସୂଚନା ଦେଇଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାନସଭାରେ ଉତ୍ତର ରଖି ବିଜୁ ଯୁବ ବାହିନୀ ବନ୍ଦ ହୋଇଥିବା ମନ୍ତ୍ରୀ କହିଛନ୍ତି ।…

ଫିଲ୍ମ ‘ତୁଫାନ୍‌’ର ଟିଜର୍‌ ରିଲିଜ

ନୂଆଦିଲ୍ଲୀ: ଫରହାନ ଅଖତର ଷ୍ଟାରରଙ୍କ ଫିଲ୍ମ ତୁଫାନର ଟିଜର ରିଲିଜ ହୋଇଛି। ଏଥିରେ ଫରହାନଙ୍କ ବେଶ୍‌ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରରେ ଫର୍‌ହାନଙ୍କ ବ୍ୟତୀତ ପରେଶ ରାୱଲ, ମୃଣାଳ ଠାକୁର ଏବଂ ବିଜୟ ରାଜ ପ୍ରମୁକ ଭୂମିକାରେ ଅଭିନୟ କରିଛନ୍ତି। ଟୁଫାନ୍‌ର ଟିଜର…

କବି ପ୍ରଦୀପ ପଣ୍ଡା ଭୀମ ଭୋଇ ଚେୟାର ପ୍ରଫେସର ମନୋନୀତ

ସମ୍ବଲପୁର : ବିଶିଷ୍ଟ କବି ଓ ପ୍ରାବନ୍ଧିକ ଡ. ପ୍ରଦୀପ କୁମାର ପଣ୍ଡା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭୀମ ଭୋଇ ଚେୟାର ପ୍ରଫେସର ଭାବରେ ଯୋଗଦାନ କରିଛନ୍ତି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ୍. ନାଗାର୍ଜୁନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାକ୍ଷାତକାରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର…