Latest Odisha News

BREAKING NEWS

Yearly Archives

2021

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୪ ନୂଆ କରୋନା ପଜିଟିଭ

ଭୁବନେଶ୍ୱର: କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ଚିନ୍ତା ବଢ଼ାଇଛି । ସଂକ୍ରମଣ ଦିନକୁ ଦିନ ଡରାଉଛି । ୨୪ ଘଣ୍ଟା ରାଜ୍ୟରେ ୧୭ଟି ଜିଲ୍ଲାରୁ ୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୭ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ…

ମଣ୍ଡି ତାତିରେ ଗୃହ ଅଚଳ, ଯୋଗାଣ ମନ୍ତ୍ରୀ ବିବୃତି ରଖିବାକୁ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ଭଳି ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ଲାଗି ରହିଛି । ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭର ପ୍ରଥମ ଦିନରୁ ଧାନ କିଣା ସମସ୍ୟାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ପ୍ରଶ୍ନକାଳ ଚାଲି…

ୱାଇ.କେ ଜେଠୱାଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ୧୯୯୪ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଫିସର ୱାଇ.କେ ଜେଠୱା ଅତିରିକ୍ତ ଭାବେ କ୍ରାଇମବ୍ରାଞ୍ଚ ଏଡିଜି ଦାୟିତ୍ୱ ତୁଲାଇବେ । କ୍ରାଇମବ୍ରାଞ୍ଚ ଏଡିଜି ଦାୟିତ୍ୱରେ ଥିବା ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଟ୍ୱିନ୍ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ…

ସିଏମ୍ ଶିବରାଜ ସିଂଙ୍କ ବଡ଼ ଘୋଷଣା; ମଧ୍ୟପ୍ରଦେଶରେ ୩୦,୦୦୦ ରୁ ଅଧିକ ସହିଦଙ୍କ ପାଇଁ ପ୍ରତିଷ୍ଠା ହେବ ଯୁଦ୍ଧ ସ୍ମାରକୀ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ରାଜ୍ୟରେ 'ସ୍ୱାଧୀନତାର ଅମୃତ ମହୋତ୍ସବ' ଆରମ୍ଭ କରିଛନ୍ତି। ଦେଶର ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ନେଇ ଏହି କାର୍ଯ୍ୟକ୍ରମ ସାରା ଦେଶରେ ପାଳନ କରାଯାଉଛି। ୧୫ ଅଗଷ୍ଟ ୨୦୨୨ ରେ ଭାରତର ସ୍ବାଧୀନତାର ୭୫ ବର୍ଷ ପୂରିବ। ଦେଶର…

ଏମିତି ପୁଅ କାହାକୁ ନମିଳୁ, ନିଜ ମାଆକୁ ଇଟାରେ ଛେଚି ମାରିଦେଲା

କେନ୍ଦୁଝର: ମାଆକୁ ମାରି ଦେଲା ପୁଅ । ଯେଉଁ ପୁଅ ବୃଦ୍ଧାବସ୍ଥାରେ ଆଶାର ବାଡ଼ି ହେବ ବୋଲି ଭାବିଥିଲା, ସେଇ ପୁଅ ସାଜିଲା ସୈତାନ । ନିଜ ମାଆକୁ ଇଟାରେ ଛେଚି ଅତି ନିର୍ମମ ଭାବରେ ହତ୍ୟା କରିଛି ପୁଅ । କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ୨ ନମ୍ବର ୱାର୍ଡ଼ରେ ଏଭଳି ଅଭାବନୀୟ ଓ ଲୋମଟାଙ୍କୁରା…

ଦୁଇରୁ ଅଧିକ ପିଲା ଥିଲେ ଲଢିପାରିବେନି ନିର୍ବାଚନ ​​

ପାଟନା: ରାଜ୍ୟ ନିର୍ବାଚନ ଆୟୋଗ ଆସନ୍ତା କିଛି ଦିନ ମଧ୍ୟରେ ବିହାର ପଞ୍ଚାୟତ ନିର୍ବାଚନ ୨୦୨୧ ତାରିଖ ଘୋଷଣା କରିପାରନ୍ତି। ସମସ୍ତେ ପଞ୍ଚାୟତ ନିର୍ବାଚନ ଉପରେ ନଜର ରଖିଛନ୍ତି। ତେବେ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ନିର୍ବାଚନ ଆୟୋଗ ଯେଉଁମାନେ ପଞ୍ଚାୟତ ନିର୍ବାଚନରେ ​​ପ୍ରାର୍ଥୀ ହେବାକୁ…

ପୁଣି କମିଲା ସୁନା ଦାମ୍, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ: କମିଲା ସୁନା ଦାମ । ଆଜି ସୁନା ଦର ୦.୩ ପ୍ରତିଶତ ହ୍ରାସ ପାଇଛି । ଏହାସହ ୧୦ ଗ୍ରାମ ପ୍ରତି ୪୪୭୩୧ ଟଙ୍କାରେ ପହଞ୍ଚିଛି ଦାମ୍ । ସେହିପରି ରୁପାର ଦର ମଧ୍ୟ କମିଛି । ରୁପାର ଦାମ୍ ୦.୫ ପ୍ରତିଶତ ହ୍ରାସ ପାଇ କେଜି ପିଛା ୬୭୧୭୭ ଟଙ୍କାରେ ପହଁଚିଛି । ତେବେ ସୁନା ୧୧ ମାସ ମଧ୍ୟରେ…

୧୦ ହଜାର ରନ୍ କ୍ଲବରେ ମିତାଲି ରାଜ, ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବରେ ରେକର୍ଡ

ନୂଆଦିଲ୍ଲୀ: ସିନିୟର ମହିଳା କ୍ରିକେଟର ମିତାଲି ରାଜଙ୍କୁ ଆଉ ଏକ ସଫଳତା । ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍ କ୍ଲବରେ ନିଜ ନାଁ ଲେଖାଇଛନ୍ତି । କ୍ରିକେଟର ସବୁ ଫର୍ମାଟରେ ୧୦ହଜାର ରନ୍ ସଂଗ୍ରହ କରିବାରେ ମିତାଲି ହୋଇଛନ୍ତି ଦେଶର ପ୍ରଥମ ମହିଳା କ୍ରିକେଟର । ସେହିପରି ବିଶ୍ୱରେ ଦ୍ୱିତୀୟ…

ବାପାଙ୍କ ଜାଲ୍ ଦସ୍ତଖତ କରି ଆକାଉଣ୍ଟରୁ ଝିଅ ନେଇଗଲା ୪୦ ଲକ୍ଷ ଟଙ୍କା

ସୁନ୍ଦରଗଡ଼: ଜାଲ୍ ଦସ୍ତଖତରେ ୪୦ ଲକ୍ଷ ଚଳୁ । ବାପାଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରିନେଲା ଝିଅ । ଏମିତି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ । ଏନେଇ ବାପା ପୋଲିସରେ ଝିଅ ବିରୋଧରେ ଏତଲା ଦେଇଛନ୍ତି । ଏହାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାରେ ଚର୍ଚ୍ଚା ଚାଲିଛି । ଥାନାରେ ହୋଇଥିବା ଅଭିଯୋଗ…

୪୪୨.୦୨ ପଏଣ୍ଟ ଅଭିବୃଦ୍ଧି ସହ ଖୋଲିଲା ସେନସେକ୍ସ: ସେୟାର ବଜାରରେ ଉତ୍ସାହ

ମୁମ୍ବାଇ: ଆଜି ସକାଳୁ ସେୟାର ବଜାର ଭଲ ଆରମ୍ଭ ହୋଇଛି । ୪୪୨.୦୨ ଅଙ୍କ ବୃଦ୍ଧି ପାଇ ସେୟାର ବଜାର ଖୋଲିଛି । ଏହାସହ ସେନସେକ୍ସ ୫୧,୭୨୧.୫୪ ପଏଣ୍ଟରେ ପହଞ୍ଚିଛି । ସେହିପରି ନିଫ୍ଟି ୧୨୪.୩୦ ପଏଣ୍ଟ ବୃଦ୍ଧି ପାଇ ଖୋଲି ୧୫୨୯୯ ଅଙ୍କ ଛୁଇଁଥିଲା । ଶୁକ୍ରବାର ସକାଳେ IDBI  ଓ IFCIର ସେୟାର…