Latest Odisha News

BREAKING NEWS

Yearly Archives

2021

ରାମ ମନ୍ଦିର ନିର୍ମାଣ ଅଭିଯାନରେ ସାମିଲ ହେଲେ ସମୀର ମହାନ୍ତି

ଭୁବନେଶ୍ବର : ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଆରମ୍ଭ ହୋଇଛି ଅଭିଯାନ । ନିଧି ସମର୍ପଣ ସମିତି ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନରେ ସାମିଲ ହୋଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ କିଛି ଅର୍ଥ ଦାନ କରିବା ସହ ଏଭଳି ଏକ…

ଏପ୍ରିଲରୁ ଆରମ୍ଭ ହେବ ବିଶ୍ୱର ସର୍ବବୃହତ୍ ହକି‌ ଷ୍ଟାଡିୟମ ନିର୍ମାଣ କାମ

ରାଉରକେଲା : ଏପ୍ରିଲରୁ ଆରମ୍ଭ ହେବ ଷ୍ଟାଡିୟମ ନିର୍ମାଣ କାମ । ରାଉରକେଲା ସହରରେ ନିର୍ମାଣ ହେବ ଦେଶର ସର୍ବ ବୃହତ ହକି ଷ୍ଟାଡିୟମ । ଏହାର କାମ ଆସନ୍ତା ଏପ୍ରିଲ ମାସରୁ ଆରମ୍ଭ ହେବ । ମାତ୍ର ଏକ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସ୍ଥିର ହୋଇଛି । ୧୦ରୁ ୧୫ ଏକର ଜମିରେ…

ଅରୁଆ ଉଷୁନା ରାଜନୀତିରେ ପେଷି ହେଉଛନ୍ତି ଚାଷୀ

ଭୁବନେଶ୍ୱର : ଉଷୁନା ଓ ଅରୁଣା ଚାଉଳ ରାଜନୀତିରେ ଚାଷୀ ହେଉଛନ୍ତି ହନ୍ତସନ୍ତ । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ, ମୁହାଁମମୁହିଁ ହୋଇଛନ୍ତି ଶାସକ ବିଜେଡି ଓ ବିରୋଧୀ ବିଜେପି । ଉଷୁନା ଚାଉଳ କେନ୍ଦ୍ର କିଣୁନଥିବା ବିଜେଡି ଅଭିଯୋଗ କରିବା ପରେ ଏହାର ଜବାବରେ ରାଜ୍ୟ ସରକାରଙ୍କୁ…

ମିଷ୍ଟର ଲେଲେରେ ବରୁଣଙ୍କ ସ୍ଥାନରେ ଭିକ୍କି ସାମିଲ, ଷ୍ଟୋରୀ ବଦଳିବ

ମୁମ୍ବାଇ: ଗତବର୍ଷ ଘୋଷଣା କରାଯାଇଥିବା ଶଶାଙ୍କ ଖେତାନଙ୍କ ମିଷ୍ଟର ଲେଲେରୁ ବରୁଣ ଧାୱନ ହଟି ଯାଇଛନ୍ତି । ତାଙ୍କ ସ୍ଥାନରେ ଭିକ୍କି କୌଶଲଙ୍କୁ ଫିଲ୍ମରେ ହୀରୋ ଭାବେ ଚୁକ୍ତି କରାଯାଇଛି । ବରୁଣ ସ୍କ୍ରିପ୍ଟରେ କିଛି ପରିବର୍ତନ ଚାହୁଁଥିଲେ ମାତ୍ର ଶଶାଙ୍କ ଏଥିରେ ରାଜି ହୋଇ ନ ଥିଲେ । ଶେଷରେ…

2021 ବର୍ଷ ପାଇଁ ଅପରିବର୍ତ୍ତିତ ରହିବ ଜେଇଇ ଏବଂ ଏନ୍ଇଇଟି ସିଲାବସ 

ନୂଆଦିଲ୍ଲୀ: ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଛାତ୍ରଛାତ୍ରୀ ଜେଇଇ ଏବଂ ଏନ୍ଇଇଟି ପରୀକ୍ଷାରେ ପ୍ରଶ୍ନର ଉତ୍ତର ଦେବାରେ ବିକଳ୍ପ ପାଇବେ । କାରଣ ଜେଇଇ ଏବଂ ଏନ୍ଇଇଟି ସିଲାବସ୍ 2021 ବର୍ଷ ପାଇଁ ଅପରିବର୍ତ୍ତିତ ରହିବ ।  ଜେଇଇ ସିଲାବସ ପୂର୍ବବର୍ଷ ଭଳି ସମାନ ରହିବ । କିନ୍ତୁ ଛାତ୍ରଛାତ୍ରୀ…

ଇଂଲଣ୍ଡ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା : କୋହଲି, ଈଶାନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଲେ

ମୁମ୍ବାଇ: ଅଷ୍ଟ୍ରେଲିଆ ଗସ୍ତରେ ଭାରତର ଐତିହାସିକ ଟେଷ୍ଟ କ୍ରିକେଟ ସିରିଜ ବିଜୟ ପରେ ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା କରିଛି । ପ୍ରଥମ ୨ଟି ଟେଷ୍ଟ ପାଇଁ ଇତି ମଧ୍ୟରେ ୧୮ ଜଣିଆ ଦଳ ଘୋଷଣା କରାଯାଇଛି । ଅଧିନାୟକ ବିରାଟ କୋହଲି, ଈଶାନ୍ତ ଶର୍ମା ଓ ହାର୍ଦ୍ଦିକ…

ଟେଷ୍ଟ ଚାମ୍ପିୟନଶିପ୍‌ର ଶୀର୍ଷକୁ ଉଠିଲା ଟିମ୍ ଇଣ୍ଡିଆ

ବ୍ରିସବେନ୍ : ବ୍ରିସବେନ୍ ଟେଷ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ୩ ଓ୍ବିକେଟରେ ଅଷ୍ଟ୍ରେଲିଆକୁ ହରାଇ ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ଟ୍ରଫିକୁ ୨-୧ରେ ଜିତି ନେଇଛି । ଏହି ବିଜୟ ସହ ଭାରତ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଏକ ନମ୍ବର ସ୍ଥାନକୁ ଉନ୍ନିତ ହୋଇଛି । ଅନ୍ୟପକ୍ଷରେ…

ଭୟରେ ଦାଉଦ: ପାକିସ୍ତାନ ବାହାରକୁ ନିଜ ପରିବାର ଲୋକଙ୍କୁ ପଠାଇ ଦେଉଛି

ଲାହୋର:ପାକିସ୍ତାନ ସରକାର ଆତଙ୍କୀ ନେଟୱାର୍କ ପର କଠୋର କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଛି । ଏହା ସତରେ କରୁଛି କି ବିଶ୍ୱ ସମୁଦାୟ ନିକଟରେ ବିଶ୍ୱାସ ଆଣିବା ପାଇଁ ଅଭିନୟ କରୁଛି ତାହା ଜଣା ପଡିନି । ତେବେ ରିପୋର୍ଟ ମୁତାବକ ଜୈଶ ମୁଖ୍ୟ ମସୁଦ ଆଝାର ଓ ଜକି ଉର ରହେମାନଙ୍କ ଉପରେ କଠୋର…

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ଟିକା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଟିକା ପହଞ୍ଚିଛି । ପୁନେର ସେରମ୍ ଇନଷ୍ଟିଚୁଟରୁ ସ୍ପାଇସ ଜେଟ ବିମାନରେ ୩ ଲକ୍ଷ ୩୪ ହଜାର ୫୩୪ଟି ଟିକା ଆସିଛି । ଏହା ପରେ ସୁରକ୍ଷିତ ଭାବେ ସେଗୁଡିକୁ ୩ଟି ସ୍ୱତନ୍ତ୍ର ଗାଡିରେ ଟିକା ଭଣ୍ଡାରକୁ ନିଆଯାଇଛି। ତିନି ଦିନ…

ଖୁବ୍‌ ଶୀଘ୍ର ବଲିଉଡ୍‌ରେ ପାଦ ଥାପିବେ ଶ୍ରୀଦେବୀ ତନୟା ଖୁସୀ କପୁର

ନୂଆଦିଲ୍ଲୀ: ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ନିର୍ମାତ ବୋନି କପୁରଙ୍କ କନ୍ୟା ଜାହ୍ନବୀ କପୁରଙ୍କ ପରେ ବର୍ତ୍ତମାନ ତାଙ୍କ ସାନ ଭଉଣୀ ଖୁସୀ କପୁର ମଧ୍ୟ ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏ ନେଇ ତାଙ୍କ ପିତା ବୋନି କପୁର ସୂଚନା ଦେଇଛନ୍ତି। ବୋନି ନିକଟରେ ଏକ…