Latest Odisha News

BREAKING NEWS

Yearly Archives

2021

ବ୍ରିସବେନ ବିଜୟ ନେଇ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବ୍ରିସବେନ ବିଜୟ ସହ ଟିମ୍ ଇଣ୍ଡିଆ ଇତିହାସ ରଚିଛି । ସାରା ଦେଶ ଏଥି ପାଇଁ ଉତ୍ସବ ମନାଉଛି । ଆଉ ଟିମ୍ ଇଣ୍ଡିଆକୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଲେଖିଛନ୍ତି ଯେ, 'ଅଷ୍ଟ୍ରେଲିଆରେ ଭାରତର ବିଜୟକୁ ନେଇ ସମସ୍ତେ ଖୁସିର ବିଭୋର ।…

ସବୁ ଗଣିତ ଭୁଲ କରିଦେଲା ଟିମ୍ ଇଣ୍ଡିଆ: ଅଷ୍ଟ୍ରେଲିଆରେ କ୍ରମାଗତ ସିରିଜ ଜିତିବାରେ ଏସିଆରେ ପ୍ରଥମ, ଧୋନୀ ଏବଂ…

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଛି । କେହି କେବେ ଭାବି ନ ଥିଲେ ୩୬ରେ ଅଲଆଉଟ ହୋଇଥିବା ଟିମ୍ ବିଶ୍ୱର ଶକ୍ତିଶାଳୀ ଟିମକୁ ତାର ମାଟିରେ ଧୂଳି ଚଟାଇବ ବୋଲି । ଯୁବ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ସବୁ ସମୀକ୍ଷକଙ୍କ ଗଣିତ ଭୁଲ କରି ନିଜକୁ…

ଜାନୁଆରୀ ୨୬ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ଲାଲକିଲ୍ଲା ବନ୍ଦ 

ନୂଆଦିଲ୍ଲୀ : ପର୍ଯ୍ୟଟକଙ୍କ ଲାଗି ଲାଲକିଲ୍ଲାକୁ ଜାନୁଆରୀ ୨୬ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ଲାଲକିଲ୍ଲା ଆଖପାଖରେ ମୃତ କାଉଙ୍କ ଶବ ଦେଖି ଲୋକେ ଆତଙ୍କିତ ହୋଇପଡିଥିଲେ । ପ୍ରାଣୀଧନ ବିଭାଗ ମୃତ ପକ୍ଷୀଙ୍କ ନମୁନା ସଂଗ୍ରହ କରି ପରୀକ୍ଷଣ ଲାଗି ପଠାଇଥିଲା ।  ରିପୋର୍ଟରୁ ଲାଲକିଲ୍ଲା…

ପ୍ରାଇଭେସି ପଲିସି ପ୍ରତ୍ୟାହାର ପ୍ରସଙ୍ଗକୁ ନେଇ ହ୍ୱାଟ୍‌ସ ଆପ୍‌ ସିଇଓଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ହ୍ୱାଟ୍‌ସ ଆପ୍‌ରେ ନୂତନ ପଲିସି ଅପଡେଟ୍‌ରୁ ଗୋପନୀୟତା ପ୍ରତି ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମେସେଜିଂ ଆପ୍ ର ଗ୍ଲୋବାଲ୍ ସିଇଓ ୱିଲ୍ କ୍ୟାଥଚାର୍ଟଙ୍କୁ ଏକ ଚିଠି ଲେଖିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MEITY) ଫେସବୁକ୍ ମାଲିକାନା…

ବାଣୀବିହାର ଅଶାନ୍ତ ନେଇ ସିପିଙ୍କୁ ଭେଟିଲେ କୁଳପତି, କହିଲେ କ୍ୟାମ୍ପସ ଭିତରେ ପ୍ରବେଶ ପାଇଁ ଆଇକାର୍ଡ ବାଧ୍ୟତାମୂଳକ

ଭୁବନେଶ୍ୱର : ଦଶ ମାସ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିଥିବା ବେଳେ ଗତକାଲି ଗୋପବନ୍ଧୁ ହଷ୍ଟେଲରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ଉତ୍ତେଜନା ଦେଖାଦେଇଛି । ଏ ନେଇ ଆଜି କୁଳପତି ସବିତା ଆଚାର୍ଯ୍ୟ ପୋଲିସ କମିଶନରଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହା ପରେ କୁଳପତି କହିଛନ୍ତି…

ଆସନ୍ତାକାଲି ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ବନ୍ଦ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବନକଲାଗି ନୀତି । ଏଥିପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଅପରାହଣ ୪ ଟାରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ ବୋଲି ଜଣାପଡିଛି । ଦତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରିବେ ।  ମହାପ୍ରଭୂଙ୍କ ଶ୍ରୀମୁଖ ଶୃଙ୍ଗାର ଦ୍ବିତୀୟ…

ନିଜ ରିସେପ୍ସନ ପାର୍ଟିରେ ଗୌରୀଙ୍କ ପରିବାର ସହ ଏମିତି ପ୍ରାଙ୍କ୍‌ କରିଥିଲେ ଶାହାରୁଖ୍‌

ନୂଆଦିଲ୍ଲୀ: ବଲିଉଡର କିଙ୍ଗ୍‌ ଖାନ୍‌ ତଥା ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ଯୋଡି ଏକ ସଫଳ ଦମ୍ପତି ତାଲିକାରେ ସ୍ଥାନ ପାଇଛି। ଅନେକ ସମୟରେ ଉଭୟଙ୍କ ଅନେକ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୁଏ। ତେବେ ଶାହାରୁଖ୍‌ ଏବଂ ଗୌରୀଙ୍କୁ ନେଇ ମଜାଳିଆ ଖବର ଏବେ ସୋସିଆଲ୍‌ ଚାଞ୍ଚଲ୍ୟ…

ଭୁବନେଶ୍ୱରରେ ସ୍ଥଳସେନା ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି

ଭୁବନେଶ୍ୱର: ନୂତନ ଭାବେ ନିଯୁକ୍ତ ହୋଇଥିବା ସ୍ଥଳ ସେନା ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ୧୨୦ ବାଟାଲିୟନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଗତକାଲି ଶ୍ରୀ ମହାନ୍ତି ସେନା ଉପମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ ।…

ସମଲେଶ୍ୱରୀ ମନ୍ଦିରର ପାରିପାର୍ଶିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କାମ ଖୁବଶୀଘ୍ର

ସମ୍ବଲପୁର: ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ…

ଲାଞ୍ଚ ନେବା ବେଳେ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଧରିଲା ଭିଜିଲାନ୍ସ

ପାରାଦୀପ : ଭିଜିଲାନ୍ସ ଜାଲରେ ରାଜପୁରର ସ୍ବାସ୍ଥ୍ୟ କର୍ମଚାରୀ । ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଗିରଫ ସ୍ବାସ୍ଥ୍ୟ କର୍ମଚାରୀ ହେଲେ ଭରତ ଘାସି । ମୃତ୍ୟୁ ପ୍ରମାଣ ପତ୍ର ବାବଦରେ ୧୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ ବିଭାଗ ।  ସୂଚନା…