Latest Odisha News

BREAKING NEWS

Yearly Archives

2021

ସାହାରା ମରୁଭୂମିରେ ବରଫର ଚାଦର !

ରିୟାଦ: ସାହାରା ମରୁଭୂମିର ତାପମାତ୍ରା ପ୍ରାୟତଃ ୨୫ ରୁ ୩୦ ଡିଗ୍ରୀ ସର୍ବଦା ରହିଥାଏ । ମାତ୍ର ଦ୍ରୁତ ଜଳବାୟୁ ପରିବର୍ତନ ଯୋଗୁ ଏଠାରେ ମଧ୍ୟ ତାପମାତ୍ରା କମିବାରେ ଲାଗିଛି । ଏଥର ଏଠାରେ ୫୦ ବର୍ଷର ରେକର୍ଡ ଭାଙ୍ଗିଛି । ସାହାରା ମରୁଭୂମିର ଏବେ ବରଫର ଚାଦର ପଡିଥିବାରୁ ଦେଖିବାକୁ ମିଳିଛଇ ।…

ଭୁବନେଶ୍ୱରରୁ ୧୦୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ମହିଳା ଗିରଫ

ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ । ୧୦୨ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ମାମଲାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗର ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ । ଗତକାଲି ଭୁବନେଶ୍ୱର ୟୁନିଟ୍ -୮ ଅଞ୍ଚଳରେ ଥିବା ନାରାୟଣ…

ବାଂଲାଦେଶକୁ ୨୦ ଲକ୍ଷ କରୋନା ଟିକା ଉପହାର ଦେବ ଭାରତ

ନୂଆଦିଲ୍ଲୀ: ଭାରତ ବାଂଲାଦେଶକୁ ୨୦ ଲକ୍ଷ କରୋନା ଟିକା ଉପହାର ଉପହାର ଦେବ। ବାଂଲାଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବାଂଲାଦେଶ ଭାରତରୁ ଉପହାର ସ୍ୱରୂପ ବହୁ ପରିମାଣରେ କରୋନା ଟିକା ପାଇବାକୁ ଯାଉଛି। ଭାରତ ପ୍ରଥମ ପର୍ଯ୍ୟାୟରେ…

ରାଜ୍ୟର ୧୨ ଜିଲ୍ଲାରୁ ଆଜି କରୋନା ଗାଏବ, ୨୪ ଘଣ୍ଟାରେ ୧୨୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୨୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୭୨ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୦ଟି । ଆଜି ରାଜ୍ୟର ୧୨ ଜିଲ୍ଲାରୁ…

ଦୁନିଆର ସବୁଠାରୁ ସୁଖୀ ମଣିଷ ହେବା ପଛରେ କଣ ରହିଛି ‘ମାଥ୍ୟୁ’ଙ୍କ ରହସ୍ୟ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଖୁସି ବ୍ୟକ୍ତି ହେଉଛନ୍ତି ମାଥ୍ୟୁ ରିଚାର୍ଡସ୍। ମାଥ୍ୟୁ ରିଚାର୍ଡସ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ। ୧୯୯୧ ରେ ସେ ଶେଷ ଥର ପାଇଁ ଦୁଃଖୀ ହୋଇଥିଲେ। ସେବେଠାରୁ ଏପର୍ଯ୍ୟନ୍ତ ସେ ଆଉ କେବେ ବି ଦୁଃଖୀ ହୋଇନାହାନ୍ତି। ତାଙ୍କର ଏହି ଚରିତ୍ର ଦ୍ୱାରା ପ୍ରଭାବିତ…

ଧୋନିଙ୍କୁ ପଛରେ ଛାଡ଼ିଲେ ରିଷଭ ପନ୍ଥ

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ହଜାରେ ରନ୍ ପୂରଣ କରିଛନ୍ତି ରିଷଭ ପନ୍ଥ । ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ୍ ଟେଷ୍ଟରେ ସେ ହଜାରେ ରନ୍ ଅତିକ୍ରମ କରିଛନ୍ତି । ୨୭ଟି ଇନିଂସରେ ଏହି ସଫଳତା ହାସଲ କରିଛନ୍ତି ରିଷଭ ପନ୍ଥ । ଟେଷ୍ଟରେ ଦ୍ରୁତ ହଜାରେ ରନ୍ କରିବାରେ ସେ ପ୍ରଥମ ଭାରତୀୟ ଓ୍ୱିକେଟ କିପର…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୪.୫୬ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମାମଲା ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୫୬ ହଜାର ୭୧୦ ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ଯାହା ପରେ ମୋଟ ମାମଲା ୯ କୋଟି ୫୯ ଲକ୍ଷ ୭୬ ହଜାର ୧୧୯ କୁ ବୃଦ୍ଧି ପାଇଛି। କରୋନାର ବଢୁଥିବା ମାମାଲା ଏବେ…

ବନ୍ଦୀଙ୍କ ପାଇଁ ଝାରପଡା ଜେଲରେ ଲାଗିଲା ଆକ୍ବାଗାର୍ଡ

ଭୁବନେଶ୍ୱର: ଅନ୍ତେବାସୀଙ୍କୁ ସ୍ଵଛ ଓ ଥଣ୍ଡା ପାଣି ଯୋଗାଈ ଦେବା ଲାଗି ଝାରପଡା ଜେଲ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଉଛି। ଏଥିପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜେଲରେ ଆକ୍ବାଗାର୍ଡ ଲଗାଯାଇଛି। ଜେଲରେ ରହୁଥିବା ୧୫୬୬ ଅନ୍ତେବାସୀଙ୍କ ପାନୀୟ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଥିଲା ବେଳେ ଜେଲ…

ଟିକା ନେବାକୁ ମନା କଲେ ଆଉ ମାଗଣା ମିଳିବନି

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଚାଲିଛି । ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଉଛି ଟିକା । ଏବେ ଯେଉଁମାନେ ଟିକା ନେଉ ନାହାନ୍ତି ପରେ ଆଉ ସେମାନଙ୍କୁ ମାଗଣା ଟିକା ମିଳିବ ନାହିଁ । ଏକଥା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ତେବେ ଅନୁପସ୍ଥିତ…

ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ ଭଉଣୀ

ନୂଆଦିଲ୍ଲୀ: ୨୦୧୮ରେ ଉଠିଥିବା ମି ଠୁ ଅଭିଯାନ (#MeToo) ସମୟରେ କିଛି ମହିଳା ଚଳଚ୍ଚିତ୍ର ନିର୍ଦ୍ଦେଶକ ସାଜିଦ ଖାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ। ଏହାର ଫଳାଫଳ ହେଲା ସାଜିଦ ଖାନଙ୍କୁ 'ହାଉସଫୁଲ ୪' ଚଳଚ୍ଚିତ୍ରର ନିର୍ଦ୍ଦେଶନା ଛାଡିବାକୁ ପଡିଲା। ଏଥିସହ ନିର୍ଦ୍ଦେଶକଙ୍କ…