Latest Odisha News

BREAKING NEWS

Yearly Archives

2021

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ ତା ୧୮-୧-୨୦୨୧ ସୋମବାର ଆଜି ଦିନର ମହତ୍ତ୍ୱ  ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ତା ୧୮ ରିଖ ସୋମବାର ମକର ୫ ଦିନ ପୌଷ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଉତ୍ତର ଭାଦ୍ର ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ ଚନ୍ଦ୍ର-: ଧନୁ ରାଶି ପୁରୁଷ ଓ ତୁଳା ରାଶି…

ମରିସସରେ ନିଖୋଜ ଓଡିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ

ଭୁବନେଶ୍ବର: ମରିସସରେ ନିଖୋଜ ଓଡିଆ ଯୁବକ ଟୁନା ନାୟକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ମରିସସରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖିଛନ୍ତି ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା। ସୂଚନାଯୋଗ୍ୟ,…

ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ

କେନ୍ଦୁଝର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ । ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ କାଶୀପୁର ନିକଟରେ ନିରଞ୍ଜନ ପଟ୍ଟନାୟକ ଆସୁଥିବା କାରରେକୁ କିଛି ଅସାମାଜିକ ଯୁବକ ଅଟକାଇବା ସହ ଗାଡି ଉପରେ ଚଢି ଉତ୍ପାତ କରିଥିଲେ । ଏପରିକି ତାଙ୍କ ପିଏସଓ ଓ ଡ୍ରାଇଭରଙ୍କୁ ମଧ୍ୟ…

ଟିକାଦାନରେ ବିଶ୍ବ ରେକର୍ଡ: ପ୍ରଥମ ଦିନରେ ଭାରତରେ ୨ଲକ୍ଷ ୭ହଜାର ଟିକାଦାନ

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୨୪ ହଜାର ୩୦୧ ଜଣଙ୍କୁ କୋଭିଡ ଟିକା ଦିଆଯାଇଛି। ଆଜି କେବଳ ଦେଶର ୬ଟି ରାଜ୍ୟରେ ଟିକାକରଣ ହୋଇଛି। ଗତକାଲି ପ୍ରଥମ ଦିନରେ ୨ ଲକ୍ଷ ୭ହଜାର ୨୨୯ ଜଣ ଟିକା ନେଇଥିଲେ। ଯାହାକି ଏକ ରେକର୍ଡ। ବିଶ୍ବର କୌଣସି ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟକ…

କେନାଲ ଭିତରେ ପଶିଗଲା କାର୍, ଜଣେ ମୃତ

ଜୟପୁର: ଭାରସାମ୍ୟ ହରାଇ କେନାଲରେ ପଶିଲା କାର୍। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। କୋରାପୁଟ ଜିଲ୍ଲା ଜୟପୁର ହାଇସ୍କୁଲ ନିକଟରେ ଦୁର୍ଘଟଣା ଘଟିଛି। ମୃତାହତମାନେ ପିକନିକ୍ ସାରି ଫେରୁଥିବା ବେଳେ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରସାମ୍ୟ ହରାଇ କେନାଲ…

ରୋଜଭ୍ଯାଲି ଚିଟଫଣ୍ଡ ଠକେଇ: ଶୁଭ୍ରା କୁଣ୍ଡୁଙ୍କୁ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର: ରୋଜଭ୍ଯାଲି ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ଶୁଭ୍ରା କୁଣ୍ଡୁଙ୍କୁ ରିମାଣ୍ଡରେ ନେଲା ସିବିଆଇ। ତାଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛି ଭୁବନେଶ୍ୱର ସ୍ବତନ୍ତ୍ର ସିବିଆଇ କୋର୍ଟ। ସାତ ଦିନ ରିମାଣ୍ଡ ପାଇଁ ଆବେଦନ ହୋଇଥିଲା। ଗିରଫ ପରେ ଶୁଭ୍ରା କୁଣ୍ଡୁଙ୍କୁ…

ଦିନକରେ ଓଡ଼ିଶାରୁ ୨୨୮ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୨୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। https://twitter.com/HFWOdisha/status/1350801812895383554?s=19 ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ନୂଆ ଆରୋଗ୍ୟଙ୍କୁ ମିଶାଇ…

୪ର୍ଥ ଟେଷ୍ଟରେ ୧୧୦ ବର୍ଷର ରେକର୍ଡ ଭାଙ୍ଗିଲେ ୱାଶିଂଟନ ସୁନ୍ଦର

ବ୍ରିସବେନ୍‌: ଚଳିତ ଭାରତ-ଅଷ୍ଟ୍ରେଲିଆ ୪ର୍ଥ କ୍ରିକେଟ ଟେଷ୍ଟରେ ୱାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଳ ଠାକୁରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଭାରତ ମ୍ୟାଚରେ ଚମତ୍କାର ପ୍ରତ୍ୟାବର୍ତନ କରିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୫୪ ରନର ଅଗ୍ରଣୀ ହାସଲ କରିଛି । ଅଷ୍ଟ୍ରେଲିଆର ପ୍ରଥମ…

ଓଡ଼ିଶାରେ ଘନ କୁହୁଡ଼ି ଆଲର୍ଟ, ଆଡଭାଇଜାରି ଜାରି କଲେ ଏସଆରସି

ଭୁବନେଶ୍ୱର: ଓଡ଼ିଶାରେ ଘନ କୁହୁଡି ଆଲର୍ଟ ଜାରି ପରେ ରବିବାର ଦିନ ଆଡଭାଇଜାରି ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି)। ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାରେ ଘନ କୁହୁଡ଼ି ଆଲର୍ଟ ଜାରି କରାଯିବା ପରେ ସମ୍ଭାବ୍ୟ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏସଆରସି…

କଳିଙ୍ଗ ଷ୍ଟାଡିୟମରେ ଯୁବ ଆଥଲେଟଙ୍କୁ ଟିପ୍ସ ଦେଲେ ଅନ୍ତର୍ଜାତୀୟ ଷ୍ଟାର ଜାଭେଲିୟନ ଥ୍ରୋୟର ନୀରଜ ଚୋପ୍ରା, ଶିବପାଲ

ଭୁବନେଶ୍ୱର: ଅନ୍ତର୍ଜାତୀୟସ୍ତରର ଜାଭେଲିୟନ ଥ୍ରୋୟର ନୀରଜ ଚୋପ୍ରା ଓ ଶିବପାଲ ସିଂ ରବିବାର କଳିଙ୍ଗ ଷ୍ଟାଡିୟମରେ ଯୁବ ଖେଳାଳିଙ୍କ ମନୋବଳ ବଢ଼ାଇବା ସହ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଇଛନ୍ତି । ଗୌହାଟୀରେ ଆୟୋଜିତ ହେବାକୁ ଥିବା ଜାତୀୟ ଜୁନିୟର ଆଥଲେଟିକ ଚାମ୍ପିୟନଶିପ ପାଇଁ କଳିଙ୍ଗ ଷ୍ଟାଡିୟମରେ…