Latest Odisha News

BREAKING NEWS

Yearly Archives

2021

ଅଭିନେତ୍ରୀ ତବୁଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ: ସମ୍ପ୍ରତି ଅନେକ ବଲିଉଡ ତାରକା ହ୍ୟାକିଂର ସମ୍ମୁଖୀନ ହେଉଛନ୍ତି। ଅନେକ ତାରକାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ହ୍ୟାକ୍ କରାଯାଉଥିବା ସୂଚନା ମଧ୍ୟ ଆଗରୁ ମିଳିସାରିଛି। ବର୍ତ୍ତମାନ ଏହି ହ୍ୟାକିଂର ଶିକାର ହୋଇଛନ୍ତି ଅଭିନେତ୍ରୀ ତବୁ। ତବୁଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ମଧ୍ୟ…

ଦେଶରେ ୧୩ହଜାରକୁ ଖସିଲା ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଧୀରେ ଧୀରେ ହ୍ରାସ ପାଉଛି । ଟିକାକରଣ ଭିତରେ କମୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୩ହଜାର ୭୮୮ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫ଲକ୍ଷ ୭୧ହଜାର ୭୭୩କୁ ବୃଦ୍ଧି ପାଇଛି । ଦେଶରେ…

ଲକ୍ଷ୍ନୌ ଚାରବାଗ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ସହିଦ ଏକ୍ସପ୍ରେସ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ରେଳ ଧାରଣାରୁ ତଳକୁ ଖସିଲା ସହିଦ ଏକ୍ସପ୍ରେସର ଦୁଇଟି ବଗି । ଲକ୍ଷ୍ନୌ ଚାରବାଗ ଷ୍ଟେସନ ନିକଟରେ ସକାଳ ପାଖାପାଖା ୭ଟା ୪୫ ମିନିଟରେ ଏହି ଦୁର୍ଘଟଣା ଘଟିଛି । ତେବେ ଏଥିରେ କାହାର କୌଣସି କ୍ଷତି ହୋଇ ନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।…

ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସିପଡିଲା ଟିପ୍ପର; ଚାଳକ ମୃତ

ସୁନ୍ଦରଗଡ: ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସି ପାଡିଲା ଲୁହା ପଥର ବୋଝେଇ ଟିପ୍ପର। ଚାଳକ ମୃତ। ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଚମ୍ପାଝରଣ ମନ୍ଦିର ନିକଟରେ ଏକ ଲୁହାପଥର ବୋଝେଇ ଟିପ୍ପର ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସି ପଡିଛି। ଏହି ଦୁର୍ଘଟଣାରେ ଟ୍ରାକ୍ଟର ଚାଳକଙ୍କ…

୧୦ ମାସ ପରେ ଆଜିଠୁ ଦିଲ୍ଲୀରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: କୋଭିଡ୍ କଟକଣା ଭିତରେ ଆଜିଠୁ ଦିଲ୍ଲୀରେ ଖୋଲିଲା ସ୍କୁଲ । ଦୀର୍ଘ ୧୦ ମାସ ପରେ ସ୍କୁଲ ଖୋଲିଛି । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିଛି । ସେମାନଙକ୍ ପାଇଁ କ୍ଲାସରୁମରେ ପାଠପଢ଼ା ହେଉଛି । କେମିତି ସ୍କୁଲ ଖୋଲିବ ସେନେଇ ସରକାର ଜାରି କରିଛନ୍ତି ଏସଓପି ।…

ଜେସିବି ଇଞ୍ଜିନ ଭିତରୁ ୨ ଟି ଅଜଗର ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀ ଗୁମୁଲା ଗ୍ରାମ ନୂଆ ବନ୍ଧ ନିକଟରୁ ଦୁଇଟି ଅଜଗର ସାପକୁ ଉଦ୍ଧାର କରାଯାଇଛି । ନୂଆ ବନ୍ଧର ସୋନ୍ଦର୍ଯ୍ୟ କରଣ କାର୍ଯ୍ୟ ଚାଲିଥିବା ବେଳେ ଜେସିବି ମେସିନ ଦ୍ୱାରା ପାଣି ବାହାର କରିବାକୁ ନାଳ ଖୋଲା ଯାଉଥିଲା । ଉକ୍ତ ନାଳ ଖୋଲିବା ସମୟରେ ଗୋଟିଏ ବଡ଼…

ପରଲୋକରେ ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକ

ଭୁବନେଶ୍ୱର: ପରଲୋକରେ ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକ । ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି । ସେ ଅସ୍ଥିମଜ୍ଜା କ୍ୟାନ୍‌ସର ରୋଗରେ ପୀଡ଼ିତ ହୋଇଥିଲେ । ବହୁ ଦିନରୁ ଭୁବନେଶ୍ୱରେ ରହି ଚିକିତ୍ସାଧୀନ ଥିଲେ ଲଳିତ ନାୟକ । ତାଙ୍କ…

ଅନଲାଇନ ଗେମରେ ହାରିଯିବା ପରେ ଆତ୍ମହତ୍ୟା କଲେ ଯୁବକ

ନୟାଗଡ଼: ଆଜିର ଯୁବପିଢୀ ମଧ୍ୟରେ ଅନଲାଇନ ଗେମକୁ ନେଇ ରହିଛି ବହୁ ଆକର୍ଷଣ। ଯାହା ଅନେକ ସମୟରେ ସେମାନଙ୍କ ପାଇଁ କାଳ ମଧ୍ୟ ସାଜୁଥିବାର ନଜିର ରହିଛି। ପୂର୍ବରୁ ଅନଲାଇନ ଗେମ ଯୋଗୁଁ ବହୁ ନିରୀହ ଜୀବନ ଯାଇଥିବା ବେଳେ ଆଜି ପୁନଃ ଏହାର ପୁନରାବୃତ୍ତି ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍…

ପିକ୍‌ନିକ୍‌ ବସ୍ ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ, ୧୨ ଆହତ

ମୋହନା: ଗଜପତି-ରାୟଗଡା ସୀମାନ୍ତ କେନ୍ଦୁଗୁଡା ଘାଟିରେ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ପିକନିକ ବସ୍ । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୨ ଜଣ ପର୍ଯ୍ୟଟକ ଆହତ ହୋଇଥିବା ସୂଚନା ମିଳିଛି । ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି…

ଆଜିଠୁ ଖୋଲୁଛି ଘଟଗାଁ ମା’ ତାରିଣୀ ପୀଠ

ଘଟଗାଁ : କୋଭିଡ଼ କଟକଣା ଯୋଗୁଁ ଦୀର୍ଘ ଦିନ ହେବ ବନ୍ଦ ରହିଥିବା ଘଟଗାଁ ମା ତାରିଣୀ ମନ୍ଦିର ଆଜି ଖୋଲୁଛି। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଗାଇଡ୍ ଲାଇନ ଜାରି କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ ଟା ୩୦ ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ପୁଣି…