Latest Odisha News

BREAKING NEWS

Yearly Archives

2021

ପୁରୀ ବୋମାମାଡ଼ ଘଟଣାରେ ୭ ଗିରଫ

ପୁରୀ: ପୁରୀ ବାସେଳୀ ସାହି ଥାନା ପୋଲିସ ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ଜଵତ କରିଛି। ତେବେ ଏହି ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ବାଲି ଗୋଡି ସପ୍ଲାଇକୁ ନେଇ ଦୁଇ ଅପରାଧୀ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ଧରି…

ନବରଙ୍ଗପୁର ବ୍ରିଜ ଭୁଶୁଡିବା ଘଟଣା, ସହକାରୀ ଯନ୍ତ୍ରୀ ଗିରଫ 

ଉମରକୋଟ: ନବରଙ୍ଗପୁର ଉମରକୋଟ ତାଲା ପଦର ବିଜୁ ସେତୁ ପୋଲ ଭୁଶୁଡିବା ଘଟଣାରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅସିତ୍ ପାତ୍ର ଗିରଫ ହୋଇଛନ୍ତି। ନବରଙ୍ଗପୁର ପୋଲିସ ରବିବାର ଦିନ ଅସିତଙ୍କୁ ଗିରଫ କରି ଉମରକୋଟ ପୋଲିସକୁ ହସ୍ତାନ୍ତର କରିଛି । ସହକାରୀ ଯନ୍ତ୍ରୀଙ୍କ ଗିରଫ…

ଦେଶ ପୋଲିଓ ମୁକ୍ତ ପରି କରୋନା ମୁକ୍ତ ହେବ; ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ଶନିବାର ଦିନ ଭାରତରେ ବିଶ୍ୱର ସବୁଠାରୁ ବଡ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଟିକାକରଣ ଅଭିଯାନ ପରେ ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନ କହିଛନ୍ତି ଯେ କୋଭିଡ-୧୯ ରୁ ଦେଶ ମୁକ୍ତ ହେବ ବୋଲି ସେ ଆଶା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଏହି ସଂକ୍ରାମକ ରୋଗ…

ଆମେରିକା: ବାଇଡେନ୍‌ ପ୍ରଶାସନରେ ସାମିଲ୍‌ ହେଲେ ୨୦ ଭାରତୀୟ ବଂଶୋଦ୍ଭବ; ପ୍ରମୁଖ ପଦରେ ନିଯୁକ୍ତି ହେଲେ ୧୭

ୱାଶିଂଟନ୍: ନବ ନିର୍ବାଚିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣକୁ ବହୁତ କମ୍ ସମୟ ବାକି ଅଛି। ଉଲ୍ଲେଖନୀୟ କଥା ହେଉଛି, ବାଇଡେନ ତାଙ୍କ ପ୍ରଶାସନର ପ୍ରମୁଖ ପଦବୀରେ ୧୩ ଜଣ ମହିଳାଙ୍କ ସମେତ ଅତି କମରେ ୨୦ ଜଣ ଭାରତୀୟ-ଆମେରିକୀୟଙ୍କୁ ମନୋନୀତ କରିଛନ୍ତି। ଏହି ୨୦ ଜଣ…

ଆସନ୍ତୁ ଜାଣିବା ୱାଶିଂଟନ ସୁନ୍ଦର ନାମ ପଛରେ ଥିବା କାହାଣୀ ବିଷୟରେ…

ଚେନ୍ନାଇ: ଅଷ୍ଟ୍ରେଲିଆ ବିପକ୍ଷ ପଦାର୍ପଣ କ୍ରିକେଟ ଟେଷ୍ଟରେ ଅଲରାଉଣ୍ଡ ପ୍ରଦର୍ଶନରେ ମନ ଜିଣିଛନ୍ତି ଭାରତୀୟ କ୍ରିକେଟ ଦଳର ଯୁବ ଖେଳାଳି ୱାଶିଂଟନ ସୁନ୍ଦର । ରବିଚନ୍ଦ୍ରନ ଅଶ୍ୱିନ ଆଘାତପ୍ରାପ୍ତ ହେବା ପରେ ତାଙ୍କୁ ୪ର୍ଥ ଟେଷ୍ଟରେ ଖେଳିବା ପାଇଁ ସୁଯୋଗ ମିଳିଥିଲ । ସେ ଏହାକୁ ହତଛଡା ନ କରି…

ଦୁଇଟି ବିବାହ କରିବାକୁ ଚାହୁଁଛନ୍ତି ଅଭିନେତ୍ରୀ ସୋନଲ୍‌!

ନୂଆଦିଲ୍ଲୀ: ଫିଲ୍ମ ବ୍ୟତୀତ ବଲିଉଡ ଅଭିନେତ୍ରୀ ସୋନାଲ ଚୌହାନ ସୋସିଆଲ ମିଡିଆରେ ନିଜର ବିଶେଷ ପୋଷ୍ଟ ସେୟାର କରି ଚର୍ଚ୍ଚାରେ ରହିଛନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି ଏବଂ ଅନେକ ସମୟରେ ନିଜର ଗ୍ଲାମରସ୍ ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରନ୍ତି। ଏବେ ସୋନାଲ ଚୌହାନ ତାଙ୍କ…

ସୃଜନାତ୍ମକ ମୌଳିକ ଲେଖା କ୍ଷେତ୍ରରେ କୌଣସି ସାଲିସ କରାନଯାଉ :ବିଷ୍ଣୁ ସାହୁ

ଓଡ଼ିଆ ଗଳ୍ପସାହିତ୍ୟରେ ନିଜର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ଓ ପାଠକୀୟତାକୁ ଆଧାର କରି ବିଷ୍ଣୁ ସାହୁ ଜଣେ ସାର୍ଥକ କଥାଶିଳ୍ପୀ ଭାବେ ବହୁ ଚର୍ଚ୍ଚିତ। ଏକ ସୁନ୍ଦର ସମ୍ଭ୍ରାନ୍ତ ଶୈଳୀ , ଚମତ୍କାର ଚରିତ୍ର ନିର୍ମାଣ , ଗଳ୍ପରେ ପ୍ରଚୁର ସଂଜ୍ଞା ଓ ଚିତ୍ରଭାଷାରେ ବିନ୍ୟାସ ତାଙ୍କ ପ୍ରତିଷ୍ଠା ଓ…

ଜି-୭ ସମ୍ମିଳନୀରେ ଯୋଗଦେବାକୁ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ

ନୂଆଦିଲ୍ଲୀ:ବ୍ରିଟେନରେ ଜୁନ ୧୧ରୁ ୧୩ ପର୍ଯ୍ୟନ୍ତ ହେବାକୁ ଥିବା ଜି-୭ ରାଷ୍ଟ୍ରର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ଭାରତର ପିଏମ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି । ଏଥିପାଇଁ ସେ ବ୍ୟକ୍ତିଗତ ଭାବେ ମୋଦିଙ୍କ ନିକଟକୁ ପତ୍ର ଲେଖିଛନ୍ତି । ସାଧାରଣତନ୍ତ୍ର…

୨୧ରୁ ପୁରୀରେ କୋଭିଡ ନେଗେଟିଭ ରିପୋର୍ଟ ବିନା ଦର୍ଶନ

ପୁରୀ: ଆଗାମୀ ୨୧ ତାରିଖରୁ ପୁରୀରେ କୋଭିଡ ରିପୋର୍ଟ ବିନା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏନେଇ ରବିବାର ଦିନ ଜିଲ୍ଲାପାଳଙ୍କ ଅଧକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିଷ୍ପତି ଅନୁସାରେ ଏସଓପିକୁ କୋହଳ କରାଯାଇ ଦର୍ଶନ ବ୍ୟବସ୍ଥା ହେବ। ବ୍ୟବସ୍ଥା ମୁତାବକ…

କଙ୍ଗନାଙ୍କୁ ଲିଗାଲ ନୋଟିସ ପଠାଇଲେ ଦିଦ୍ଦା ଲେଖକ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନର ରାନାୱତଙ୍କୁ ଦିଦ୍ଦାର ଲେଖକ ଆଶୀଷ କୌଲ ଲିଗାଲ ନୋଟିସ ପଠାଇଛନ୍ତି । ୭୨ ଘଂଟା ମଧ୍ୟରେ କଙ୍ଗନା ଜବାବ ଦେବାକୁ ଉକ୍ତ ନୋଟିସରେ ଲେଖାଯାଇଛି । ମଣିକର୍ଣ୍ଣିକା ରିଟର୍ଣ୍ଣ-ଦି ଲିଜେଣ୍ଡ ଅଫ ଦିଦ୍ଦା ଫିଲ୍ମ ଘୋଷଣା କରିବା ପରଠାରୁ କଙ୍ଗନା ଅସୁବିଧାର ସମ୍ମୁଖୀନ…