Latest Odisha News

BREAKING NEWS

Yearly Archives

2021

ଜନଆନ୍ଦୋଳନର ତଥ୍ୟ ସମ୍ବଳିତ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ହୀରାକୁଦ ଜନ ଆନ୍ଦୋଳନଠାରୁ ଆରମ୍ଭ କରି ବାଲିଆପାଳ , ଗନ୍ଧମାର୍ଦ୍ଦନ , ଗୋପାଳପୁର କିସ୍କୋ , ଚିଲିକାରେ ଟାଟାର ଚିଙ୍ଗୁଡ଼ି ଚାଷ ଆନ୍ଦୋଳନ , ପୋସ୍କୋ ଆନ୍ଦୋଳନ ଆଦି ଓଡ଼ିଶାର ବହୁ ଚର୍ଚ୍ଚିତ୧୦ ଟି ଜନ ଆନ୍ଦୋଳନର ତଥ୍ୟ ସମ୍ବଳିତ ପୁସ୍ତକ "ଗାଁ ଛାଡ଼ିବୁ ନାହିଁ " ଲୋହିଆ…

ପରଂବ୍ରହ୍ମ ଟିଭି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆଠାରେ ପରଂବ୍ରହ୍ମ ଟିଭି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟଶାଣୀ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ରାଜନେତା କୋଦଣ୍ଡଧର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ଭଜନର ପ୍ରଚାର ପ୍ରସାର ଉପରେ…

ଏଲ୍ଏସି ନିକଟରୁ ଧରା ପଡ଼ିଥିବା ଚୀନ୍‌ ସେନାକୁ ଫେରାଇଲା ଭାରତ

ନୂଆଦିଲ୍ଲୀ: ଜାନୁଆରୀ ୮ରେ, LAC ଅତିକ୍ରମ କରି ଭାରତୀୟ ସୀମାକୁ ପସି ଆସିଥିବା ଚୀନ୍‌ ସେନାକୁ ଆଜି ଚୁସୁଲରେ ଫେରାଇଦିଆଯାଇଛି। ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶୁକ୍ରବାର ଦିନ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଅତିକ୍ରମ କରି ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ…

ଯୁବତୀଙ୍କୁ ହତ୍ୟା ଘଟଣାରେ ଦମ୍ପତ୍ତି ଗିରଫ

ଭଂଜନଗର: ଜଗନ୍ନାଥପ୍ରସାଦ ଗୋଷଣ୍ଡାପାଳରୁ ଗତ ଦୁଇ ତାରିଖରେ ମିଳିଥିବା ମୃତଦେହର ପତ୍ତା ମିଳିଛି । ତାଙ୍କୁ ଭୁବନେଶ୍ୱରରେ ହତ୍ୟା ପରେ ଗଂଜାମରେ ତାଙ୍କ ମୃତ ଦେହ ଫିଙ୍ଗାଯାଇଥିବା ଆଜି ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ଏହି ଘଟଣାରେ ପୋଲିସ ଏକ ଦମ୍ପତ୍ତିଙ୍କୁ ଗିରଫ କରିଛି ।…

କରୋନାର ଶିକାର ହୋଇଥିଲେ ପ୍ରୀତି ଜିଣ୍ଟାଙ୍କ ପୂରା ପରିବାର

ନୂଆଦିଲ୍ଲୀ: କରୋନା କବଳରେ ଅନେକ ବଲିଉଡ୍‌ ତାରକା ପଡ଼ିସାରିଛନ୍ତି। ସେଥିମଧ୍ୟରୁ ବଲିଉଡର ପ୍ରସିଦ୍ଧ ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ପରିବାର ମଧ୍ୟ ଅଛନ୍ତି। ପ୍ରୀତି ଜିଣ୍ଟା ପ୍ରକାଶ କରିଛନ୍ତି ଯେ ତାଙ୍କ ସମଗ୍ର ପରିବାର କରୋନା ସଂକ୍ରମିତ ହୋଇଥିଲେ। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ…

ସୁନ୍ଦରଗଡରେ ନଦୀରେ ଭାସିଯାଇ ଯୁବତୀ ମୃତ୍ୟୁ ଘଟଣାରେ ଭିଡିଓ ଭାଇରାଲ

ସୁନ୍ଦରଗଡ଼: ଇବ୍ ନଦୀ କୂଳରେ ସେଲଫି ନେବା ବେଳେ ସୁଅରେ ଭାସିଯିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଘଟଣାଟି ଗତ ତିନି ତାରିଖରେ ଘଟିଥିଲା । ଦୀର୍ଘ ୨୨ ଘଣ୍ଟାର ଖୋଜାଖୋଜି ପରେ ମୃତଦେହ ଏକ ପଥର ସନ୍ଧିରୁ ମିଳିଥିଲା । ସୂଚନା ଅନୁଯାୟୀ, ରାଜଗାଙ୍ଗପୁର କୁମ୍ଭାରପଡ଼ାର ୨୩…

ଏନସିବି କାର୍ଯ୍ୟାଳୟରେ ହାଜର ହେଲେ ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲ

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ରାଡାରରେ ଅଛନ୍ତି। ଏନସିବି ତାଙ୍କ ଭଉଣୀ କୋମଲ ରାମପାଲଙ୍କୁ ପଚରାଉଚରା ପାଇଁ ସମନ ପଠାଇଥିଲେ। ଯେଉଁଥିପାଇଁ ସୋମବାର ଅର୍ଥାତ୍‌ ଆଜି କୋମଲ ଏନସିବି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।…

ସାମ୍‌ନାକୁ ଆସିଲା ଫିଲ୍ମ ‘ଦି ଇମୋର୍‌ଟାଲ୍‌ ଅଶ୍ୱତ୍‌ଥାମା’ର ପ୍ରଥମ ଲୁକ୍‌

ନୂଆଦିଲ୍ଲୀ: ୨୦୧୯ ରେ ବହୁ ସଫଳ ଚଳଚ୍ଚିତ୍ର 'ଉରି- ଦି ସର୍ଜିକାଲ୍ ଷ୍ଟ୍ରାଇକ୍' ପରେ ନିର୍ଦ୍ଦେଶକ ଆଦିତ୍ୟ ଧର ଭିକି କୌଶଲଙ୍କ ସହ ନୂଆ ଚଳଚ୍ଚିତ୍ର 'ଦି ଇମୋର୍‌ଟାଲ୍‌ ଅଶ୍ୱତ୍‌ଥାମା' ଘୋଷଣା କରିଥିଲେ। ଉରିର ଦ୍ୱିତୀୟ ବାର୍ଷିକୀରେ ମୁକ୍ତିଲାଭ କରିଥିବା ଫିଲ୍ମର ପ୍ରଥମ ଲୁକ୍‌ର ଝଲକ…

କରୋନା ନ୍ୟୁ ଷ୍ଟ୍ରେନ୍‌; ଏପର୍ଯ୍ୟନ୍ତ ମୋଟ ୯୬ ଜଣ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ବ୍ରିଟେନରେ ମିଳିଥିବା କରୋନା ଭାଇରସର ନୂତନ ଷ୍ଟ୍ରେନ୍‌ରେ ଆଉ ୬ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଏହି କରୋନା ନୂତନ ଷ୍ଟ୍ରେନ୍‌ରେ…

ଲଣ୍ଡନରୁ ଦିଲ୍ଲୀ ଆସିଥିବା ଏୟାର ଇଣ୍ଡିଆ ବିମାନରେ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଲଣ୍ଡନ-ଦିଲ୍ଲୀ ବିମାନରେ ଯାତ୍ରା କରୁଥିବା ୪ ଜଣ ଯାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଜେନେଷ୍ଟ୍ରିଙ୍ଗ୍ ଡାଇଗ୍ନୋଷ୍ଟିକ୍ ସେଣ୍ଟରର ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି ଯେ ଏୟାର ଇଣ୍ଡିଆର ଲଣ୍ଡନ-ଦିଲ୍ଲୀ ବିମାନରେ ଯାତ୍ରା କରୁଥିବା…