Latest Odisha News

BREAKING NEWS

Yearly Archives

2021

‘ପୁରୀରେ ହାଜତ ମୃତ୍ୟୁ ନୁହେଁ’, ହାଇକୋର୍ଟରେ ସତ୍ୟପାଠ ଦେଲେ ସରକାର

କଟକ: ପୁରୀ ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ସତ୍ୟପାଠରେ ଏହା ହାଜତ ମୃତ୍ୟୁ ନୁହେଁ ବୋଲି ଉଲ୍ଲେଖ କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ଦାଖଲ କରିଛନ୍ତି ରାଜ୍ୟ ସରକାର । ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…

ଲାଞ୍ଚ ନେଉଥିଲେ ତହସିଲ ଅଫିସ କିରାଣୀ, ଧରିଲା ଭିଜାଲାନ୍ସ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ତହସିଲ ଅଫିସର ବରିଷ୍ଠ କିରାଣୀ । ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ବିଭାଗ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲର ବରିଷ୍ଠ କିରାଣୀ ଅସିତ ଯୋଶୀ ଧରାପଡ଼ିଛନ୍ତି । ଜମି ବାବଦରେ ପଟ୍ଟା କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଅସିତ…

ସିଡନୀ ଟେଷ୍ଟ ଡ୍ର: ଲଢ଼ିଲେ ଅଶ୍ୱିନ-ହନୁମା ବିହାରୀ, ଭାଗିଦାରୀ ଇନିଂସ ଖେଳିଲେ ପୂଜାରା-ପନ୍ଥ

ସିଡନୀ: ଭାରତ-ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟ ଡ୍ର ହୋଇଛି । ବିଶାଳ ୪୦୭ ରନ୍ ବିଜୟ ଲକ୍ଷ୍ୟକୁ ଦେଢ଼ ଦିନରେ ପାର କରିବା ସମ୍ଭବ ହେଲାନି । କିନ୍ତୁ ଅଷ୍ଟ୍ରେଲିଆ ହାତରୁ ବିଜୟ ବାଜିକୁ ପଲଟାଇ ଦେଲା ଟିମ୍ ଇଣ୍ଡିଆ । ଶେଷ ଦିନରେ ଧୈର୍ୟ୍ୟର ସହ କଙ୍ଗାରୁ ବାହିନୀ ବୋଲରଙ୍କୁ ସାମନା କରିଥିଲେ ଅଶ୍ୱିନ ଓ…

କୃଷି ଆଇନ ଓ ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ରକୁ କଡ଼ା ଭର୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ଓ ଏହାକୁ ବିରୋଧ କରି ଚାଷୀ ସଂଗଠନ ଚଳାଇଥିବା ଆନ୍ଦୋଳନକୁ ନେଇ କେନ୍ଦ୍ର ଉପରେ ସୁପ୍ରିମକୋର୍ଟ ଖପ୍ପା । ଆଜି ଏସମ୍ପର୍କିତ ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ହାଜିର କରିଛନ୍ତି ସର୍ବୋଚ୍ଚ ଅଦାଲତ । ଆପୋଷ ବୁଝାମଣା ନେଇ କେନ୍ଦ୍ରର ଭୂମିକା…

ସ୍ୱଚ୍ଛଳ ଶାସନତନ୍ତ୍ର : ଅଚଳ ଅର୍ଥନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏବେ ସବୁଆଡେ ଶସ୍ତା ସ୍ଲୋଗାନ୍ । ବସ୍ତାବସ୍ତା ଭାଷଣବାଜିର ରିହାତି-ରାଜନୀତି । ଏ ଦଳ କହୁଚି ସେ ଦଳ ଚୋର, ସେ ଦଳ କହୁଚି ଏ ଦଳ ତସ୍କର । ଲୋକେ କହୁଛନ୍ତି ସବୁ ଦଳ - ପଙ୍ଗପାଳ । ଶାସନତନ୍ତ୍ରର ଶସ୍ୟକ୍ଷେତ୍ରରେ ପ୍ରବେଶ କରିବା ପାଇଁ ସମସ୍ତେ…

ଚିନ୍ମୟୀ ମହାନ୍ତିଙ୍କ ପୁସ୍ତକ ଗଳ୍ପପରି ଲାଗେ ଲୋକାର୍ପିତ

ଭୁବନେଶ୍ୱର: କବୀ ଓ ଗାଳ୍ପିକା ଚିନ୍ମୟୀ ମହାନ୍ତିଙ୍କ ପୁସ୍ତକ "ଗଳ୍ପପରି ଲାଗେ" ଲୋକାର୍ପିତ ହୋଇଯାଇଛି। କରୋନା ପାଇଁ ଅନୁଷ୍ଠାନିକ ମହୋତ୍ସବ ସବୁ ବନ୍ଦ ଥିବାରୁ ଭୁବନେଶ୍ୱରସ୍ଥିତ ଏକ ପାର୍କରେ ଅଳ୍ପ କିଛି ଲୋକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରେ…

ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ତର୍ଜମା କରାଯିବ । ଉଚ୍ଚନ୍ୟାୟାଳୟ କି ନିର୍ଦ୍ଦେଶ କିମ୍ବା ପରାମର୍ଶ ଦେଇଛନ୍ତି ତାକୁ ଦେଖିବା ପରେ ବିଭାଗ…

ଇଟାଲିୟାନ ସାହିତ୍ୟରେ ଓଡ଼ିଆ କବିଙ୍କ କବିତା

ଭବାନୀପାଟଣା : କବି ଭବାନୀଶଙ୍କର ନିଆଲ ଲେଖିଥିବା ଦୁଇଟି କବିତା ଇଟାଲିୟାନ ଭାଷାରେ ଅନୁଦିତ ହେବା ପରେ ସେ ଇଟାଲୀର ସାହିତ୍ୟ ଜଗତରେ ଆଲୋଡନ ସୃଷ୍ଟି କରିଛନ୍ତି । ଏ ସଂପର୍କରେ ଖବର ମିଳିବା ପରେ ରାଜ୍ୟର ସାହିତ୍ୟିକ ଓ ଶ୍ରୀ ନିଆଲଙ୍କ ଶୁଭେଚ୍ଛୁ ମହଲରେ ଖୁସିର ଲହରୀ ଖେଳିଯାଇଛି । କରୋନା ଜନିତ…

ଭ୍ୟାକସିନ୍ କାଉଣ୍ଟଡାଉନ୍: ଟିକାକରଣର ୨-୩ ଦିନ ପୂର୍ବରୁ ଓଡ଼ିଶା ଆସିପାରେ କୋଭିଡ୍ ଟିକା

ଭୁବନେଶ୍ୱର: ଦେଶରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ କୋଭିଡ୍ ଟିକାକରଣ । ତାର ଦୁଇ ତିନି ଦିନ ପୂର୍ବରୁ ଓଡ଼ିଶାକୁ ଆସିପାରେ ଭ୍ୟାକସିନ୍ । ଏଥିପାଇଁ ତୟାର ଅଛନ୍ତି ସରକାର । ରାଜ୍ୟର ୧୬୦ଟି ସ୍ଥାନରେ ଟିକାକରଣ ହେବ । ଦୁଇଟି ଜାଗାରେ ଟୁଓଏ କମ୍ୟୁନିକେସନ ରହିବ । DHH ସୁନ୍ଦରଗଡ଼ ଓ…

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୫ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ମହାମାରୀର କରୋନାର ପ୍ରକୋପ ସମଗ୍ର ବିଶ୍ୱକୁ ଅସ୍ତବ୍ୟସ୍ତ କରିସାରିଲାଣି। ଏହି ବିନାଶରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ମହାମାରୀରେ ସଂକ୍ରମିତଙ୍କ ସଂଖ୍ୟା ୯୬ ନିୟୁତ, ୬୬ ହଜାର ୫୯୪ କୁ ବୃଦ୍ଧି ପାଇଛି। ଏଥି ସହିତ, ଏଥିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୯…