Latest Odisha News

BREAKING NEWS

Yearly Archives

2021

ଆସନ୍ତା ୨୯ରୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ:ଆସନ୍ତା ଜାନୁଆରୀ ୨୯ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହ ଲୋକସଭା ଏବଂ ରାଜ୍ୟସଭାକୁ ସମ୍ବୋଧନ କରିବେ। ସେହିପରି ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ…

ସୌରଭ ଗାଙ୍ଗୁଲି ସୁସ୍ଥ, ବୁଧବାର ଡାକ୍ତରଖାନାରୁ ଛୁଟି ମିଳିବ

କୋଲକାତା:ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ବୁଧବାର ଡାକ୍ତରଖାନାରୁ ଛୁଟି ମିଳିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଉଡଲାଣ୍ଡ ମେଡିକାଲର କାର୍ଡିଆକ ସର୍ଜନ ଡାକ୍ତର ଦେବୀ ସେଟ୍ଟୀ ହସି କରି କହିଛନ୍ତି…

ଓଡିଶୀ ସ୍ଥାପତ୍ୟ ବନାମ କୋଠାବାଡିର ପାରାଭାଡି

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଓଡିଶାର ଖ୍ୟାତନାମା ଚିତ୍ରଶିଳ୍ପୀ ସ୍ଵର୍ଗତ ଦିନନାଥ ପାଠି ଆଧୁନିକ ଭୁବନେଶ୍ୱରକୁ ପାରାଭାଡିର ସହର ବୋଲି କହୁଥିଲେ। ଜଣେ ଓଡିଶୀ ଚିତ୍ରଶିଳ୍ପୀର ଆଖିରେ ଆଜିର ଭୁବନେଶ୍ୱରକୁ ପାରାଭାଡି ବ୍ୟତୀତ ଆଉ କଣ ବା କୁହାଯାଇ ପାରିବ? ଭୁବନେଶ୍ୱର ପ୍ରାୟ…

ବ୍ରିଟେନ ପ୍ରଧାନମନ୍ତ୍ରୀ ବାତିଲ କଲେ ଭାରତ ଗସ୍ତ, ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଥିଲେ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ମଙ୍ଗଳବାର ଭାରତ ଗସ୍ତ ଶେଷ ମୂହର୍ତରେ ବାତିଲ କରିଛନ୍ତି । ଆସନ୍ତା ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ବୋରିସ ଜନଶନ ଫୋନ ଯୋଗେ ଏ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ରିଲିଜ ହେଲା ବର୍ଷାଙ୍କ ମ୍ୟୁଜିକ ଭିଡ଼ିଓ, ନମିତାଙ୍କ ଗୀତରେ ଝୁମିଲେ ଦୃଷ୍ଟିହୀନ ଓ ଭିନ୍ନକ୍ଷମ

ଭୁବନେଶ୍ୱର: ମୁକ୍ତିଲାଭ କରିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ପ୍ରସ୍ତୁତ ମ୍ୟୁଜିକ ଭିଡିଓ 'କିଛି ମାଗୁନାହିଁ ତତେ' । ନମିତା ମେଲେକା ଗାଇଥିବା ଏହି ଗୀତରେ ବର୍ଷାଙ୍କ ସହ ଅଭିନୟ କରିଛନ୍ତି ଏସିଡ ପୀଡିତା ପ୍ରମୋଦିନୀ ରାଉଳ, କିଛି ଦୃଷ୍ଟିହୀନ ଓ ଭିନ୍ନକ୍ଷମ। କିଛି ଦିନ ତଳେ…

ଧର୍ମା ପ୍ରଡକ୍ସନରେ ଇନଭେଷ୍ଟ କରିବ ଆଦାନୀ ଗ୍ରୁପ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଅନେକ କ୍ଷତି ସହିଛି । ସୁଶାନ୍ତ ସିଂ ରାଜପୁତ କେସ୍ ପରେ ଧର୍ମା ପ୍ରଡକ୍ସନର ମୁଖ୍ୟ କରନ ଜୋହର ପ୍ରଚୁର କ୍ଷତି ସହିଛନ୍ତି । ଏହି ଅବସରରେ ଆଦାନୀ ଗ୍ରୁପର ଗୌତମ ଆଦାନୀ ଏହାର ୩୦ ପ୍ରତିଶତ ଅଂଶଧନ କିଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି ବୋଲି…

ବେନାମୀ ସମ୍ପତ୍ତି ମାମଲା; ଦ୍ୱିତୀୟ ଦିନରେ ବି ରବର୍ଟ ଭଦ୍ରାଙ୍କ ବାସଭବନରେ ପହଞ୍ଚିଛନ୍ତି ଆୟକର ଅଧିକାରୀ

ନୂଆଦିଲ୍ଲୀ: ବେନାମୀ ସମ୍ପତ୍ତି ମାମଲାରେ ଆୟକର ବିଭାଗର ଅଧିକାରୀମାନେ କ୍ରମାଗତ ଦ୍ୱିତୀୟ ଦିନ ଅର୍ଥାତ୍‌ ମଙ୍ଗଳବାର ଦିନ ସୁଖଦେବ ବିହାରରେ ଥିବା ରବର୍ଟ ଭଦ୍ରାଙ୍କ ବାସଭବନରେ ପହଞ୍ଚିଥିଲେ। ଏହାପୂର୍ବରୁ ଆୟକର ବିଭାଗର ଅଧିକାରୀମାନେ ସୋମବାର ଦିନ ନଅ ଘଣ୍ଟାରୁ ଅଧିକ ସମୟ ପାଇଁ ରବର୍ଟ…

ମମତାଙ୍କୁ ଆଉ ଏକ ଝଟକା, କ୍ରୀଡା ମନ୍ତ୍ରୀ ପଦରୁ ଶୁକ୍ଲାଙ୍କ ଇସ୍ତଫା

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଯେତେ ପାଖକୁ ଆସୁଛି ମମତା ବାନାର୍ଜୀଙ୍କ ସରକାରକୁ ସେତେ ଝଟକା ଲାଗୁଛି । ମଙ୍ଗଳବାର ପୂର୍ବତନ କ୍ରିକେଟ ଖେଳାଳି ତଥା କ୍ରୀଡା ମନ୍ତ୍ରୀ ଲକ୍ଷ୍ମୀରତନ ଶୁକ୍ଲା ଦଳରୁ ଇସ୍ତଫା ଦେଇଛନ୍ତି । ଏହା ବ୍ୟତୀତ ସେ ହାୱଡା ଜିଲ୍ଲା ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା…

ହାତୀ ପଲଙ୍କ ହାବୁଡରେ ପଡିଲେ ଚିଲିକା ପକ୍ଷୀ ଗଣନାକାରୀ

ବାଲୁଗାଁ: ଚିଲିକା ବନଖଣ୍ଡରେ ଆଜି ସକାଳୁ ପକ୍ଷୀ ଗଣନା ଆରମ୍ଭ ହୋଇଥିବା ବେଳେ ବାଲିପାଟପୁର ଅଞ୍ଚଳରେ ପକ୍ଷୀଗଣନାକାରୀ ଟିମ୍ ଏକ ହାତୀ ପଲଙ୍କୁ ଦେଖିବାକୁ ପାଇଥିଲେ । ଗତ ରାତିରୁ ଭୂଷଣ୍ଡପୁର ଦେଇ କେତେ ବେଳେ ଯେ ହାତୀ ପଲ ଚିଲିକା ଭିତରକୁ ପଶିଥିବା ଅନୁମାନ କରାଯାଉଛି । ପକ୍ଷୀଗଣନାକାରୀ…

ସାମ୍‌ନାକୁ ଆସିଲା ଅଲି ଅବ୍ବାସଙ୍କ ବିବାହ ଫଟୋ; ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଲି ଅବ୍ବାସ ଜାଫର ବେଶ୍‌ ନିଆରା ଢଙ୍ଗରେ ନୂଆ ବର୍ଷକୁ ଆରମ୍ଭ କରିଛନ୍ତି। ଅଲି ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି ଯେ ସେ ଏବେ ସିଙ୍ଗଲ୍‌ରୁ ମିଙ୍ଗଲ୍‌ ହୋଇଛନ୍ତି। ଅଲି ତାଙ୍କ ପତ୍ନୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହିତ…