ବିଶ୍ୱବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮.୫୬ କୋଟି ପାର୍
ୱାଶିଂଟନ୍: କରୋନା ମହାମାରୀ ଦୁନିଆରେ ବିପର୍ଯ୍ୟୟ ଘଟାଇ ଚାଲିଛି। ଏହି ବିପଜ୍ଜନକ ଭୂତାଣୁ ଦ୍ବାରା ସଂକ୍ରମିତ ଲୋକଙ୍କ ଆକଳନ ସାଢେ ଆଠ କୋଟି ଅତିକ୍ରମ କରିଛି। ବିଶ୍ୱବ୍ୟାପୀ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୮ ଲକ୍ଷ ୫୨ ହଜାରରୁ ଅଧିକ ହୋଇଛି। ଆମେରିକା, ଭାରତ ଏବଂ…