ବ୍ୟଙ୍ଗ : ପ୍ରକାଶନ ବିସମ୍ବାଦ
ଭାଇ ନମସ୍କାର । ଭଲ ଅଛନ୍ତି ? ଆପଣ ଅମୁକ ପତ୍ରିକା କିଣିଲେଣି ? ବଢିଆ ହୋଇଛି କୁଆଡେ ।
— ନା କିଣିନି ।
— ଗୋଟେ କପି କିଣିବେ ନିଶ୍ଚୟ ।
— ଆଚ୍ଛା ହଉ…।
— କଥା କଣ କି ଭାଇ ମୋର ଗୋଟେ ଲେଖା ବାହାରିଛି ସେଥିରେ । ଆପଣ ପଠେଇ ନଥିଲେ କଣ ? କେଉଁ କେଉଁ ପତ୍ରିକାକୁ ଆପଣ ଲେଖା ଦେଇଥିଲେ ?…