Latest Odisha News

BREAKING NEWS

Yearly Archives

2021

ଦେଶରେ ନ୍ୟାୟିକ ପ୍ରକ୍ରିୟାରେ ହେଉଛି ବିଳମ୍ବ, କ୍ଷୋଭ ପ୍ରକାଶ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଦେଶରେ ନ୍ୟାୟିକ ପ୍ରକ୍ରିୟାରେ ହେଉଛି ବିଳମ୍ବ । ଯେଉଁଥିପାଇଁ ନ୍ୟାୟ ପାଉନାହାନ୍ତି ସାଧାରଣ ଲୋକ । ନ୍ୟାୟ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଗରିବ ଲୋକଟିଏ ଦୀର୍ଘ ବର୍ଷ ଧରି କୋର୍ଟର ଚକ୍କର କାଟୁଛନ୍ତି । ଏପରିକି ନ୍ୟାୟ ପାଇବାରେ ଅନେକ ପ୍ରତିବନ୍ଧକ ମଧ୍ୟ ସୃଷ୍ଟି ହେଉଛି ।…

ଆତ୍ମହତ୍ୟା କଲେ ବିଜେପିର ପୂର୍ବତନ ମନ୍ତ୍ରୀ

ଛୁରିୟା: ଛତିଶଗଡର ପୂର୍ବତନ ବିଜେପି ମନ୍ତ୍ରୀ ରାଜିନ୍ଦରପାଲ ସିଂ ଭାଟିୟା ରବିବାର ଆତ୍ମହତ୍ୟା କରିଛନ୍ତି । କେଉଁ କାରଣ ପାଇଁ ସେ ଏହି କଠୋର ପଦକ୍ଷେପ ଗ୍ରହଣ କଲେ ତାହା ସ୍ପଷ୍ଟ ହୋଇନି । ତେବେ ସେ ଏବେ ଅସୁସ୍ଥ ରହୁଥିଲେ, ଏଥିରେ ବିରକ୍ତ ହୋଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।…

ଉପଯୁକ୍ତ ଚିକିତ୍ସା ଓ ସଚେତନତା ଦ୍ବାରା ଶିଶୁମାନେ କର୍କଟ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇପାରିବେ

ଭୁବନେଶ୍ବର : ଶିଶୁଙ୍କ କ୍ଷେତ୍ରରେ କର୍କଟ ରୋଗର ଚିକିତ୍ସା କଷ୍ଟକର ହୋଇପାରେ, କିନ୍ତୁ ନିରାଶାଜନକ ନୁହେଁ । ସଠିକ ସମୟରେ ଲକ୍ଷଣ ଚିହ୍ନଟ, ଉପଯୁକ୍ତ ଚିକିତ୍ସା ଓ ପିତାମାତାଙ୍କ ଧର୍ଯ୍ୟ ରହିଲେ ଶିଶୁଙ୍କୁ କର୍କଟ ରୋଗରୁ ଆରୋଗ୍ୟ ମିଳିପାରିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ବିଭାଗ…

ମାଲକାନଗିରି ଉପରେ ଆନ୍ଧ୍ର ଓ ତେଲେଙ୍ଗନା ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି

ମାଲକାନଗିରି: ଓଡିଶା ସୀମାକୁ ନେଇ ପ୍ରାୟତଃ ସମୟ ଆନ୍ଧ୍ରପ୍ରଦେଶ କିମ୍ବା ତେଲେଙ୍ଗାନାର ଅନୁପ୍ରବେଶ ଘଟଣା ସାମ୍ନାକୁ ଆସିଥାଏ । ହେଲେ ଏଥର କ୍ୱାର୍ଜ ପଥର ପାଇଁ ମାଲକାନଗିରି ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ଆନ୍ଧ୍ର ଓ ତେଲେଙ୍ଗାନାର ଖଣିଆ ମାଫିଆ । ମୋଟୁ ତହସିଲ ଅନ୍ତର୍ଗତ କୁନାନପାଲି…

ପାୟଲଙ୍କ ଏ ନାଇଟ ଅଫ ନୋଇଂ ନଥିଙ୍ଗ ଜିତିଲା ଟିଆଇଏଫଏଫ ପୁରସ୍କାର

ନୂଆଦିଲ୍ଲୀ: ଟୋରାଂଟ ଇଂଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ବାଜି ମାରିଛନ୍ତି ଭାରତୀୟ ନିର୍ଦ୍ଦେଶିକା ପାୟଲ କାପାଡିଆ । ତାଙ୍କ ପ୍ରୋଜେକ୍ଟ ଏ ନାଇଟ ଅଫ ନୋଇଂ ନ ଥିଙ୍ଗ ୪୬ତମ ଟିଆଇଏଫଏଫ ପୁରସ୍କାର ହାସଲ କରିଛି । ଡକ୍ୟୁମେଂଟ୍ରି ବିଭାଗରେ ଶର୍ଟଲିଷ୍ଟ ହୋଇଥିବା ୩ ଫିଲ୍ମରେ ଏହା ସାମିଲ ହୋଇଥିଲା…

ଚରଣଜିତ ସିଂହ ଚନ୍ନୀ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼ : ଶେଷ ହେଲା ସବୁ କଳ୍ପନା ଜଳ୍ପନା । ଶେଷରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଚରଣଜିତ୍ ସିଂହ ଚନ୍ନି । ଏନେଇ ଘୋଷଣା କରିଛନ୍ତି ପଞ୍ଜାବ କଂଗ୍ରେସର ପ୍ରଭାରୀ ହରିଶ ରାଓ୍ବତ । ଚଣ୍ଡିଗଡ଼ରେ ହୋଇଥିବା କଂଗ୍ରେସ ବିଧାୟକ ଦଳର ବୈଠକରେ ଚନ୍ନିଙ୍କ ନାଁ ଉପରେ ମୋହର ଲଗାଯାଇଛି ।…

ନଦୀରେ ପାଣି କମୁଛି, ହେଲେ ଏବେ ବି ବନ୍ୟାଜଳରେ ବୁଡି ରହିଛି ହେକ୍ଟର ହେକ୍ଟର ଚାଷ ଜମି

ଭଦ୍ରକ : କମୁଛି ବୈତରଣୀର ଜଳସ୍ତର । ବିପଦ ଟଳିଥିବା ବେଳେ, ବିଭିନ୍ନ ସ୍ଥାନରେ ମଧ୍ୟ ହ୍ରାସ ପାଉଛି ଜଳସ୍ତର । ଭଦ୍ରକ ଜିଲ୍ଲାର ଆଖୁଆପଦାରେ ବୈତରଣୀ ନଦୀ ବିପଦ ସଂକେତ ତଳକୁ ପ୍ରବାହିତ ହେଉଛି । ଆଖୁଆପଦାଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ବନ୍ୟା ଜଳ ବହୁ ତଳେ ପ୍ରବାହିତ ହେଉଛି ।…

ଫ୍ରାନ୍ସଠାରୁ ୨୪ଟି ସେକେଣ୍ଡ ହ୍ୟାଣ୍ଡ ମିରାଜ-୨୦୦୦ ଯୁଦ୍ଧ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ଫ୍ରାନ୍ସଠାରୁ ୨୪ଟି ସେକେଣ୍ଡ ହ୍ୟାଣ୍ଡ ମିରାଜ-୨୦୦୦ ଯୁଦ୍ଧ ବିମାନ ଭାରତ କିଣିବା ପାଇଁ ଚୁକ୍ତି କରିଛି । ଭାରତୀୟ ବାୟୁସେନା ଏହାର ଚତୁର୍ଥ ପିଢ଼ୀର ଯୁଦ୍ଧବିମାନ ସ୍କ୍ରାଡନକୁ ମଜଭୁତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି । ଏଥିପାଇଁ ବାୟୁସେନା ୨୩୩.୬୭ କୋଟି ଟଙ୍କାର…

ବନ୍ୟା ଆଶଙ୍କା ନାହିଁ, ମହାନଦୀ ସମେତ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖାରେ ଖସୁଛି ଜଳସ୍ତର

ଭୁବନେଶ୍ବର : ମହାନଦୀ ସମେତ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖା ନଦୀରେ କମିଛି ଜଳସ୍ତର । ଜଳସ୍ତର ହ୍ରାସ ପାଉଥିବା ବେଳେ, ଆଉ ବନ୍ୟା ଆଶଙ୍କା ମଧ୍ୟ ନାହିଁ । ପୂର୍ଣ୍ଣିମା ଥିବାରୁ ସମୁଦ୍ର ଜୁଆରିଆ ରହୁଛି । ତେଣୁ ସମୁଦ୍ରକୁ ପାଣି ଯାଇ ନପାରି ତଳି ଅଞ୍ଚଳରେ ପାଣି ଛାଡିବାରେ ବିଳମ୍ବ…

ରାଜ୍ୟରେ ପୁଣି ବଢ଼ିବ ସଂକ୍ରମଣ, ସତର୍କ କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ ପୁଣି ବଢ଼ିପାରେ ମହାମାରୀ କରୋନା ସଂକ୍ରମଣ । ଏଭଳି ପୂର୍ବନୁମାନ କରିଛି ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ୮୦ ପ୍ରତିଶତ ଲୋକ ଲକ୍ଷଣ ବିହୀନ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣ ବଢ଼ିପାରେ ବୋଲି ଆକନ କରିଛି ସ୍ବାସ୍ଥ୍ୟ ବିଭାଗ । ଅକ୍ଟୋବର ଓ ନଭେମ୍ବର ମାସରେ…