Latest Odisha News

BREAKING NEWS

Yearly Archives

2021

ପାରଳା ACF ମୃତ୍ୟୁ ମାମଲା: ଆଜି ହୋଇପାରେ ବିଦ୍ୟାଭାରତୀଙ୍କ ଲାଏ ଡିଟେକସନ୍ ଟେଷ୍ଟ

ଭୁବନେଶ୍ୱର: ପାରଳାଖାମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଆଜି ହୋଇପାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକସନ୍ ଟେଷ୍ଟ । ଭୁବନେଶ୍ୱର ସ୍ଥିତ ଷ୍ଟେଟ୍ ଫରେନସିକ୍ ଲାବରେ ଟେଷ୍ଟ ହୋଇପାରେ । ପୂର୍ବରୁ ଗଜପତି ଡିଏଫଓ ସଂଗ୍ରାମ…

ଆଇପିଏଲ୍ ମହାସମର: ମୁମ୍ୱାଇକୁ ହରାଇଲା ଚେନ୍ନାଇ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦ୍ୱିତୀୟ ପର୍ୟ୍ୟାୟ ଆଇପିଏଲର ପ୍ରଥମ ମ୍ୟାଚରେ ମୁମ୍ୱାଇ ଇଣ୍ଡିଆନ୍ସକୁ ହରାଇଲା ଚେନ୍ନାଇ ସୁପରକିଙ୍ଗସ୍ । ୨୦ ରନରେ ବିଜୟୀ ହୋଇଛି ଟିମ୍ ଧୋନି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୬ ଓ୍ୱିକେଟ ହରାଇ ୧୫୬ ରନ୍ କରିଥିଲା । ୧୫୭ ରନ୍ ବିଜୟ…

ଡ୍ରେନରେ ଭାସି ନିଖୋଜ ଛାତ୍ରର ୧୮ ଘଣ୍ଟା ପରେ ବି ମିଳିନି ପତ୍ତା

ଭୁବନେଶ୍ୱର: ଡ୍ରେନରେ ଭାସି ନିଖୋଜ ଦଶମ ଶ୍ରେଣୀ ଛାତ୍ରଙ୍କ ପତ୍ତା ଏଯାଏ ମିଳିନି । ୧୮ ଘଣ୍ଟା ପରେ ବି ତାଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ । ଗଣ୍ଡମୁଣ୍ଡା ମୁଖ୍ୟ କେନାଲରେ ବୋଟ ଯୋଗେ ସର୍ଚ୍ଚ ଅପରେସନ କରିବାକୁ ନିଷ୍ପତ୍ତି ହୋଇଛି । ଗତକାଲି ଶିରିପୁର ଶତାବ୍ଦୀନଗର ବ୍ୟାଙ୍କ କଲୋନୀର…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୪୨ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୨ ପିଲାବେଳୁ ମାଆ ଓ ବାପା ଗୁରୁଙ୍କ ପାଖରୁ ଦୀକ୍ଷିତ ହୋଇଥିଲେ। ସେଇଥି ପାଇଁ ରଞ୍ଜୁ ଧ୍ୟାନ ଶିଖିଥିଲା ଏକଦମ୍ କମ୍ ବୟସରୁ। ନାଭି ପାଖରେ ଦୁଇ ହାତ ପାପୁଲିକୁ ଗୋଟିକ ଉପରେ ଗୋଟିଏ ରଖି  ମେରୁଦଣ୍ଡ ସିଧାକରି ଜିଭ ବା ଓଠ…

କବିତା : ଜୟ ଜୟ ଜଗନ୍ନାଥ କରୁଣା ସାଗର

ଶୈଲେନ ରାଉତରାୟ  ଜୟ ଜୟ ଜଗନ୍ନାଥ କରୁଣା ସାଗର । ଜୟ ନୀଳଗିରିନାଥ କମଳାର ବର । ୦। ପତିତପାବନ ବାନା ଅଧିକାରୀ ସେହି । ଯେହୁ ନେତ ଦରଶନେ ପାପ ଯାଏ ଦହି । ୧। ଆଦିଗନ୍ତ ଚରାଚର ମାନଚିତ୍ର ଯା'ର । ସେହି ପ୍ରଭୁ ପୟରରେ ଅଟେ ମୁଁ କିଙ୍କର । ।୨ ନ ଯିବି ଶିରିଡ଼ି, ନ ଗମିବି…

ମତ୍ସ୍ୟ ଯୋଜନା

ଗଣେଶ ଚନ୍ଦ୍ର କୁଣ୍ଡ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଭୂମିକା ଉଲ୍ଲେଖନୀୟ । ମତ୍ସ୍ୟଚାଷକୁ ପ୍ରୋତ୍ସାହନ ଦେବାପାଇଁ ଏକ ଉତ୍ତମ ମତ୍ସ୍ୟ ଯୋଜନାର ଆବଶ୍ୟକତା ଅଛି । ତେଣୁ ଆସନ୍ତୁ ଜାଣିବା ଏକ ସଫଳ ମତ୍ସ୍ୟ ଯୋଜନା ପାଇଁ ଆବଶ୍ୟକ…

ଭିନ୍ନ ବନ୍ୟା ନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ବର୍ଷା ଅପେକ୍ଷାରେ ବାଉଳି ଚାଉଳି ହେଉହେଉ ଅଚାନକ ଲଘୁଚାପ ସୃଷ୍ଟି ହୋଇ ଚାରି ପାଞ୍ଚ ଦିନ ଅସରାଅସରା ମେଘ ବର୍ଷିଗଲେ ଅଜଗର ଗର୍ଭ ପରି ଫୁଲିଉଠେ ଓଡ଼ିଶାର ନଈନାଳ । ପାଣିଚାପରେ ଫିଟିଯାଏ ହୀରାକୁଦ ବନ୍ଧର ଗୋଟିଏ ପରେ ଗୋଟିଏ କବାଟ !…

‘ବିବାକ ବସୁଧା’ ଓ ‘ନିଖିଳ ଜୀବନବୋଧ ଓ ମାନବାତ୍ମାର କବି ଭରତ ବେହେରା’ ଉନ୍ମୋଚିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା 'ଏଥେନା ବୁକ୍ସ' ଆନୁକୂଲ୍ୟରେ, ସ୍ଥାନୀୟ କେଦାରନାଥ ଗବେଷଣା ପ୍ରତିଷ୍ଠାନ ସଭାଗୃହରେ କବି ଭରତ ବେହେରାଙ୍କ କବିତା ସଙ୍କଳନ "ବିବାକ ବସୁଧା" ଓ ବିରଞ୍ଚି କୁମାର ପାଣିଙ୍କ ସମ୍ପାଦିତ "ନିଖିଳ ଜୀବନବୋଧ ଓ ମାନବାତ୍ମାର କବି ଭରତ ବେହେରା " ଉନ୍ମୋଚିତ…

ଏକାଧିକ ଘୂର୍ଣ୍ଣିବଳୟର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେଉଛି ଓଡ଼ିଶା

ଭୁବନେଶ୍ବର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକାଧିକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର । ଗୋଟିଏ…

ପ୍ରଚାର ପାଇଁ କାଲିଠୁ କମ୍ପିବ ପିପିଲି ମୈଦାନ

ଭୁବନେଶ୍ବର : ଆସନ୍ତାକାଲିଠୁ ଜମିବ ପିପିଲି ଉପନିର୍ବାଚନ ପ୍ରଚାର । ବିଦ୍ଧିବଦ୍ଧ ଭାବେ ମୈଦାନକୁ ଓହ୍ଲାଇବେ ତିନି ପ୍ରମୁଖ ରାଜନୈତିକ ଦଳର ଷ୍ଟାର ପ୍ରଚାରକ । ଏନେଇ ବିଜେଡି, ବିଜେପି ଓ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରି ସାରିଛନ୍ତି । ଏଥର ପିପିଲିରେ ଭୋଟରଙ୍କ ମନ କିଣିବା ପାଇଁ…