Latest Odisha News

BREAKING NEWS

Yearly Archives

2021

ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରେ ରାଧାଷ୍ଟମୀ ପାଳିତ

ମୋହାଲି : ଦେଶର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ, ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରେ ରାଧାଷ୍ଟମୀ ପାଳିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ରତ୍ନପ୍ରଭା ସାହୁ, ବିଶ୍ୱବିଦ୍ୟାଳୟ ଉଦ୍ଦେଶ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ…

ଜିଅନ୍ତେ ନଦେଲି ତୁଣ୍ଡେ

ସୁଧାଂଶୁ କୁମାର ତ୍ରିପାଠୀ  ଭ୍ରମରେ ଭ୍ରମିଲି ଭୂଲୋକ ଭିତରେ ଭୁଲିଯାଇ ଭଲ ମନ୍ଦ ଭେଣ୍ଡା ହେଲା ଦିନୁ ଭଣ୍ଡାଇ ମୁଁ ଦେଲି ପିତାମାତା ହେଲେ ଗନ୍ଧ।। ପ୍ରତିମା ପୂଜିଲି ପ୍ରତିଦିନ ଯାଇ ପ୍ରାରବ୍ଧେ ଫଳିବ ଫଳ ପାସୋରି ଦେଲି ମୁଁ ପାଳିଥିଲା ମାଁ ଅନ୍ତରୁ ନିଗାଡି ବଳ।। ବାସହରା…

ସାର୍ ବାଥରୁମରେ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……  ବଡ ବଡିଆ ମାନେ ତାଙ୍କ ପଦ ମର୍ଯ୍ୟାଦା ବଜାୟ ରଖିବା ପାଇଁ ମଳି ମୁଣ୍ଡିଆଙ୍କୁ ଅନେକ ପ୍ରକାର ପ୍ରତିଶୃତି ଦେଇ ଥାନ୍ତି। ସବୁ ପ୍ରତିଶୃତି ତ ରଖି ହୁଏନି, ତଥାପି ଜନତାର ସେବକ ଓ ପ୍ରଶାସକ ମାନଙ୍କୁ ରାଜନୈତିକ ଦୃଷ୍ଟିକୋଣରୁ ଅଥବା…

ହାପି ବାର୍ଥ ଡେ’- ଦୂରଦର୍ଶନ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ : ପଲିଟିକସ ଫଲିଟିକସ… ଦୂରଦର୍ଶନର କାହାଣୀ ସତେ ଯେମିତି ପୁରୁଣା କ୍ଲିପ୍ ଲଗା ଆଲ୍‌ବମ୍‌ର କଳାଧଳା ଅଭୁଲା ଜହ୍ନରାତିର ସ୍ମୃତି ପରି । ଦୂରଦର୍ଶନରେ ‘ରାମାୟଣ’ ଧାରାବାହିକ ପ୍ରସାରଣ ସମୟରେ ରାସ୍ତାଘାଟରେ ଯେଉଁ କେତୁଟା ଗାଡ଼ି ମଟର ଚାଲୁଥିଲା,…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୮ ଗୁରୁବାକ୍ୟ ଚିରସ୍ମରଣୀୟ।  ଅଦମ୍ୟ ଉତ୍ସାହ ତଥା ଆକର୍ଷଣ  ଫଳରେ ଗୁରୁଙ୍କ କଥାମାନି, ଦିନେ ମୁଁ ଧାଇଁଲି ସେ ଅଗଣାକୁ, ଟିକିଏ  ଦେଖି ଆସିବାକୁ। ବିରାଟ ବଙ୍କିଂହାମ  ରାଜପ୍ରାସାଦ ଶୈଳୀରେ ସୁନ୍ଦର  ପ୍ରାସାଦ। ସୁଦୃଶ୍ୟ…

ସାଇ କଥା ଅମୃତର ଅଷ୍ଟମ ବାର୍ଷିକ ଉତ୍ସବ ଆୟୋଜିତ

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରର , ନ୍ୟୁ ଇନୋଭେସନ ବିଲଡିଂରେ ସାଇ କଥା ଅମୃତର ଅଷ୍ଟମ ବାର୍ଷିକ ଉତ୍ସବ -୨୦୨୧ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାଇ କଥା ଅମୃତର ମାସିକ ଆଧ୍ଯାତ୍ମିକ ପତ୍ରିକା ଉନ୍ମୋଚିତ ହୋଇଥିଲା । ଏହି ଉତ୍ସବରେ ଶିରିଡିରୁ ଆସିଥିବା ମୁଖ୍ୟପୂଜକ ପଙ୍କଜ…

ଦୂରସଞ୍ଚାର କ୍ଷେତ୍ରରେ ବୃହତ ସଂସ୍କାରକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ : ଦୂରସଞ୍ଚାର କ୍ଷେତ୍ରରେ ଅନେକ ଢାଞ୍ଚାଗତ ଏବଂ ପ୍ରକ୍ରିୟାଗତ ସଂସ୍କାରକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । ଏହି ସଂସ୍କାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ରୋଜଗାର ଅବସରକୁ ସୁରକ୍ଷିତ ରଖିବ । ଏହା ସୁସ୍ଥ ପ୍ରତିଯୋଗିତା ବଢ଼ାଇବା ସହିତ ଉପଭୋକ୍ତାଙ୍କ ସ୍ବାର୍ଥକୁ…

ଟାଇମ ମ୍ୟାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ମୋଦି, ମମତା, ପୁନୱାଲା

ନୂଆଦିଲ୍ଲୀ: ବିଶ୍ୱର ପ୍ରତିଷ୍ଠିତ ଟାଇମ ମ୍ୟାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି । ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଚେୟାରମ୍ୟାନ ଅଦାର ପୁନାୱାଲା ସ୍ଥାନ ପାଇଛି ।…

ଏସିଆନ୍ ଟିଟି ଚାମ୍ପିୟନଶିପରୁ ବାଦ ପଡିଲେ ମନିକା

ନୂଆଦିଲ୍ଲୀ: ଏସିଆନ୍ ଟେବୁଲ ଟେନିସ ଚାମ୍ପିୟନଶିପରୁ ବାଦ୍ ପଡିଛନ୍ତି ଭାରତର ଷ୍ଟାର ଖେଳାଳି ମନିକା ବାତ୍ରା । ଦୋହାରେ ଏହି ଇଭେଂଟ ୨୮ ସେପ୍ଟେମ୍ବରରୁ ଆରମ୍ଭ ହେବ । ମନିକାଙ୍କ ସ୍ଥାନରେ ସୁତୀର୍ଥ ମୁର୍ଖାଜୀ ଦଳର ନେତୃତ୍ୱ ନେବେ । ପୁରୁଷ ଟିମର ନେତୃତ୍ୱ ମାନବ ଠକ୍କର ତୁଲାଇବେ । ରାଷ୍ଟ୍ରୀୟ…

ପ୍ରକାଶ ପାଇଲା ୨୦୨୦ ମସିହାର ଅପରାଧ ତଥ୍ୟ

ନୂଆଦିଲ୍ଲୀ : ପ୍ରକାଶ ପାଇଲା ୨୦୨୦ ମସିହାର ଅପରାଧ ତଥ୍ୟ । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ସାରା ଦେଶରେ ୨୦୨୦ ମସିହାରେ ଘଟିଥିବା ଅପରାଧର ତଥ୍ୟ ପ୍ରକାଶ ପାଇଛି । ଗତବର୍ଷ ସାରା ଦେଶରେ ୨୯ ହଜାର ୧୯୩ଟି ହତ୍ୟା ମାମଲା ରୁଜୁ ହୋଇଛି । ୨୦୧୯ ତୁଳନାରେ ଏହା ୧ ପ୍ରତିଶତ ବୃଦ୍ଧି…