Latest Odisha News

BREAKING NEWS

Yearly Archives

2021

ଓଡ଼ିଶାରେ ଆହୁରି ଖସିଲା: ଦୈନିକ କରୋନା ସଂକ୍ରମଣ ୬୦୦କୁ ହ୍ରାସ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମି କମି ଆସୁଛି । ଦୈନିକ ସଂକ୍ରମଣ ଆଜି ୬୦୦କୁ ଖସିଛି । ୨୪ ଘଣ୍ଚାରେ ଚିହ୍ନଟ ହୋଇଛନ୍ତି ୬୨୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୮୦ ଜଣ ଅଛନ୍ତି ୧୮ ବର୍ଷ ଭିତରେ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୩୬୬ ଆକ୍ରାନ୍ତ ବାହାରିଥିବା ବେଳେ ଲୋକାଲ୍ କଣ୍ଟାକ୍ଟ…

ଆଜିଠାରୁ ଟୋକିଓ ପାରା ଅଲିମ୍ପିକ୍ସ, ଦମ୍ ଦେଖାଇବେ ଭାରତରୁ ୫୪ ଆଥଲେଟ୍

ଟୋକିଓ: ଆଜିଠି ଟୋକିଓରେ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସର ୧୬ତମ ସଂସ୍କରଣ । ଆଜି ସନ୍ଧ୍ୟାରେ ଏହାକୁ ଉଦଘାଟନ କରିବେ ଜାପାନ ସମ୍ରାଟ ନାରୁହିତୋ । ଆସନ୍ତା ସେପ୍ଟେମ୍ବର ୫ ତାରିଖ ଯାଏ ଚାଲିବ ପାରା ଅଲିମ୍ପିକ୍ସ । ଶାରୀରିକ ଓ ମାନସିକ ଭାବରେ ଭିନ୍ନକ୍ଷମଙ୍କ ପାଇଁ ଏହି କ୍ରୀଡ଼ା ମହାକୁମ୍ଭର…

କବିତା : ଅନାମିକା ପ୍ରେମିକା

ଶୁଭ୍ରାଂଶୁ ଶେଖର ମାହୁନ୍ତ ଏକୁଟିଆପଣକୁ ଆବୋରି ଅବଶିଷ୍ଟ ଆୟୁଷ ନେଇ ଜିଉଁଥିବା ବେଳେ ଦଲକାଏ ପବନ ପରି ହଠାତ୍ ମୋ ଜୀବନ ପରିଧିକୁ ଧଶେଇ ପଶିଆସିଲ ହେ ମୋର ଅନାମିକା ପ୍ରେମିକା, ତୁମ ପିରତିର ମଧୁର ସ୍ପର୍ଶରେ ଶିହରିତ କଲ ମୋ ତନୁମନକୁ ଅନାବିଳ ଦେହାତୀତ ପ୍ରଣୟର ଦ୍ବାହି ଦେଇ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୪-୮-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୨୪ ରିଖ ମଙ୍ଗଳ ବାର ସିଂହ ୮ ଦିନ ଭାଦ୍ରବ ମାସ କୃଷ୍ଣପକ୍ଷ ଦ୍ଵିତୀୟା ତିଥି ପୂର୍ବ ଭାଦ୍ର ନକ୍ଷତ୍ର କୁମ୍ଭ ଚନ୍ଦ୍ର ଆଜିର ଘାତ ବାର- ମକର ରାଶିର ଆଜିର ଘାତ ଚନ୍ଦ୍ର- ମିଥୁନ ରାଶି ପୁରୁଷ ଓ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୫ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୫ ଆଜିକୁ ଛାଡି  ଗତକାଲିକୁ  ମନ ଯାଉଥିଲା ବାରମ୍ବାର । ବର୍ତ୍ତମାନ ସର୍ବସ୍ଵ ହେଲାପରେ ପୁଣି ପଛକୁ  ଫେରିଯାଉଥିଲା ଥରକୁଥର। ଭବିଷ୍ୟତର ମୀନାର ଉପରେ ପାଦ ଥୋଇବାକୁ ଗଲାବେଳକୁ  ଅତୀତ,  ତଳକୁ ଟାଣି ଧରୁଥିଲା। ମିଠାମିଠା …

ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକରେ ଲାଗୁ ହେଲା ନୂଆ ଶିକ୍ଷାନୀତି

ବେଙ୍ଗାଳୁରୁ : କର୍ଣ୍ଣାଟକରେ ଜାତୀୟ ଶିକ୍ଷାନୀତି କ୍ରିୟାନ୍ବୟନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ ଜାତୀୟ ଶିକ୍ଷା ନୀତି ଲାଗୁ କରିବାରେ କର୍ଣ୍ଣାଟକ ହୋଇଛି ଦେଶର ପ୍ରଥମ ରାଜ୍ୟ । ଜାତୀୟ ଶିକ୍ଷାନୀତି ଲାଗୁ କରି ଅନ୍ୟ ରାଜ୍ୟ ପାଇଁ କର୍ଣ୍ଣାଟକ…

ସାରା ବିଶ୍ୱରେ ପରିଚୟ ପାଇବ ନିୟମଗିରି ଡଙ୍ଗରିଆଙ୍କ ଝାଡୁ

ଗୁଣୁପୁର: ବିଷମକଟକର ଡଙ୍ଗରିଆ ଜନଜାତିଙ୍କ ଉନ୍ନତିରେ ଲାଗିପଡିଛନ୍ତି ରାଜ୍ୟ ସରକାର । ଦେଶବିଦେଶରେ ପରିଚୟ ପାଇବ ଡଙ୍ଗରିଆଙ୍କ ଝାଡୁ । ଏଥିପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରାଇଛନ୍ତି । ପୂର୍ବରୁ ଜିଲ୍ଲାର କପାଡାଗୁଡା ସାଲ୍ ର ଚାହିଦା…

କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ନିଯୁକ୍ତିରେ ଓବିସି ଓ ଆର୍ଥିକ ଅନଗ୍ରସରଙ୍କୁ ଦିଆଯିବ…

ଭୁବନେଶ୍ବର : ଖୁବଶୀଘ୍ର ପୂରଣ ହେବ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ସଂଖ୍ୟା ପୂରଣ ହେବ । ଏବଂ ଏହି ନିଯୁକ୍ତିରେ ଓବିସି ଓ ଆର୍ଥିକ ଅନଗ୍ରସରଙ୍କୁ ଦିଆଯିବ ପ୍ରାଧାନ୍ୟ । ନୂଆଦିଲ୍ଲୀରେ ସର୍ବଭାରତୀୟ ଓବିସି ଛାତ୍ର ସଂଘର ପ୍ରତିନିଧିଙ୍କୁ ଭେଟିବା ଅବସରରେ ଏଭଳି…

ଉପ ନିର୍ବାଚନ ପାଇଁ ଇସି ଶୀଘ୍ର ତାରିଖ ଘୋଷଣା କରନ୍ତୁ : ମମତା

କୋଲକାତା: ଉପ ନିର୍ବାଚନ ପାଇଁ ବ୍ୟଗ୍ର ହେଲେଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି ନିର୍ବାଚନ କମିଶନର ଶୀଘ୍ର ଉପ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ବୋଲି ସେ ଦାବୀ କରିଛନ୍ତି । ବିଧାନସଭା ନିର୍ବାଚନ ହେବାର ୪ ମାସ ବିତିଗଲାଣି । ଲୋକଙ୍କ…

ଡକାୟତି ଯୋଜନା ଭଣ୍ଡୁର, କୁଖ୍ୟାତ ଡକାୟତ ଗିରଫ

ବାରିପଦା: ବାରିପଦା ଉପଖଣ୍ଡ ଚାନ୍ଦୁଆ ଥାନା ପୋଲିସକୁ ମିଳିଛି ବଡ ସଫଳତା । ଗିରଫ ହେଲା କୁଖ୍ୟାତ ଡକାୟତ ଭରତ ମାଈତି । ଏକ ବଡ ଧରଣର ଡକାୟତି ପାଇଁ ଯୋଜନା କରୁଥିବା ସମୟରେ କୁଖ୍ୟାତ ଡକାୟତକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି ରାତି ୧୧ଟାରେ…