Latest Odisha News

BREAKING NEWS

Yearly Archives

2021

ଭିଜିଲାନ୍ସ ଜାଲରେ ଭଦ୍ରକ CDPO ଅଫିସର ସୁପରଭାଇଜର

ଭଦ୍ରକ: ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ ଅଫିସର ସୁପରଭାଇଜର୍ ।  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଲ୍ଲିଲତା ଦାସଙ୍କ ଘର ସମେତ ଏକକାଳୀନ ୩ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ୩ଟି ଟିମ୍ ଚଢ଼ାଉରେ ସାମିଲ ଅଛନ୍ତି । ଭଦ୍ରକ ସହର ସାମରାଇପୁର ସ୍ଥିତ ବାସଭବନ, ଆମ୍ୱରୋଳି …

ପ୍ରାୟ ୧.୬ କୋଟି ଭାରତୀୟ ନେଇନାହାନ୍ତି ଦ୍ୱିତୀୟ ଡୋଜ୍‌ କରୋନା ଟିକା!

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢେଇରେ ଟିକାକରଣର ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତୃତୀୟ ତରଙ୍ଗର ଆଶଙ୍କା ଥିବାରୁ ଭାରତ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ଟିକାକରଣ କରିବାକୁ ପରାମର୍ଶ ‌ଦିଆଯାଉଛି। କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ରିପୋର୍ଟର ପ୍ରଦତ୍ତ ତଥ୍ୟକୁ ଭିତ୍ତି କରି ଦେଶକୁ…

ଅପରାଧୀକ ମାମଲା ସାବ୍ୟସ୍ତ ହେଲା ଅଯୋଗ୍ୟ ଘୋଷିତ ହେବେ ୬୭ଏମପି, ୨୯୬ ବିଧାୟକ

ନୂଆଦିଲ୍ଲୀ: ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର)ରେ ପ୍ରକାଶିତ ରିପୋର୍ଟ ଅନୁସାରେ ୬୭ ଏମପି ଏବଂ ୨୯୬ ବିଧାୟକଙ୍କ ବିରୋଧରେ ଅପରାଧୀକ ମାମଲା ରହିଛି । ଯଦି ଏଗୁଡିକ ପ୍ରମାଣିତ ହୁଏ ତାହାହେଲେ ଏମାନେ ସମସ୍ତେ ଅଯୋଗ୍ୟ ଘୋଷିତ ହେବେ । ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ୫୪୨ ଲୋକସଭା ସଦସ୍ୟ…

ଆଫଗାନିସ୍ତାନରେ ତାଲିବାନ ଶାସନକୁ ସ୍ୱୀକୃତି ମିଳିବ ନା ବ୍ୟାନ୍‌ କରାଯିବ; ଆଜି ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ଶାସନ ସମ୍ପର୍କରେ ଆମେରିକା ଏବଂ ଏହାର ଅନ୍ୟ ସହଯୋଗୀ ଦେଶମାନେ ଆଜି ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି। ତାଲିବାନକୁ ବିଶ୍ୱରେ ପୃଥକ୍‌ କରାଯିବ ନା ଏହାକୁ ସ୍ୱୀକୃତି ଦିଆଯିବ ଏ ନେଇ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇପାରେ। ଆଜି ଜୋ ବାଇଡେନ ଜି-୭…

୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲା କଲେ ମାଲକାନଗିରି ଜିଲ୍ଲାପାଳ

ମାଲକାନଗିରି: ୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶରଙ୍କ ସୁପାରିଶ ଆଧାରରେ ଟେଣ୍ଡର ହୋଇଥିବା ସମସ୍ତ ୪୮ ଲଘୁ ଖଣି ଲିଜ୍ ଟେଣ୍ଡର ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ତତ୍କାଳୀନ…

କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ନାଁରେ ମାମଲା ରୁଜୁ; ହୋଇପାରନ୍ତି ଗିରଫ

ମୁମ୍ବାଇ: କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର କରିଥିବାରୁ କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ପୁଣେର ଚତୁରାଶ୍ରୀଙ୍ଗୀ ପୋଲିସ ଷ୍ଟେସନରେ ଯୁବ ସେନାଙ୍କ ଦ୍ୱାରା ଏକ…

ହ୍ୱାଟସଆପରେ କରିପାରିବେ ଟିକା ସ୍ଲଟ୍ ବୁକିଂ, ଜାଣନ୍ତୁ କେମିତି କରିବେ

ନୂଆଦିଲ୍ଲୀ: କୋଭିଡ୍ ଟିକା ପାଇଁ ସ୍ଲଟ ବୁକିଂ ଆହୁରି ସହଜ ହେଲା । ଏଣିକି ହ୍ୱାଟସଆପରେ ବି ସ୍ଲଟ୍ ବୁକିଂ କରିପାରିବେ । ମାତ୍ର କେଇ ମିନିଟରେ ଆପଣଙ୍କ ମୋବାଇଲରୁ ସ୍ଲଟ୍ ବୁକିଂ କରିହେବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଏବେ ଆସନ୍ତୁ…

ବାଲୁକା କଳାରେ ଭାରତୀୟ ପାରା ଅଲିମ୍ପିଆନଙ୍କୁ ଶୁଭେଚ୍ଛା

ପୁରୀ: ଆଜିଠାରୁ ଟୋକିଓରେ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସ । ଏଥିରେ ଅଂଶ ଗ୍ରହଣ କରୁଥିବା ଭାରତୀୟ ଆଥଲେଟଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ଭାରତୀୟ ପାରା…

ଓଡ଼ିଆ ଆଇଏଏସ୍ ଅଫିସର ରୁପା ମିଶ୍ରଙ୍କୁ କେନ୍ଦ୍ରରେ ନୂଆ ନିଯୁକ୍ତି

ନୂଆଦିଲ୍ଲୀ: କେନ୍ଦ୍ରରେ ଓଡ଼ିଆ ଆଇଏଏସ ଅଫିସରଙ୍କୁ ଗୁରୁ ଦାୟିତ୍ୱ । ରୁପା ମିଶ୍ର ହୋଇଛନ୍ତି କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ । ତାଙ୍କୁ ଆଗାମୀ ୫ ବର୍ଷ ପାଇଁ ନିଯୁକ୍ତି ମିଳିଛି । ୨୦୦୪ ବ୍ୟାଚ୍ ଆଇଏଏସ୍ ଟପ୍ପର ରୁପା ମିଶ୍ର । ବର୍ତ୍ତମାନ ଜଳ ଶକ୍ତି ମିଶନ…

ଭଦ୍ରକ ଓ ବରଗଡ଼ ଜିଲ୍ଲାରେ ଭିଜିଲାନ୍ସ ରେଡ୍

କଟକ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଝା ମାରିଲା ଭିଜିଲାନ୍ସ । ଭଦ୍ରକ ଓ ବରଗଡ଼ ଜିଲ୍ଲାରେ ଚଢ଼ାଉ । ଭଦ୍ରକ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ତାଙ୍କ ନାଁ ମଲ୍ଲିଲତା ଦାସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି…