Latest Odisha News

BREAKING NEWS

Yearly Archives

2021

ରାଜ୍ୟରେ ୨ କୋଟି ଟପିଲା କୋଭିଡ୍‌ ଟିକାକରଣ

ଭୁବନେଶ୍ୱର: ଟିକାକରଣ ଅଭିଯାନରେ ଓଡିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ବୁଧବାର ରାତି ୧ ଟା ପର୍ଯ୍ୟନ୍ତ ୨,୦୦,୨୧,୮୧୪ ଡୋଜ ଟିକା ଦିଆଯିବା ସହିତ ବଡ ସଫଳତା ହାସଲ କରିପାରିଛି ଓଡ଼ିଶା। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି କହିଛି ଯେ “୨ କୋଟି ଡୋଜ ସଫଳତାର ସହ ପରିଚାଳିତ…

ଫିଲ୍ମ ‘ଭୁତ୍‌ ପୋଲିସ’ର ଟ୍ରେଲର ରିଲିଜ

ମୁମ୍ବାଇ: ଫିଲ୍ମ ଭୁତ୍‌ ପୋଲିସର ଟ୍ରେଲର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନ, ଅର୍ଜୁନ କପୁର, ୟାମି ଗୌତମ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ସୈଫ ଏବଂ ଅର୍ଜୁନ ଫେକ୍‌ ଘୋଷ୍ଟବଷ୍ଟର ଭୂମିକାରେ ଅଭିନୟ କରୁଥିବାବେଳେ…

କୋଭିଡ୍ ପରିଚାଳନାରେ ନବୀନ ପଟ୍ଟନାୟକ ଦେଶରେ ନମ୍ବର ଓ୍ୱାନ୍ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ପରିଚାଳନାରେ ଦେଶରେ ପୁଣି ଓଡ଼ିଶା ପ୍ରଥମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ଷେତ୍ରରେ ନମ୍ବର ଓ୍ୱାନ୍ ମୁଖ୍ୟମନ୍ତ୍ରୀ ହୋଇଛି । ଇଣ୍ଡିଆ ଟୁଡେ ଦ୍ୱାରା କରାଯାଇଥିବା ମୁଡ୍ ଅଫ୍ ଦି ନେସନ୍ ସର୍ଭେରେ ଦେଶରେ କୋଭିଡ୍ ପରିଚାଳନାରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି…

ଏଣିକି ୭୫ ବର୍ଷ ପୁରୁଣା ବୃକ୍ଷଗୁଡିକୁ ମିଳିବ ପେନ୍‌ସନ୍‌

ଚଣ୍ଡିଗଡ଼: ଏଣିକି ବୃକ୍ଷକୁ ବି ମିଳିବ ପେନ୍‌ସନର ସୁବିଧା। ୭୫ ବର୍ଷ ପୁରୁଣ‌ା ବୃକ୍ଷଗୁଡିକୁ ମିଳିବ ପେନ୍‌ସନ। ଏମିତି ଏକ ନିୟମ ଲାଗୁ କରିଛନ୍ତି ହରିୟାଣା ସରକାର। ହରିୟାଣାରେ ପ୍ରାୟ ୨୫୫୦ ଗଛ ୭୫ ବର୍ଷ ପୁରୁଣା ହୋଇଯାଇଛି। ବର୍ତ୍ତମାନ ସେମାନେ ପେନ୍ସନ୍ ପାଇବେ। 'ପ୍ରାଣ ବାୟୁ ଦେବତା…

ବଢିଲା ଘରୋଇ ଏଲପିଜି ସିଲିଣ୍ଡରର ଦର

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ମଧ୍ୟରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି। ଏହାଫଳରେ ଲୋକଙ୍କ ସମସ୍ୟା ଆହୁରି ବଢିଯାଇଛି। ପେଟ୍ରୋଲିୟମ କମ୍ପାନୀଗୁଡିକ ସୋମବାର ମଧ୍ୟରାତ୍ରିରୁ ୧୪.୨ କିଲୋଗ୍ରାମ ଓଜନ ବିଶିଷ୍ଟ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା…

ଦାୟିତ୍ୱ ନେଲେ ଝାରସୁଗୁଡ଼ା ଏୟାରପୋର୍ଟର ନୂଆ ନିର୍ଦ୍ଦେଶକ

ଝାରସୁଗୁଡ଼ା: ବଦଳିଲେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ । ନୂଆ ନିର୍ଦ୍ଦେଶକ ଭାବରେ ପଓ୍ୱନ କୁମାର ଜୁଟସୀ ଦାୟିତ୍ୱ ଗ୍ରହଣ କରିଛନ୍ତି । କିଶୋର କୁମାର ସେନାପତିଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିଛି । ପଦୋନ୍ନତି ପାଇ କିଶୋର ସେନାପତିଙ୍କର ଦିଲ୍ଲୀ ମୁଖ୍ୟାଳୟକୁ…

ସୁନନ୍ଦା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଶଶି ଥରୁର

ନୂଆଦିଲ୍ଲୀ: ସୁନନ୍ଦା ପୁଷ୍କର ମାମଲାରେ କଂଗ୍ରେସ ସାଂସଦ ଶଶି ଥରୁର ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ବୁଧବାର ଏହି ଶୁଣାଣୀ କରିଛନ୍ତି । ଦିଲ୍ଲୀ ପୋଲିସ ଧାରା ୪୯୮-ଏ ଏବଂ ୩୦୬ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏଥିସହ ୭ ବର୍ଷ ପୁରୁଣା…

ଶରୀରରେ ରକ୍ତ ଜମାଟ ବାନ୍ଧିବା ଲଙ୍ଗ୍‌ କୋଭିଡ୍‌ ସିଣ୍ଡ୍ରୋମର ମୁଖ୍ୟ କାରଣ ହୋଇପାରେ

ଲଣ୍ଡନ: ଦୀର୍ଘ ସମୟ ଧରି କୋଭିଡ୍‌ ଲକ୍ଷଣ ଥିବା ରୋଗୀମାନଙ୍କଠାରେ ରକ୍ତ ଜମାଟ ବାନ୍ଧିବାର ଅଶଙ୍କା ଅଧିକ ରହିଥିବା ଜଣାପଡ଼ିଛି। କରୋନା ସଂକ୍ରମଣର ନୂତନ ମାମଲା ସହିତ, ସଂକ୍ରମଣରୁ ମୁକ୍ତି ପାଇଥିବା ଲୋକଙ୍କ ମଧ୍ୟରେ ଲଙ୍ଗ୍‌ କୋଭିଡ୍‌ ଲକ୍ଷଣ ମାମଲା ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ…

NDA ପରୀକ୍ଷା ଦେଇପାରିବେ ମହିଳା, ସୁପ୍ରିମକୋର୍ଟଙ୍କ ବଡ଼ ଫୈସଲା

ନୂଆଦିଲ୍ଲୀ: ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ (NDA) ପରୀକ୍ଷା ଦେଇପାରିବେ ମହିଳା । ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଏନଡିଏ ପରୀକ୍ଷା ରହିଛି । ତାପୂର୍ବରୁ ମହିଳାଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ପୂର୍ବରୁ କେବଳ ପୁରୁଷ ଏହି ପରୀକ୍ଷା ଦେଇ…

ତାଲିବାନ ହାତକୁ ଯାଇପାରିବନି ୭୦୬ ଶହ କୋଟି ଟଙ୍କା !

ୱାଶିଂଟନ: ଆମେରିକା ଆଫଗାନିସ୍ତାନ ସେଂଟ୍ରାଲ ବ୍ୟାଙ୍କର ୯.୯ ବିଲିୟନ ଡଲାର (୭୦୬ ଶହ କୋଟି) ଫ୍ରିଜ କରିଛି । ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ହାତକୁ ଯେପରି ଉପରୋକ୍ତ ଟଙ୍କା ନ ଯିବ ସେଥିନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ନଗଦ…