Latest Odisha News

BREAKING NEWS

Yearly Archives

2021

ପୁଣି ଠକେଇ, ନୃତ୍ୟଶିଳ୍ପୀଙ୍କଠାରୁ ୩.୪ ଲକ୍ଷ ଟଙ୍କା ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ପୁଣି ଠକେଇ । ଜଣେ ମହିଳା କୋରିଓ ଗ୍ରାଫର କିଛି ନୃତ୍ୟଶିଳ୍ପୀ ମାନଙ୍କଠାରୁ ୩.୪ ଲକ୍ଷ ଟଙ୍କା ଲୁଟି ନେଇଥିବା ହୋଇଛି ଅଭିଯୋଗ । ଦୁବାଇ ଓ ସିଙ୍ଗାପୁରରେ ଅଭିନୟ କରାଇଦେବ ନାଁରେ ମହିଳା କୋରିଓ ଗ୍ରାଫର ଜଣକ ମୋଟା ଅଙ୍କର ଅର୍ଥ ନେଇ ଠକି ଦେଇଛନ୍ତି । ଠକାମୀର ଶିକାର…

ଘୋଡା ଡେଇଁଲାନି, ପ୍ରଥମ ସ୍ଥାନରୁ ୩୧କୁ ଖସି ଆସିଲେ ପେଂଟାଥାଲେଟ ପ୍ରତିଯୋଗୀ

ଟୋକିଓ: ଦୁର୍ଭାଗ୍ୟ ଯୋଗୁ ଜର୍ମାନୀର ଅନ୍ନିକା ସ୍କେଲୁ ଟୋକିଓ ଅଲିମ୍ପିକ୍ସରେ ଏକ ନିଶ୍ଚିତ ପଦକ ପାଇବାରୁ ବଂଚିତ ହୋଇଛନ୍ତି । ପେଂଟାଥାଲେଟ ପ୍ରତିଯୋଗିତାରେ ଅନ୍ନିକା ପ୍ରଥମ ସ୍ଥାନ ବଜାୟ ରଖିଥିଲେ । ତେବେ ଠିକ୍ ସମୟରେ ତାଙ୍କ ପ୍ରିୟ ଘୋଡା ଜମ୍ପ କରି ନ ଥିଲା । ଫଳରେ ୧ରୁ ୩୧କୁ ଖସି…

ମୁକୁଲ ରାୟଙ୍କ କଭି ହାଁ କଭି ନାଁ ମନ୍ତବ୍ୟ !

କୋଲକାତା: ବିଜେପି ଛାଡି ଟିଏମସିରେ ସାମିଲ ହୋଇଥିବା ପଶ୍ଚିମବଙ୍ଗର ବରିଷ୍ଠ ନେତା ମୁକୁଲ ରାୟଙ୍କ ଏକ ମନ୍ତବ୍ୟ ଏବେ ରାଜନୀତି ମହଲରେ ଚର୍ଚ୍ଚାର କାରଣ ସାଜିଛି । ମୁକୁଲ ବିଜେପି ଛାଡିଥିଲେ ମଧ୍ୟ କ୍ରିଷ୍ଣନଗର ବିଧାନସଭା ଆସନରୁ ଇସ୍ତଫା ଦେଇ ନାହାନ୍ତି । ଖାଲି ପଡିଥିବା ୭ଟି ଆସନ ପାଇଁ ଉପ…

ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ନୂଆପଡା : ନୂଆପଡା କୋମନା ବ୍ଲକ ଠିକପାଲି ଗାଁରେ ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ।  ଜଣେ କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀଙ୍କୁ ସେହି ଗାଁର ଦୁଇଜଣ ଦୁର୍ବୁର୍ତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଆଭିଯୋଗ ହୋଇଛି । କୁରୁମପୁରୀ ବିଦ୍ୟୁତ ସେକ୍ସନର ଠିକପାଲି ଗାଁକୁ ବିଦ୍ୟୁତ ସରବରାହ ଓ…

ପତ୍ନୀଙ୍କ ଅଭିଯୋଗ ପରେ ନୀରବତା ଭାଙ୍ଗିଲେ ହନି ସିଂ; କହିଲେ…

ମୁମ୍ବାଇ: ଗା‌ୟକ ୟୋ ୟୋ ହନି ସିଂଙ୍କ ପତ୍ନୀ ତାଙ୍କ ଉପରେ ନିର୍ଯାତନା ଅଭିଯୋଗ ଆଣିବା ପରେ ପ୍ରତମ ଥର ପ‌ାଇଁ ମୁହଁ ଖୋଲିଛନ୍ତି ହନି ସିଂ। ସେ ସୋସିଆଲ ମିଡିଆରେ ତାଙ୍କ ପତ୍ନୀ ଶାଲିନୀ ତାଲୱାରଙ୍କ ବିରୋଧରେ ଦାଖଲ ହୋଇଥିବା ଘରୋଇ ହିଂସା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ଏହା ମିଥ୍ୟା…

ଓମ୍ ପ୍ରକାଶ ଜିନ୍ଦଲ : ସେବା ପାଇଁ ଜନ୍ମ, ଜିତିବା ପାଇଁ ଜନ୍ମ

ଓମ୍ ପ୍ରକାଶ ଜିନ୍ଦଲଙ୍କ ୯୧ତମ ଜୟନ୍ତୀ ଅବସରରେ ଓ ପି ଜିନ୍ଦଲ, ବାଉଜୀ ତାଙ୍କର ଅସଂଖ୍ୟ ପ୍ରଶଂସକଙ୍କ ନିକଟରେ ଜଣେ ଦୂରଦ୍ରଷ୍ଟା ବ୍ୟକ୍ତି ଭାବରେ ପରିଚିତ ଥିଲେ । ନିଜ ମାତୃଭୂମି ପ୍ରତି ଥିବା ଗଭୀର ଭଲପାଇବା ହିଁ ତାଙ୍କୁ ଭାରତକୁ ଆତ୍ମନିର୍ଭର କରାଇବା ସହିତ ଦେଶର ଅନେକ ଦୁସ୍ଥ ଓ…

ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ

ଟିଟିଲାଗଡ଼: ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ଆଜି ପୁଣି ବଲାଙ୍ଗୀର ଜିଲ୍ଲାରେ ଭିଜିଲାନ୍ସ ବିଭାଗ ଏକ କୋଟି ପତି ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରିଛି । ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକରେ ବରିଷ୍ଠ କିରାଣୀ ଭାବରେ କାମ କରୁଥିବା ରବୀନ୍ଦ୍ର ମହାନ୍ତିଙ୍କ ବାସ ଭବନରେ ଚଢ଼ାଉ କରିଛି…

ଏସସିବିରେ ୧୫ରୁ ଆରମ୍ଭ ହେବ କରୋନା ରୋଗୀଙ୍କ ECMO ଚିକିତ୍ସା

ଭୁବନେଶ୍ୱର: କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆସନ୍ତା ଅଗଷ୍ଟ ୧୫ରୁ କରୋନା ରୋଗୀଙ୍କ ପାଇଁ ECMO ଚିକିତ୍ସା ଆରମ୍ଭ ହେବ। ଏନେଇ ଡାଇରେକ୍ଟର ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ (DMET) ସିବିକେ ମହାନ୍ତି ଶନିବାର କହିଛନ୍ତି। “ଏସସିବିରେ ନଅଟି ECMO ମେସିନ୍ ସ୍ଥାପିତ…

ମନ ଜିଣିଲେ ଭାରତୀୟ ଗଲ୍ଫର ଅଦିତି

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ମହିଳା ଗଲ୍ଫର ଅଦିତି ଅଶୋକ ଏ ଭଳି ପ୍ରଦର୍ଶନ କରିବେ କେହି କେବେ ଭାବି ନ ଥିଲେ । ମାତ୍ର ଗୋଟିଏ ପଂଏଟ ପାଇଁ ଅଦିତି ପଦକ ହାସଲରୁ ବଂଚିତ ହୋଇଛନ୍ତି । ବ୍ରୋଞ୍ଜ ପଦକ ପାଇଁ ଅଦିତି ଗୋଟିଏ ବାର୍ଡି ଆବଶ୍ୟକ କରୁଥିଲେ, ମାତ୍ର ପ୍ରଥମ ଉଦ୍ୟମରେ ସେ ବିଫଳ…

ଖୁବ୍‌ ଶୀଘ୍ର ପିଲାଙ୍କ ଲାଗି ଉପଲବ୍ଧ ହେବ କରୋନା ଟିକା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଦିନ ନିଶ୍ଚିତ କରିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ସମଗ୍ର ଭାରତରେ ଲୋକଙ୍କୁ ୫୦ କୋଟିରୁ ଅଧିକ ଡୋଜ କରୋନା ଟିକା ଦିଆଯାଉଛି। ଚୂଡାନ୍ତ ଫଳ ଆସିବା ପରେ ପିଲାମାନଙ୍କ ପାଇଁ କରୋନା ଟିକା ଆରମ୍ଭ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।…