Latest Odisha News

BREAKING NEWS

Yearly Archives

2021

ଅଗଷ୍ଟ ୧୪ରୁ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୧୪ରୁ ୧୬ ଭିତରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଗତ ବର୍ଷ ଅଗଷ୍ଟ ୨୧ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଏହା ସପ୍ତାହ ପୂର୍ବରୁ ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ସେ…

ରାଜ୍‌ କୁନ୍ଦ୍ରାଙ୍କ ଆବେଦନ ପ୍ରତ୍ୟାଖାନ କଲେ କୋର୍ଟ

ମୁମ୍ବାଇ: ଜେଲରେ ରହିବେ ଶିଲ୍ପପତି ରାଜ୍‌ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ରିଆନ୍‌ ଥର୍ପେ। ବମ୍ବେ ହାଇକୋର୍ଟ ଆଜି ବିଶିଷ୍ଟ ବ୍ୟବସାୟୀ ତଥା ଅଭିନେତା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବଂ ରିଆନ ଥର୍ପେଙ୍କ ଆବେଦନକୁ ଖାରଜ କରିଛନ୍ତି। ସମ୍ପ୍ରତି ଉଭୟ ଅଶ୍ଳୀଳ ଭିଡିଓ ଏବଂ…

ଅମିତାଭଙ୍କ ବଙ୍ଗଳା ସମେତ ମୁମ୍ବାଇର ୩ ପ୍ରମୁଖ ରେଳ ଷ୍ଟେସନ ଉପରେ ବୋମା ମାଡ ଧମକ

ମୁମ୍ବାଇ: ମୁମ୍ବାଇର ୩ଟି ରେଳ ଷ୍ଟେସନ ଏବଂ ଅମିତାଭ ବଚ୍ଚନଙ୍କ ବଙ୍ଗଳା ଉପରେ ବୋମା ବିସ୍ଫୋରଣ ବିଷୟରେ ସୂଚନା ମିଳିବା ପରେ ମୁମ୍ବାଇ ପୋଲିସ ଭୟଭୀତ ହୋଇପଡିଥିଲା। କେହି ଜଣେ ବ୍ୟକ୍ତି ଫୋନ କରି ଏ ସଂକ୍ରାନ୍ତରେ ମୁମ୍ବାଇ ପୋଲିସକୁ ସୂଚନା ଦେବା ପରେ ହଇଚଇ ସୃଷ୍ଡି ହୋଇଛି। ବର୍ତ୍ତମାନ…

ରାଜ୍ୟରୁ ୧୦୯୬ ନୂଆ ପଜିଟିଭ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ ମାମଲା। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୯୬ଟି ନୂଆ ପଜିଟିଭ କେସ୍‌ ଚିହ୍ନଟ ହୋଇଛି। ଏହାବ୍ୟତୀତ ସଙ୍ଗରୋଧରୁ ୬୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫୯ଟି ଲୋକାଲ୍‌ କେସ୍‌ ରହିଛି। ଅନୁଗୁଳରୁ ୪୦, ବାଲେଶ୍ବରରୁ ୭୭, ବରଗଡରୁ ୧୧,…

ଅନୁବାଦ କବିତା : ଦିଆସିଲି କାଠି

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ ଅନୁବାଦ : ସରଳ କୁମାର ଦାସ ମୁଁ ଗୋଟେ ଛୋଟ ଦିଆସିଲି କାଠି ଏତେ ନଗଣ୍ୟ, ହୁଏତ ଆଖିରେ ବି ପଡେନି ; ତଥାପି ଯେମିତି ପାଟିରେ ମୋର ଖଜବଜ ହେଉଛି ବାରୁଦ ଛାତିରେ ମୋର ଜଳି ଉଠିବା ଲାଗି ଅସ୍ଥିର ଉଚ୍ଛ୍ୱାସ ; ମୁଁ ଗୋଟେ ଦିଆସିଲି କାଠି ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୭-୮-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୭ ରିଖ ଶନିବାର କର୍କଟ ୨୩ ଦିନ ଶ୍ରାବଣ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ପୁନର୍ବସୁ ନକ୍ଷତ୍ର ସକାଳ ୮ଟା ୧୮ମିନିଟ୍ ପର୍ଯ୍ୟନ୍ତ ତାପରେ ପୂଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର ଭୋଗ ହେବ ଘାତ ବାର-:…

ବିପର୍ଯ୍ୟସ୍ତ ଅବସ୍ଥାରେ ଡାକ୍ତରଖାନା

ରାଜଗାଙ୍ଗପୁର: ବିପର୍ଯ୍ୟସ୍ତ ଅବସ୍ଥାରେ ଡାକ୍ତରଖାନା । ରାଜଗାଙ୍ଗପୁର ଆଇଟି କଲୋନୀ ଠାରେ ରାଜ୍ୟ ସ୍ୱାସ୍ଥ୍ୟ ବୀମା କର୍ମାଚାରୀଙ୍କ ପାଇଁ ଏକ ଇଏସଆଇ ଡାକ୍ତରଖାନା ରହିଛି । ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ ଜର୍ଜରିତ ଅବସ୍ଥାରେ ପଡିରହିଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୫ ହଜାର ପାଖାପାଖି…

କନ୍ଧମାଳକୁ ରେଳପଥ ସଂଯୋଗ ନେଇ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅଚ୍ୟୁତ ସାମନ୍ତ

ନୂଆଦିଲ୍ଲୀ : କନ୍ଧମାଳକୁ ରେଳପଥ ସଂଯୋଗ ନେଇ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅଚ୍ୟୁତ ସାମନ୍ତ । କନ୍ଧମାଳ ସଂସଦୀୟ କ୍ଷେତ୍ରରେ ରେଳପଥ ନିର୍ମାଣ ନେଇ ସାଂସଦ ଅଚ୍ୟୁତ ସାମନ୍ତ ରେଳମନ୍ତ୍ରୀ ଅଶ୍ବିନ୍‍ ବୈଷ୍ଣବଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି । ରେଳମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ…

ଚକ୍ ଦେ ଇଣ୍ଡିଆ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ହକି ଟିମ୍ । ୪୧ବର୍ଷ ପରେ ଭାରତକୁ ମିଳିଛି ଅଲିମ୍ପିକ୍ସ ପଦକ । ପୁରୁଷ ହକିରେ ଭାରତ ବ୍ରୋଞ୍ଜ ପଦକ ହାତେଇଛି । ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ପଦକ ହାତେଇ ନେଇଛି ଟିମ୍ ଇଣ୍ଡିଆ । ସେପଟେ ମହିଳା ହକି ଟିମ୍‌ର ଭଲ ପ୍ରଦର୍ଶନ ଥିଲେ ବି…

ଶନିବାର ଓ ରବିବାର ବନ୍ଦ ରହିବ ନନ୍ଦନକାନନ

ବାରଙ୍ଗ: ସପ୍ତାହର ୫ ଦିନ ଖୋଲାରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଶନିବାର ଓ ରବିବାର ବନ୍ଦ ରହିବ ନନ୍ଦନକାନନ । କରୋନା ସଂକ୍ରମଣ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ୩ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ…