Latest Odisha News

BREAKING NEWS

Yearly Archives

2021

କରୋନା ଦ୍ୱିତୀୟ ତରଙ୍ଗ ସମୟରେ ଅମ୍ଳଜାନ ଅଭାବ ହେତୁ କୌଣସି ମୃତ୍ୟୁ ହୋଇନାହିଁ; କେନ୍ଦ୍ର

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ତରଙ୍ଗ ସମୟରେ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଅମ୍ଳଜାନ ଅଭାବ ହେତୁ କୌଣସି ମୃତ୍ୟୁ ହୋଇ ନାହିଁ। ଏ ନେଇ କେନ୍ଦ୍ର ସରକାର ରାଜ୍ୟସଭାକୁ ସୂଚନା ଦେଇଛନ୍ତି। କେନ୍ଦ୍ର ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ରାଜ୍ୟ ଏବଂ କେନ୍ଦ୍ର…

ଉତ୍ତରପ୍ରଦେଶର ପୂର୍ବତନ ସିଏମ କଲ୍ୟାଣ ସିଂ ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏ ନେଇ ହସ୍ପିଟାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଡାକ୍ତର କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କୁ ଭେଣ୍ଟିଲେଟର ସହାୟତାରେ…

ଶିଳପୁଆରେ ସ୍ତ୍ରୀର ମୁଣ୍ଡକୁ ଛେଚି ମାରିଦେଲା ସ୍ୱାମୀ

ଯାଜପୁର ଟାଉନ: ଘରୋଇ କଳହରୁ ମୁଣ୍ଡରେ ପିତ୍ତ ଚଢ଼ିଗଲା । ହିତାହିତ ଜ୍ଞାନ ହରାଇ ବସିଲେ ସ୍ୱାମୀ । ସ୍ତ୍ରୀର ମୁଣ୍ଡକୁ ଶିଳପୁଆରେ ଛେଚି ହତ୍ୟା କରିଥି ସ୍ୱାମୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଇଶ୍ୱରପୁର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ହେଲେ ବୀଣାପାଣି ଦାସ । ଗତକାଲି ଏହି…

ଭାରତରେ ୫୦ ଲକ୍ଷ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଛି: ରିପୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀରେ ଭାରତର ୫୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ଆମେରିକାର ସେଂଟର ଅଫ ଗ୍ଲୋବାଲ ଡେଭଲପମେଂଟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ତେବେ ଭାରତ ସରକାର ଏ ପର୍ଯ୍ୟନ୍ତ ୪ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା କହୁଥିବା ଆମେରିକା ଷ୍ଟଡି ରିପୋର୍ଟ…

ଆଫଗାନିସ୍ତାନର ୮୫ ପ୍ରତିଶତ ହାତେଇ ସାରିଲାଣି ତାଲିବାନ; ଆଉ ବାକି ୧୫%

କାବୁଲ: ତାଲିବାନ ଓ ଆଫଗାନିସ୍ତାନର ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଦିନକୁ ଦିନ ତେଜିବାରେ ଲାଗିଛି। ଆଫଗାନିସ୍ତାନର ୮୫ ପ୍ରତିଶତ ନିଜ ଅକ୍ତିଆରକୁ ନେଇସାରିଲାଣି ତାଲିବାନ। ଆଉ ବାକି ୧୫ ପ୍ରତିଶତକୁ ହାତେଇବାକୁ ଯୋଜନା ଚଳାଇଛି। ବର୍ତ୍ତମାନର ବିବାଦର ସ୍ଥିତି ଉପରେ…

ରଥରେ ଚଢ଼ି ସେଲଫି, ୨ ଯୁବକଙ୍କ ଫଟୋ ଭାଇରାଲ୍

ପୁରୀ: କରୋନା ଯୋଗୁ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଉଛି । ଏପରିକି ବଡ଼ଦାଣ୍ଡରେ ଘର ଛାତ ଉପରୁ ବି ରଥଯାତ୍ରା ଦେଖିବା ମନା । ଏଭଳି ସମୟରେ ରଥ ଉପରେ ଚଢ଼ି ଦୁଇ ଜଣ ଯୁବକ ଫଟୋ ଉଠାଇଥିବା ଅଭିଯୋଗ ହୋଇଛି । ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍ ହୋଇଛି । ଫଟୋରେ ଦେଖିବାକୁ ମିଳିଛି ଦୁଇ ଜଣ…

ମଣିପୁରରେ ରାଜନୈତିକ ସଙ୍କଟ, କଂଗ୍ରେସର ୮ ବିଧାୟକ ବିଜେପିରେ ମିଶିବେ !

ଇମ୍ଫାଲ: ମଣିପୁରରେ ରାଜନୈତିକ ସଙ୍କଟ ବୃଦ୍ଧି ପାଇଛି । କଂଗ୍ରେସର କମିଟି ସଭାପତି ଗୋବିନ୍ଦଦାସ କୋନ୍ଥୁଜାମଙ୍କ ଇସ୍ତଫା ପରେ ଆଜି ୮ଜଣ ବିଧାୟକ ବିଜେପିରେୀ ଯୋଗ ଦେବେ ବୋଲି ଅନୁମାନ କରାଯାଉଛି । ୨୦୧୭ରେ ମଣିପୁରରେ ପ୍ରଥମ ଥର ପାଇଁ ବିଜେପି ନିର୍ବାଚନ ଜିତିଥିଲା । ଏଥର ୬୦ ସିଟ ହାସଲ…

ନନ୍ଦନକାନନରେ ନୂଆ ଅତିଥି: ମାଆ ହେଲା ସିଂହୀ ବିଜଲୀ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହର ବଂଶବୃଦ୍ଧି ହୋଇଛି । ମାତୃତ୍ୱ ଲାଭ କରିଛି ସିଂହୀ ବିଜଲି । ଆଜି ସେ ତିନୋଟି ଛୁଆ ଜନ୍ମ ଦେଇଛି । ସେଥିରୁ ଗୋଟିଏ ନବଜାତ ସିଂହର ମୃତ୍ୟୁ ହୋଇଛି । ସିଂହ ସଫାରୀର ଏକ ସ୍ୱତନ୍ତ୍ର ସେଲରେ ଅଛି ବିଜଲୀ । ମେଡିକାଲ ଅଫିସର ଓ ନନ୍ଦନକାନନ…

ସିରିଜ ବିଜୟ ସହ ଶ୍ରୀଲଙ୍କା ବିପକ୍ଷରେ ଭାରତର ବିଶ୍ୱ ରେକର୍ଡ

କଲମ୍ବୋ: ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଶ୍ରୀଲଙ୍କାକୁ ୩ ଉଇକେଟରେ ହରାଇ ସିରିଜ ବିଜୟ ହାସଲ କରିଛି । ୩ମ୍ୟାଚ ବିଶିଷ୍ଠ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ରହିଛି । ଦୀପକ ଚହର (୬୯ ନଟଆଉଟ) ଭାରତ ବିଜୟର ମୂଖ୍ୟ କର୍ଣ୍ଣଧାର ସାଜିଥିଲେ । ଏହି…

ପୁଣି ଏକାଠି ନଜର ଆସିବେ ସିଡ୍‌ନାଜ୍‌ଙ୍କ ଯୋଡି

ମୁମ୍ବାଇ: ବିଗ୍‌ ବସ୍‌ ୧୩ର ଫେମସ୍‌ ଯୋଡି ସିଦ୍ଧାର୍ଥ ଶୁକ୍ଲା ଓ ଶେହେନାଜ ଗିଲ୍‌ଙ୍କ ଫିଲ୍ମ ସିଲସିଲା ସିଡନାଜ କା ଆସନ୍ତାକାଲି ଭୁଟ୍‌ରେ ରିଲିଜ ହେବ। ଏନେଇ ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହନାଜ ଗିଲଙ୍କ ପ୍ରଶଂସକମାନେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି। ତାଙ୍କର ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର…